Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପାକିସ୍ତାନ ପାଖରେ ନାହିଁ ମସୁଦ୍ ଅଜହରର ଠିକଣା, ଭାରତ ଦେଲେ ଗିରଫଦାରୀ’ କହିଲେ ବିଲାଓ୍ବଲ….

ନୂଆଦିଲ୍ଲୀ: ପାକିସ୍ତାନ ଜାଣିନାହିଁ ଯେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର କେଉଁଠି ଅଛି । ଭାରତ ପ୍ରମାଣ ଦେଉ ପାକିସ୍ତାନ ଗିରଫ କରିବ । ମସୁର ଆତଙ୍କୀ ମସୁଦ ଅଜହରର ପାକିସ୍ତାନରେ ହିଁ ଲୁଚି ରହିଥିବା ଦାବିକୁ ଖଣ୍ଡନ କରି କିଛି ଏପରି କହିଛନ୍ତି ପାକିସ୍ତାନ ପୂର୍ବ ବୈଦେଶିକ ମନ୍ତ୍ରୀ ତଥା…

ପ୍ରତିବର୍ଷ ରେବିଜ୍ ନେଉଛି ୫୭୦୦ ଲୋକଙ୍କ ଜୀବନ; ଦେଶରେ ୨୦୩୦ ସୁଦ୍ଧା…

ନୂଆଦିଲ୍ଲୀ:ICMR (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ର ଏକ ରିପୋର୍ଟରେ ରେବିଜ୍ ବିଷୟରେ ଏକ ଚକିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୫୭୦୦ ଲୋକ ରେବିଜ୍ ଯୋଗୁଁ ପ୍ରାଣ ହରାନ୍ତି। ତେଣୁ, ସରକାର ୨୦୩୦ ସୁଦ୍ଧା 'ଶୂନ୍ୟ ମୃତ୍ୟୁ'…

ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ' ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାରିବିଆଈ ଦ୍ୱୀପ ରାଷ୍ଟ୍ରକୁ ଦୁଇ ଦିନିଆ…

ତାଲିବାନ ସରକାରଙ୍କୁ ମିଳିଲା ମାନ୍ୟତା;ଏପରି କରିବାରେ ବିଶ୍ୱର ପ୍ରଥମ ଦେଶ ହେଲା ଋଷ

ନୂଆଦିଲ୍ଲୀ:ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଔପଚାରିକ ଭାବରେ ସ୍ୱୀକୃତି ଦେଲା ଋଷ । ତାଲିବାନ ସରକାରକୁ ମାନ୍ୟତା ଦେବାରେ ଋଷ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ତାଲିବାନ ୨୦୨୧ ମସିହାରୁ ଆଫଗାନିସ୍ତାନରେ ସରକାର ଚଳାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଋଷ ରାଜଧାନୀ ମସ୍କୋରେ ଥିବା…

୧୫ ବର୍ଷ ବୟସରେ ଝିଅଙ୍କ ଦାନ୍ତ ଭାଙ୍ଗି ଦିଅନ୍ତି ଏହି ଜନଜାତି, ଓଠରେ ଲଗାନ୍ତି…

ନୂଆଦିଲ୍ଲୀ: ଆଫ୍ରିକାର ଇଥିଓପିଆର ଓମୋ ଉପତ୍ୟକାରେ ବାସ କରୁଥିବା ସୁରି ଜନଜାତି, ଯାହାକୁ ସୁରମା ନାମରେ ମଧ୍ୟ ଜଣାଯାଏ, ତାଙ୍କର ଅଜଣା ଓ ଅନନ୍ୟ ପରମ୍ପରା ପାଇଁ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟ ୨୦,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶୁପାଳନ, ବିଶେଷକରି ଗୋପାଳନ, ଉପରେ…

କେମିତି ହୋଇଥିବା ବିବେକାନନ୍ଦଙ୍କ ମୃତ୍ୟୁ? ସେହି ଦୁଇ ଘଣ୍ଟାର ରହସ୍ୟମୟ କଥା

ନୂଆଦିଲ୍ଲୀ: ସ୍ବାମୀ ବିବେକାନନ୍ଦ, ଯିଏ ଅଳ୍ପ ଜୀବନ କାଳ ମଧ୍ୟରେ ଅନେକ ଅସାଧାରଣ କାର୍ଯ୍ୟ କରି ଚିରସ୍ମରଣୀୟ ହୋଇ ରହିଛନ୍ତି, ତାଙ୍କର ମୃତ୍ୟୁ ୧୨୩ ବର୍ଷ ପୂର୍ବେ ୧୯୦୨ ମସିହା ଜୁଲାଇ ୪ ତାରିଖରେ ହୋଇଥିଲା। ତାଙ୍କ ଜୀବନର ଶେଷ ଦିନଗୁଡ଼ିକରେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ, ତଥାପି ସେ…

ହିମାଚଳରେ ପ୍ରକୃତିର ତାଣ୍ଡବ: ୬୯ ମୃତ,୩୭ ନିଖୋଜ; ୭୦୦କୋଟିର ସମ୍ପତ୍ତି ନଷ୍ଟ

ହିମାଚଳପ୍ରଦେଶ:ମୌସୁମୀ ଆସିବା ସହିତ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଏବଂ ବିପର୍ଯ୍ୟୟ ତାଣ୍ଡବ ସୃଷ୍ଟି କରିଛି। ହିମାଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଧ୍ୱଂସାବଶେଷ ଜାରି ରହିଛି। ମୌସୁମୀ ଆରମ୍ଭ ହେବା ପରଠାରୁ ୬୯ ଜଣ ପ୍ରାଣ ହରାଇଛନ୍ତି, ୩୭ ଜଣ ନିଖୋଜ ଅଛନ୍ତି ଏବଂ ୧୧୦ ଜଣ ଆହତ ହୋଇଛନ୍ତି।…

‘ଅପରେସନ ସିନ୍ଦୂରରେ ସୀମାରେ ୩ ଦେଶ ସହ ଲଢୁଥିଲା ଭାରତ’, ବଡ ଖୁଲାସା କଲା ଭାରତୀୟ ସେନା….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ୩ ଶତ୍ରୁ ଦେଶ ସହ ଲଢୁଥିଲା । ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ (କ୍ଷମତା ବିକାଶ ଏବଂ ନିରନ୍ତରତା) ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ 'ନ୍ୟୁ ଏଜ୍ ମିଲିଟାରୀ…

ଆସିବ ନୂଆ ନୀତି, ଦିଲ୍ଲୀବାସୀ ଫେରି ପାଇବେ ପୁରୁଣା ଗାଡି

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ଦିଲ୍ଲୀ ସରକାର ଆଭିମୁଖ୍ୟ। ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆ ନଯିବା ଓ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ଦିଲ୍ଲୀ ସରକାର ନୂଆ ଘୋଷଣା କରିଛନ୍ତି। ଦିଲ୍ଲୀରେ ୧୦ ରୁ ୧୫ ବର୍ଷ ପୁରୁଣା ଯାନବାହନ ଜବତ ଅଭିଯାନ ଉପରେ…

କଣ୍ଟେଣ୍ଟ କ୍ରିଏଟର ସାବଧାନ୍! ବ୍ଲକ୍ ହୋଇପାରେ ଭିଡିଓ….ସରକାର ଆଣୁଛନ୍ତି ନୂଆ ନୀତି…..

ନୂଆଦିଲ୍ଲୀ: ସାବାଡ୍ ହେବେ ଦେଶ ବିରୋଧୀ କଣ୍ଟେଣ୍ଟ କ୍ରିଏଟର । ଭିଡିଓରେ ଦେଶ ବିରୋଧରେ କିଛି ବି କଣ୍ଟେଣ୍ଟ ଦେଖିଲେ ସିଧା ବ୍ଲକ୍ କରାଯିବ । ଦେଶ ବିରୋଧୀ ଭିଡିଓ ବିଷୟବସ୍ତୁକୁ ଅବରୋଧ କରିବା ପାଇଁ ସରକାର ନୀତି ଆଣୁଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ଜାତୀୟ ବିରୋଧୀ ଭାଇରାଲ ଭିଡିଓ ଏବଂ…