Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବଧାନ iPhone ୟୁଜର୍ସ ! ଯଦି ଏହି ଫିଚର ଏବେ ବନ୍ଦ ନକରିବେ ତେବେ…

ନୂଆଦିଲ୍ଲୀ: ଯଦି ଆପଣ ଜଣେ iPhone ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇଫୋନ୍‌ରେ ଏକ ଫିଚର ରହିଛି, ଯାହା ଆପଣଙ୍କ ଅଜାଣତରେ ଆପଣଙ୍କ ଲୋକେସନ୍‌ ଓ ନେଟୱାର୍କ ଗତିବିଧିକୁ ଟ୍ରାକ୍‌ କରୁଛି। ଏହି ଫିଚର ଏବେ ମଧ୍ୟ ଆପଣଙ୍କ ଫୋନ୍‌ରେ ଅନ୍‌ ଥାଇପାରେ। ଏହାର…

ପୁଣି ୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ ମାଇକ୍ରୋସଫ୍ଟ। ପୁଣିଥରେ କମ୍ପାନୀ ବିଶ୍ୱସ୍ତରରେ କର୍ମଚାରୀଙ୍କ ସଂଖ୍ୟା ୪ ପ୍ରତିଶତକୁ ଛଟେଇ କରିବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ ୯୦୦୦ରୁ ଅଧିକ ମାଇକ୍ରୋସଫ୍ଟ କର୍ମଚାରୀ ଛଟେଇର ସମ୍ମୁଖୀନ ହେଉଛନ୍ତି। ଏହି ବଡ଼…

ଆମେରିକାରେ ନାଗରିକତା ପାଇଁ କଣ ରହିଛି ନିୟମ? ଜାଣନ୍ତୁ କେମିତି ବାହାର ହେବେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉଦ୍ୟୋଗପତି ଏଲନ୍‌ ମସ୍କ କିଛି ଦିନ ତଳେ ପରସ୍ପର ସହ ନିକଟତର ଥିବା ଦେଖାଯାଉଥିଲା। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମଧ୍ୟ ଏଲନ୍‌ ମସ୍କ ସବୁଆଡେ ଦେଖା ଦେଉଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ଏବଂ ଉଭୟଙ୍କ ମଧ୍ୟରେ ଥିବା…

ପଠାନକୋଟ କ୍ୟାଣ୍ଟରୁ ଦକ୍ଷିଣ ଭାରତକୁ ଯାତ୍ରା କରିବ ‘ଭାରତ ଗୌରବ’ ଟ୍ରେନ 

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଧାର୍ମିକ ସ୍ଥଳଗୁଡ଼ିକୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ ଭାରତ ଗୌରବ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ 28 ଜୁଲାଇରେ ଦକ୍ଷିଣ ଭାରତର ଦିବ୍ୟ ଯାତ୍ରାରେ ବାହାରୁଛି। ଏହି ୧୩ ଦିନିଆ ଯାତ୍ରା ପଠାନକୋଟ…

ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉପହାରର ଓଡ଼ିଶା ସହ ସମ୍ପର୍କ ରହିଛି। ଏହି ଉପହାରଟି ହେଉଛି କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା…

SIM କାର୍ଡକୁ ନେଇ ଆସିଲା ସାଂଘାତିକ ଖବର, ସତର୍କ ହୁଅନ୍ତୁ ନହେଲେ…

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ (DoT) ଦେଶବ୍ୟାପୀ ଲକ୍ଷ ଲକ୍ଷ ମୋବାଇଲ ଉପଭୋକ୍ତାଙ୍କୁ ସାଇବପ ଅପରାଧୀଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି, ଯେଉଁମାନେ ସିମ୍‌ କାର୍ଡ ସେବାର ପ୍ରତିନିଧି ସାଜି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହି ଚେତାବନୀ DoTର ଅଧିକାରିକ X ଆକାଉଣ୍ଟ ମାଧ୍ୟମରେ…

ଦୁଇ ମାସରେ ଆରମ୍ଭ ହେବ ମସ୍କଙ୍କ Starlink ଇଣ୍ଟରନେଟ ସର୍ଭିସ, ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମାଲିକାନାଧୀନ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କକୁ ସମ୍ପ୍ରତି ଭାରତରେ ସେବା ଆରମ୍ଭ କରିବା ପାଇଁ ଅନୁମତି ମିଳିଛି। ତିନି ବର୍ଷ ପୂର୍ବେ କମ୍ପାନୀ ଏହି ଅନୁମତି ପାଇଁ ଆବେଦନ କରିଥିଲା ଏବଂ ତିନି ବର୍ଷ…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ମାଞ୍ଚେଷ୍ଟର; ମହାସମାରୋହରେ ପାଳନ ହେଲା ରଥଯାତ୍ରା

ମାଞ୍ଚେଷ୍ଟର: ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନକୁ ବେଶ ଚିତ୍ତାକର୍ଷକ ଭାବରେ ସଜା ଯାଇଥିଲା। ଏଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ…

୩ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ; ସୁରକ୍ଷିତ ମୁକ୍ତି ପାଇଁ ଭାରତ ସରକାରଙ୍କ ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ:ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆକ୍ରମଣ ହୋଇଛି । ଏହି ସମୟରେ ତିନି ଜଣ ଭାରତୀୟଙ୍କୁ ସେମାନେ ଅପହରଣ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ତେବେ ଏହା ଉପରେ…

ଏଆଇ ଟୁଲ୍ ଉପରେ ନିଜେ ଭରସା କରିପାରୁନାହାନ୍ତି ସିଇଓ ଅଲ୍ଟମ୍ୟାନ୍: ବ୍ୟବହାରକାରୀଙ୍କୁ ଦେଲେ ଏହି ଉପଦେଶ…

ନୂଆଦିଲ୍ଲୀ: ଓପନ ଏଆଇର ଚାର୍ଟ ଜିପିଟି ଲଞ୍ଚ ହେବା ପରଠାରୁ, ଏହି ଏଆଇ ଟୁଲ୍ ବହୁ ଚର୍ଚ୍ଚାରେ ରହିଛି । ଗତ କିଛି ମାସ ଧରି, ଘିବିଲି ଟ୍ରେଣ୍ଡ ଠାରୁ ଆରମ୍ଭ କରି ଅଫିସିଆଲ ଟୁଲ୍ ଯାଏଁ ଚାର୍ଟ ଜିପିଟି ବହୁତ ଶିରୋନାମା ସୃଷ୍ଟି କରିଛି । ସାରା ବିଶ୍ୱରେ ଲୋକମାନେ ଏହି ଏଆଇ ଟୁଲ୍ ବ୍ୟବହାର…