Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେମିତିକା ଥିଲା ବିଶ୍ବର ପ୍ରଥମ ଯୁଦ୍ଧ ବିମାନ?, ଆମେରିକା ଏବଂ ରୁଷ ବି ହୋଇଯାଇଥିଲେ କାବା….

ନୂଆଦିଲ୍ଲୀ: ବିଶ୍ବର ଏବେ ପ୍ରତ୍ୟେକ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରୁଛି । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ପରମାଣୁ ଅସ୍ତ୍ର, କ୍ଷେପଣାସ୍ତ୍ର ସବୁଥିରେ ପାରଙ୍ଗମ ହେଉଛନ୍ତି । ବିଶେଷ କରି ଲଢୁଆ ବିମାନ ବା ଫାଇଟର ଜେଟ୍ । ଯାହା ଯୁଦ୍ଧ କ୍ଷେତ୍ରରେ ବେଶ୍…

ସଂସଦରେ ଅପରେସନ ସିନ୍ଦୂର ଆଲୋଚନା ନେଇ ପ୍ରସ୍ତୁତ କେନ୍ଦ୍ର, ‘ପଛଘୁଞ୍ଚା ଦେବୁ ନାହିଁ’, କହିଲେ କିରଣ ରିଜିଜୁ

ନୂଆଦିଲ୍ଲୀ: ‘ସଂସଦରେ କେନ୍ଦ୍ର ଉପଯୁକ୍ତ ଜବାବ ଦେବ, ପଛଘୁଞ୍ଚା ଦେବନି ।’ ବିରୋଧୀ ଦଳଙ୍କ ଦ୍ୱାରା ଅପରେସନ ସିନ୍ଦୁର, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବି ପ୍ରସଙ୍ଗ ଉଠାଇବା ବିଷୟରେ ପଚରାଯିବାରୁ କିଛି ଏପରି କହିଛନ୍ତି ସଂସଦୀୟ ବ୍ୟାପାର…

ମାନିଲାନି ଚୀନ, ବ୍ରହ୍ମପୁତ୍ର ଉପରେ ଆରମ୍ଭ କଲା ବିଶ୍ବର ସର୍ବବୃହତ ଡ୍ୟାମ୍: ଜାଣନ୍ତୁ ଭାରତକୁ କି ବିପଦ?

ନୂଆଦିଲ୍ଲୀ: ଆଲୋଚନା, ତର୍ଜମା, ଭାରତର ବିରୋଧ କିଛି ଶୁଣିଲାନି ଚୀନ । ଭାରତ ଏବଂ ବାଂଲାଦେଶର ବିରୋଧ ସତ୍ତ୍ୱେ, ଚୀନ୍ ଦକ୍ଷିଣ-ପୂର୍ବ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ ଉପରେ ବିଶ୍ୱର ସର୍ବବୃହତ ବନ୍ଧ ନିର୍ମାଣ କାମ ଆରମ୍ଭ କରିଛି। ଏହା ପ୍ରତିବର୍ଷ ୩୦୦ ବିଲିୟନ କିଲୋୱାଟ୍ ବିଦ୍ୟୁତ୍ ଉତ୍ପାଦନ…

ଭାଙ୍ଗିଯିବ କି ଇଣ୍ଡି ମେଣ୍ଟ?, ରାହୁଲଙ୍କ ବୟାନ ନେଇ ତେଜିଲା ବିବାଦ….ବାମପନ୍ଥୀ ଘେରିଲେ…

ନୂଆଦିଲ୍ଲୀ: ଆଗକୁ ବିହାରରେ ନିର୍ବାଚନ ଥିବାରୁ ଏବେ ପରସ୍ପର ପ୍ରତି ବେଶୀ ଆକ୍ରମଣାତ୍ମକ ହୋଇଛନ୍ତି ଶାସକ ବିରୋଧୀ । ଲଢ଼େଇ ଆରମ୍ଭ ହେବା ପୂର୍ବରୁ ହିଁ ରାଜନୈତିକ କରିଡରରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି । ବିରୋଧୀ ଦଳଗୁଡ଼ିକର ବହୁ ଚର୍ଚ୍ଚିତ 'ଇଣ୍ଡି ମେଣ୍ଟ'ର ମୂଳଦୁଆ ପୂର୍ବରୁ ହିଁ ଦୋହଲି…

‘ଦେଶ ସର୍ବପ୍ରଥମେ……ଦଳ ବିଶ୍ବାସଘାତକ ଭାବେ’, କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ ଶଶି ଥରୁର….

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱ ସହିତ ମତଭେଦ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ତିରୁଅନନ୍ତପୁରମ ସାଂସଦ ଶଶି ଥରୁର ପୁଣି ଥରେ ଦେଶପ୍ରେମକୁ ଦୋହରାଇଛନ୍ତି । ଶନିବାର ଦିନ ଦୃଢ଼ ଭାବରେ କହିଛନ୍ତି ଯେ ଜାତୀୟ ସୁରକ୍ଷା ସ୍ୱାର୍ଥରେ ରାଜନୈତିକ ଦଳଗୁଡ଼ିକୁ ପରସ୍ପର…

ଅହମଦାବାଦ ବିମାନ ଦୁର୍ଘଟଣାର ଶେଷ ୧୦ ସେକେଣ୍ଡ ପୁଣି ରହସ୍ୟ ବଢ଼ାଇଲା

ନୂଆଦିଲ୍ଲୀ: ଜୁନ ୧୨ରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପ୍ରାରମ୍ଭିକ ରିପୋର୍ଟ ଜାରି କରିଛି, ଯେଉଁଥିରେ…

ପୁଣି ଭାରତପଟୁ ଆକ୍ରମଣ ଆଶଙ୍କା କଲା କି ପାକିସ୍ତାନ? ବନ୍ଦ ହେଲା ପାକ୍ ଏୟାରବେସ୍

ନୂଆଦିଲ୍ଲୀ/ଇସଲାମାବାଦ: ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କୀ ହମଲାରେ ଜଡ଼ିତ ଲସ୍କର-ଏ-ତୈୟବାର ଛଦ୍ମବେଶୀ ଶାଖା ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନରେ ହଲଚଲ । ଭାରତର ସମ୍ଭାବ୍ୟ ବାୟୁସେନା ଆକ୍ରମଣକୁ ଆଶଙ୍କା କରି ପାକିସ୍ତାନ ସତର୍କ…

ଦୁଇ ଭାଇଙ୍କର ଗୋଟିଏ କନିଆ, ସମସ୍ତଙ୍କୁ ଚକିତ କଲା ଭାରତର ଏହି ରାଜ୍ୟର ଅଜବ ପରମ୍ପରା….

ଶିମଲା: ଆମେ ସମସ୍ତେ ପାଞ୍ଚାଳୀଙ୍କୁ ଜାଣିଛେ । ମହାଭାରତର ଦ୍ରୌପଦୀ, ଯାହାଙ୍କର ୫ ସ୍ବାମୀ ଥିଲେ । ହେଲେ ବର୍ତ୍ତମାନ ଭାରତୀୟ ପରମ୍ପରା ଏବଂ ସଂସ୍କୃତିରେ ଏହା ବୋଧେ ଅଗ୍ରହଣୀୟ । ଗୋଟିଏ ମହିଳାର ଅନେକ ସ୍ବାମୀ ଥିବା ପ୍ରସଙ୍ଗକୁ ବୋଧେ ଟିକେ ଜଜମେଣ୍ଟାଲ ଦୃଷ୍ଟିରେ ଦେଖେ ଆଜିର ଦୁନିଆ ।…

ଅଧ୍ୟାପକଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ; ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଇ ଅଧ୍ୟାପକ ଗିରଫ

ଗୁରୁଗାଓଁ: ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛରେ କଲେଜର ଏଚଓଡିଙ୍କ ଦ୍ୱାରା ଫେଭର ମାଗିଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ଦେଶରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଚାଲିଥିବା ବେଳେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି, ଯାହାକି ଉତ୍ତର ପ୍ରଦେଶର। ଶାରଦା…

ପାକିସ୍ତାନ ବିରୁଦ୍ଧରେ ଏକଜୁଟ୍ ହେଲେ ଭାରତୀୟ ଖେଳାଳୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍

ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ…