Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

UPSC ବାହାର କଲା ୪୦୦ରୁ ଅଧିକ ପଦ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକସେବା ଆୟୋଗ (UPSC) ବିଭିନ୍ନ ବିଭାଗରେ ୪୬୨ରୁ ଅଧିକ ପଦ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ପରମାଣୁ ବୋମା ସଂଖ୍ୟା ବଢ଼ାଇଲା ଭାରତ: ପଛରେ ପଡ଼ିଲା ପାକିସ୍ତା, ଡରିଗଲା ଚୀନ !

ନୂଆଦିଲ୍ଲୀ: ଷ୍ଟକହୋମ ଇଣ୍ଟରନାସନାଲ ପିସ୍‌ ରିସର୍ଚ ଇନଷ୍ଟିଚ୍ୟୁଟ (SIPRI) ସୋମବାର ପରମାଣୁ ଅସ୍ତ୍ର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି। SIPRI ରିପୋର୍ଟ ଅନୁସାରେ, ଭାରତ ନିଜର ପରମାଣୁ ବୋମା ଭଣ୍ଡାରରେ ନାଟକୀୟ ବୃଦ୍ଧି କରିଛି ଏବଂ ଏବେ ପାକିସ୍ତାନଠାରୁ ଅଧିକ ପରମାଣୁ…

ଏତେ ଗୁଳି ମାରିବି ଯେ କେହି ଚିହ୍ନିପାରିବେ ନାହିଁ; ବନ୍ଧୁକ ଦେଖାଇ ଧମକ ଦେଲେ ମହିଳା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପେଟ୍ରୋଲ ପମ୍ପରେ ଜଣେ ଯୁବତୀ ବନ୍ଧୁକ ଦେଖାଇ ଗୁଳି ମାରିବାକୁ ଧମକ ଦେଉଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ବାପା ଓ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଯିବାରୁ ସେ ଏପରି କରିଥିବା…

ବିରାଟ କୋହଲିଙ୍କ ରହସ୍ୟମୟ ଚକୋଲେଟ: ମ୍ୟାଚ ମଝିରେ ଶକ୍ତିର ରାଜ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଫିଟନେସ ଓ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ରୋଚକ ଖବର ସାମନାକୁ ଆସିଛି, ବିରାଟ ମ୍ୟାଚ ମଝିରେ ସେ ଖାଉଥିବା ଏକ ଖାସ ଚକୋଲେଟ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର…

ସାପକୁ ଗେଲ କରୁଥିଲେ, ହେଲେ ହଠାତ୍ ଘଟିଗଲା…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଗଜରୌଲା ଥାନା ଅଞ୍ଚଳର ହାଇୱାତପୁର ଗୋସାଇଁ ଗାଁରେ ଜଣେ ବ୍ୟକ୍ତି ନିଜ ସାହସ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏକ ନାଗ ସାପ ସହ ଖେଳୁଥିବା ବେଳେ ଏକ ଅଘଟଣ ଘଟିଛି। ଏହି…

ଗୁରୁଗ୍ରାମରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ଆୟୋଜନ

ନୂଆଦିଲ୍ଲୀ: ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରକୁ ଖୁବ ସୁନ୍ଦର ଭାବରେ ସଜାଯାଇ ଏକ ଛୋଟ ଓଡ଼ିଶାର ସ୍ଵରୂପ ପ୍ରଦାନ କରାଯାଇଥିଲା। ଦେଶର ଅଗ୍ରଣୀ ସାମାଜିକ ଓ…

ଆତ୍ମନିର୍ଭର ଭାରତ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ: ଲଞ୍ଚ ହେଲା ‘ଅଚଲ୍’ ଜାହାଜ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଗୋଆ ସିପୟାର୍ଡ ଲିମିଟେଡ୍ (GSL) ଆଜି ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ନିର୍ମିତ ଆଠଟି ଫାଷ୍ଟ ପାଟ୍ରୋଲ୍ ଜାହାଜ ମଧ୍ୟରୁ ଗୋଟିଏକୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଜାହାଜର ନାମ 'ଅଚଲ୍' ରଖାଯାଇଛି। ପାରମ୍ପରିକ ବୈଦିକ ମନ୍ତ୍ର ମଧ୍ୟରେ କବିତା ହାରବୋଲା ଏହି ଜାହାଜକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III' ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି।…

ଇରାନ ଉପରେ ଆକ୍ରମଣ ସମୟ ଏମିତି ବାଛିଥିଲା ଇସ୍ରାଏଲ୍

ନୂଆଦିଲ୍ଲୀ: ଜୁନ୍ ୧୩ତାରିଖରେ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ଇସ୍ରାଏଲ୍ । ଟାର୍ଗେଟରେ ଥିଲା ଇରାନର ସେନା ଓ ପରମାଣୁ ଠିକଣା । ଅପରେସନ୍ ରାଇଜିଂ ଲାୟନ ନାମକରଣ କରାଯାଇଥିବା ଏହି ଆକ୍ରମଣରେ ସାମିଲ ହୋଇଥିଲେ ୨ଶହରୁ ଅଧିକ ଲଡାଖୁ ବିମାନ । ତେବେ ଇସ୍ରାଏଲ୍ ଜାଣିଶୁଣି ଆକ୍ରମଣର ସମୟ…

ଇସ୍ରାଏଲରେ ଥିବା ଆମେରିକା ଦୂତାବାସ ଉଡ଼ାଇଲା ଇରାନ

ତେଲ ଅଭିଭ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ଦିନରେ ପହଂଚିଛି। ଆଜି ଇରାନ କ୍ଷେପଣାସ୍ତ୍ର ମାଡ଼ରେ ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କାହାରି ଆହତ ହେବାର କୌଣସି ଖବର ନାହିଁ। ଇସ୍ରାଏଲରେ ଅବସ୍ଥାପିତ ଆମେରିକୀୟ…