Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜିନ ପିଙ୍ଗଙ୍କ ସାମ୍ନାରେ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ, କ’ଣ ରହିଲା ଚୀନର ଆଭିମୁଖ୍ୟ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ରବିବାର ଆଲୋଚନା କରିଛନ୍ତି। ସୀମାପାର ଆତଙ୍କବାଦ ଉପରେ ମୋଦୀ ଚିନ୍ତା ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଭାରତ ଓ ଚୀନର ମିଳିତ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ…

SCOରେ ପାକିସ୍ତାନ ପିଏମଙ୍କ ଆଗରେ ମୋଦୀଙ୍କ ହୁଙ୍କାର: ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥାଇ ମୋଦୀ କହିଛନ୍ତି, କିଛି ଦେଶର ଆତଙ୍କବାଦୀ ସଂଗଠନଙ୍କୁ ଖୋଲା…

Rules To Change From Today: ଆଜିଠାରୁ ବଦଳିବ ଏହି ନିୟମ: ସାଧାରଣ ଲୋକଙ୍କ ବଜେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ: ଆମ ଦେଶରେ ମାସ ପରିବର୍ତ୍ତନ ହେବା ମାତ୍ରେ ଦୈନନ୍ଦିନ ଜୀବନର ଅନେକ ନିୟମରେ ବଡ଼ ପରିବର୍ତ୍ତନ ଆସୁଛି। ସେପ୍ଟେମ୍ବର ମାସ ଆରମ୍ଭ ହୋଇଗଲାଣି। ଏପରି ପରିସ୍ଥିତିରେ, ସାଧାରଣ ନାଗରିକଙ୍କ ପକେଟ ଏବଂ ସେମାନଙ୍କ କାମ ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେଉଛି। ଅର୍ଥାତ୍ ସେପ୍ଟେମ୍ବର…

ଟ୍ରମ୍ପଙ୍କ ଚାଲ୍ ବୁଝିପାରି ଫୋନ ଉଠାଇଲେ ନାହିଁ ମୋଦୀ? ନହେଲେ ବରବାଦ ହୋଇଥାନ୍ତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ ଉଠାଇ ନାହାନ୍ତି। ନ୍ୟୁୟର୍କ ଟାଇମ୍ସ (NYT) ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ କିଛି ସପ୍ତାହରେ ବାରମ୍ବାର ମୋଦୀଙ୍କୁ ଫୋନ କରିଥିଲେ। କିନ୍ତୁ ମୋଦୀ କଥା ହେବାକୁ ମନା କରିଛନ୍ତି। ଏହା ପଛରେ…

Indian Army: ହିମାଳୟର ଶିଖରରେ ଭାରତୀୟ ସେନାର ବୀରତ୍ୱ, କଠିନ ପରିସ୍ଥିତିରେ କଲେ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ସେନା ଅରୁଣାଚଳ ପ୍ରଦେଶର କାମେଙ୍ଗ ଅଞ୍ଚଳରେ 'ଯୁଦ୍ଧ କୌଶଳ 3.0' ଯୁଦ୍ଧ ଅଭ୍ୟାସ କରିଛି । ଏହି ସମୟରେ ସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଏହି ଅଭ୍ୟାସର ଯାଞ୍ଚ କରିଥିଲେ ଗଜରାଜ କର୍ପସ ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) । ଅଭ୍ୟାସ ସମୟରେ, ସେନା ଉନ୍ନତ…

SCO ଶିଖର ସମ୍ମିଳନୀ: ହାତଧରାଧରି ହୋଇ ଚାଲିଲେ ମୋଦି-ପୁଟିନ, ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚିନ୍ତା!

ନୂଆଦିଲ୍ଲୀ: ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ୨୫ତମ ଶିଖର ସମ୍ମିଳନୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକାଠି ନଜର ଆସିଛନ୍ତି। ମୋଦି ପୁଟିନଙ୍କ ହାତ ଧରି ଆଗେଇ ଚାଲିଥିବା ଦୃଶ୍ୟ ସମସ୍ତଙ୍କ…

ଆଫଗାନିସ୍ତାନରେ ଭୂକମ୍ପର ଆତଙ୍କ: ୨୫୦ ମୃତ, ୫୦୦ରୁ ଅଧିକ ଆହତ

ଜଲାଲାବାଦ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ ରବିବାର ରାତିରେ ଏକ ଶକ୍ତିଶାଳୀ ଭୂକମ୍ପ ଆସିଛି। ଏହାର ତୀବ୍ରତା ୬.୦ ଥିଲା। ଭୂକମ୍ପର କେନ୍ଦ୍ର ନଙ୍ଗରହାର ପ୍ରାନ୍ତର ଜଲାଲାବାଦ ନିକଟରେ ଥିଲା। ଏହାର ଗଭୀରତା ୮ କିଲୋମିଟର ବୋଲି ଆମେରିକୀୟ ଭୂବୈଜ୍ଞାନିକ ସର୍ଭେ (USGS) କହିଛି। ନଙ୍ଗରହାର…

Earthquake: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଆଫଗାନିସ୍ତାନ; ୯ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

କାବୁଲ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ । ଭୂକମ୍ପରେ ଥରିଲା ନାନଗରହର ପ୍ରୋଭିନ୍ସର ଜଲାଲାବାଦ । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଫଗାନିସ୍ତାନରେ ପ୍ରଥମ…

ସରକାରଙ୍କ ଚେତାବନୀ ! eSIM ଫ୍ରଡ୍‌ରେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତ ସରକାର ମୋବାଇଲ ଉପଭୋକ୍ତାଙ୍କୁ eSIM ସମ୍ବନ୍ଧୀୟ ଏକ ନୂଆ ଠକେଇ ପଦ୍ଧତି ବିଷୟରେ ସତର୍କ କରିଛନ୍ତି। ଏହି ସାଇବର ଠକେଇ ଏତେ ବିପଜ୍ଜନକ ଯେ, ଠକମାନେ OTP କିମ୍ବା ATM ତଥ୍ୟ ନ ଦେଇ ମଧ୍ୟ ଶିକାରର ବ୍ୟାଙ୍କ ଖାତାରୁ ଟଙ୍କା ଚୋରି କରିପାରନ୍ତି। ନିକଟରେ ଏହି କୌଶଳ ବ୍ୟବହାର…

ଗୋଟିଏ ବର୍ଷରେ ୮୪୧ ଜଣଙ୍କୁ ମୃତ୍ୟୁ ଦଣ୍ଡ, ଜାତିସଂଘର ତୀବ୍ର ବିରୋଧ

ନୂଆଦିଲ୍ଲୀ: ଜାତିସଂଘ ପୁଣି ଥରେ ଇରାନକୁ କାଠଗଡ଼ାରେ ଛିଡ଼ା କରାଇଛି। ସଂଗଠନର କହିବା ଅନୁସାରେ, ୨୦୨୫ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନରେ ଅତି କମରେ ୮୪୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଜାତିସଂଘର ଅଭିଯୋଗ ଯେ, ଇରାନ ସରକାର ଫାଶିକୁ କେବଳ ଅପରାଧ ନିୟନ୍ତ୍ରଣ ପାଇଁ ନୁହେଁ, ବରଂ ଲୋକଙ୍କ…