Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ରାଜ୍ୟପାଳ ଅନୁରୋଧ ନକଲେ…’: ଲସ୍ ଆଞ୍ଜେଲସ୍ ଦଙ୍ଗା ଭିତରେ ଭାଇରାଲ ହେଉଛି ଟ୍ରମ୍ପଙ୍କ ବୟାନ…

ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଲସ୍ ଆଞ୍ଜେଲସ୍ । ଇମିଗ୍ରାଣ୍ଟ ନିୟମକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି । ପ୍ରବାସୀ ସମର୍ଥନ ପ୍ରତିବାଦକୁ ଦମନ କରିବା ପାଇଁ ଟ୍ରମ୍ପ ଲସ୍ ଆଞ୍ଜେଲସ୍ ରେ ନ୍ୟାସନାଲ ଗାର୍ଡ ସୈନିକଙ୍କୁ ନିଯୁକ୍ତ କରିଛନ୍ତି । ଯାହାକୁ କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ୍…

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌: ଦେଶରେ ୨୪ ଘଣ୍ଟାରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।…

ଲସ୍ ଆଞ୍ଜେଲସ୍‌ ଉତ୍ତେଜନାକୁ ନେଇ ତେଜିଲା ରାଜନୀତି, ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ମାମଲା ଦାୟର

ୱାଶିଂଟନ: ଲସ୍ ଆଞ୍ଜେଲସ୍‌ ଉତ୍ତେଜନାକୁ ନେଇ ତେଜିଲା ରାଜନୀତି। ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ମାମଲା ଦାୟର। ଟ୍ରମ୍ପ୍‌ଙ୍କ ପଦକ୍ଷେପକୁ କାଲିଫର୍ଣ୍ଣିଆ ଗଭର୍ଣ୍ଣର୍‌ଙ୍କ କଡ଼ା ନିନ୍ଦା। ଅବୈଧ ପ୍ରବାସୀ ବିରୋଧରେ ଚଢାଉ ପରେ ହୋଇଥିବା ପ୍ରତିବାଦ ଯୋଗୁଁ ଆମେରିକାର ଲସ୍ ଆଞ୍ଜେଲସ୍‌ରେ…

ଆସାମରେ ୪୫ କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ, ୪ ଗିରଫ

ଗୁହାଟି: ଆସାମରେ ବଡ଼ ଧରଣର ଅପରେସନ୍‌ରେ ପୋଲିସକୁ ସଫଳତା ମିଳିଛି। ଆସାମର କଚାର ଜିଲ୍ଲାରେ ବଡ଼ ଡ୍ରଗ୍ସ ନେକ୍‌ୱାର୍କର ପର୍ଦ୍ଦାଫାସ କରିଛି ପୋଲିସ। ଏଠାରେ ୪୫ କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ କରାଯାଇଛି। ଏହାସହ ୪ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ଆସାମ ପୋଲିସ। ଆସାମ…

ପୁଣି ସ୍ଥଗିତ ହେଲା ଲଞ୍ଚ୍‌ ହେବାକୁ ଥିବା ଆକ୍ସିଅମ୍‌-୪ ମିଶନ୍‌

ନୂଆଦିଲ୍ଲୀ: ପୁଣି ସ୍ଥଗିତ ହେଲା ଆକ୍ସିଅମ୍‌-୪ ମିଶନ୍‌ । ଲଞ୍ଚ୍‌ ହେବାକୁ ଥିବା ଆକ୍ସିଅମ୍‌-୪ ମିଶନ୍‌ ଜୁନ ୧୧ ପର୍ଯ୍ୟନ୍ତ ସ୍ଥଗିତ।ପ୍ରତିକୂଳ ପାଗ ପାଇଁ ଆକ୍ସିଅମ୍‌-୪ ମିଶନ୍‌ ସ୍ଥଗିତ ନେଇ ISROର ସୂଚନା। ଭାରତୀୟ ମହାକାଶଚାରୀ ଗ୍ରୁପ୍‌ କ୍ୟାପଟେନ୍‌ ଶୁଭାଂଶୁ ଶୁକ୍ଲା ISS ଯିବେ। ଜୁନ୍‌…

୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା, ଯେଉଁଥିରେ ଦେଖିପାରିବେ….

ଭୁବନେଶ୍ୱର: ୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା । ମିକ୍ସଡ୍‌ ରିଆଲିଟି ହେଡସେଟ୍‌ରେ ପରୀକ୍ଷଣ ପରେ ଏବେ ମେଟାର ଜନପ୍ରିୟ ରେ-ବାନ୍‌ ସ୍ମାର୍ଟ ଚଷମାର ପ୍ରତିଦ୍ୱନ୍ଦୀ ଭାବେ ନିଜର ସ୍ମାର୍ଟ ଚଷମା ତିଆରି କରିବାକୁ ଯାଉଛି। ବ୍ଲୁମବର୍ଗର ମାର୍କ ଗୁରମାନଙ୍କ ରିପୋର୍ଟ ଅନୁସାରେ, ଆପଲ୍‌ ୨୦୨୬ ଶେଷ…

କର୍ମଚାରୀଙ୍କୁ ସରକାରଙ୍କ ବଡ଼ ଉପହାର, ବଢ଼ିଗଲା ପେନସନ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିକଟରେ ଘୋଷଣା କରିଥିବା ଅଷ୍ଟମ ବେତନ କମିଶନ (8th Pay Commission) ଏବଂ ଏକକ ପେନସନ ଯୋଜନା (Unified Pension Scheme - UPS) ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଜୀବନରେ ଏକ ନୂତନ ଆର୍ଥିକ ସୁରକ୍ଷା ଓ ସମୃଦ୍ଧିର ପଥ ଖୋଲିବାକୁ…

ନିଜର ପରମାଣୁ ଅସ୍ତ୍ରକୁ ନଷ୍ଟ କରିଦେଲା ଏହି ଦେଶ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ବିଶ୍ୱରେ ଯେତେବେଳେ ମଧ୍ୟ ବିପଜ୍ଜନକ ଅସ୍ତ୍ରଶସ୍ତ୍ରର କଥା ଉଠେ, ପରମାଣୁ ବୋମାର ନାମ ସବୁଠାରୁ ଆଗରେ ଆସିଥାଏ। ପରମାଣୁ ବୋମା ଏପରି ଅସ୍ତ୍ର ଯାହା ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରେ। ଏହାର ଭୟଙ୍କରତା ବିଶ୍ୱ ପ୍ରଥମେ ଦେଖିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ…

୩ବର୍ଷ ମଧ୍ୟରେ ଋଷର ବଡ଼ ଆକ୍ରମଣ; ଗୋଟିଏ ରାତିରେ ୪୭୯ ଡ୍ରୋନ ଆଟାକ୍

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧମଧ୍ୟରେ ଗତ ରବିବାର ୟୁକ୍ରେନ ପାଇଁ ଏକ ଭୟଙ୍କର ରାତି ଥିଲା । ଋଷ ୪୭୯ ଡ୍ରୋନ୍ ଏବଂ ୨୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନ ଉପରେ ଏବେ ସୁଦ୍ଧାର ସବୁଠାରୁ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନ ବାୟୁସେନା କହିଛି…

2025 ରେ କେଉଁ ବାଇକ୍ ଦେଉଛି ସର୍ବାଧିକ ମାଇଲେଜ୍? କିଣିବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ସହିତ ଭାରତୀୟ ବଜାରରେ ଉଚ୍ଚ ମାଇଲେଜ୍ ଦେଉଥିବା ବାଇକ୍‌ଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। 2025 ସୁଦ୍ଧା ଅନେକ ପ୍ରମୁଖ ବାଇକ୍ ନିର୍ମାତା କମ୍ପାନୀ ନିଜର ଇନ୍ଧନ ଦକ୍ଷତା ସହିତ ଶସ୍ତା ଓ ଭରସାଯୋଗ୍ୟ ବାଇକ୍‌ଗୁଡ଼ିକୁ ବଜାରକୁ ଆଣିଛନ୍ତି। ଆସନ୍ତୁ…