Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୮ କୋଟି ଟ୍ରାଫିକ୍ ଚାଲାଣରେ ଆଦାୟ ହୋଇଛି ୧୨,୦୦୦ କୋଟି ଟଙ୍କାରୁ ଅଧିକ ଜରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ, ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସ ନିରନ୍ତର ନୂତନ ନିୟମ ଏବଂ ଆଇନ କାର୍ଯ୍ୟକାରୀ କରୁଛନ୍ତି । ଲୋକମାନେ ଯେପରି ଟ୍ରାଫିକ୍ ନିୟମ ଭଙ୍ଗ ନ କରନ୍ତି, ସେଥିପାଇଁ ଟ୍ରାଫିକ୍ ଜରିମାନା ମଧ୍ୟ ବହୁ ପରିମାଣରେ ବୃଦ୍ଧି କରାଯାଉଛି ।…

୨ ଘଣ୍ଟା ପୁଟିନ୍ ଟ୍ରମ୍ପ ଫୋନରେ କଥାବାର୍ତ୍ତା, ଆଉ ଏମିତି ଘୋଷଣା ସମସ୍ତେ ଚମକିଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଘୋଷଣା କରିଛନ୍ତି ଯେ, ସେ ୟୁକ୍ରେନ୍‌ ସହ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ୟୁକ୍ରେନର ସହଯୋଗ ମଧ୍ୟ ଚାହୁଁଛନ୍ତି । ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟାର ଫୋନ୍‌…

ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଆର୍ମିର ବଡ଼ କ୍ଷତି, ଭାରତ ଦେଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବଡ଼ ଖବର ପ୍ରକାଶ କରିଛି। ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନୀ ସେନାର ୬୪ ଜଣ ଯବାନ ଓ ଅଧିକାରୀ ନିହତ ହୋଇଛନ୍ତି। ଏହି ପାକିସ୍ତାନୀ ଯବାନମାନେ ଜମ୍ମୁ-କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି। ଏହି…

ବଲୁଚିସ୍ତାନକୁ ଭାରତ ଏକ ଦେଶ ଭାବେ ମାନ୍ୟତା ଦେଇ ପାରିବ କି ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲୁଚିସ୍ତାନରେ ସେଠାକାର ସ୍ୱାଧୀନତା ସଂଗ୍ରାମୀ ନେତାମାନେ ସ୍ୱାଧୀନତା ଘୋଷଣା କରିଛନ୍ତି। ଏହା ସହିତ ସେମାନେ ବଲୁଚିସ୍ତାନକୁ ଏକ ଦେଶ ଭାବେ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି। ବଲୁଚିସ୍ତାନର ନେତାମାନେ ଭାରତ ଓ ଜାତିସଂଘକୁ ସେମାନଙ୍କୁ…

ପୁଣି ଫେରିଲା କରୋନା ! ଆଜି ଏତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା। ସିଙ୍ଗାପୁର ଓ ହଂକଂରେ ହଠାର୍ କୋଭିଡ-୧୯ ମାମଲାରେ ବଢ଼ିବାରେ ଲାଗିଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ଦୁଇ ଦେଶରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି। ତେବେ ବଡ଼ କଥା ହେଉଛି ଯେ ଏହି ମାମଲାଗୁଡ଼ିକ ସେତେ ମାତ୍ରାରେ ବ୍ୟାପି ନାହିଁ। ଏହା ଜଣଙ୍କଠାରୁ…

ପହଲଗାମ ହମଲା ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ଅଛି ବହୁତ ବଡ଼ ଲିଙ୍କ୍!

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ, ଏପ୍ରିଲ ୨୨ ତାରିଖରେ ଜଣେ ବ୍ୟକ୍ତି ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଏକ କେକ୍ ଡବା ଧରି ପ୍ରବେଶ କରୁଥିବାର ଦେଖାଯାଇଥିଲା। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ବହୁତ ପ୍ରଶ୍ନ ପଚାରିଲେ, କିନ୍ତୁ ସେ ଉତ୍ତର…

ସୁପ୍ରିମକୋର୍ଟଙ୍କ କଡା ମନ୍ତବ୍ୟ; ଭାରତ କୌଣସି ଧର୍ମଶାଳା ନୁହେଁ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ବହୁ ମାତ୍ରରେ ଦେଶ ବିଦେଶ ରୁ ଶରଣାର୍ଥୀ ଆସିଥାନ୍ତି। ସୋମବାର ଦିନ ଏହା ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ କୌଣସି ଧର୍ମଶାଳା ନୁହେଁ ଯେ ସମଗ୍ର ବିଶ୍ବରୁ ଶରଣାର୍ଥୀ ମାନଙ୍କୁ ସ୍ଥାନ ଦେବ। ଏହି ନିଷ୍ପତ୍ତି…

୫ଜି ମଣିଷ ପାଇଁ କେତେ କ୍ଷତିକାରକ, ପରୀକ୍ଷଣ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ୫ଜି ଟେକନିକକୁ ନେଇ ଦୀର୍ଘ ସମୟ ନେଇ ବିଭିନ୍ନ ଆଲୋଚନା ହେଉଛି । ଏହା ପ୍ରକୃତରେ ମଣିଷ ପାଇଁ କେତେ କ୍ଷତିକାରକ ସେ ନେଇ ବୈଜ୍ଞାନିକମାନେ ନିକଟରେ ପରୀକ୍ଷଣ କରିଛନ୍ତି । ପୂର୍ବରୁ କୁହାଯାଉଥିଲା ୫ଜି ଯୋଗୁ ମଣିଷଙ୍କ ନିକଟରେ ଚର୍ମରୋଗ ଦେଖାଯାଉଛି । ଏବେ ଏହାର ଉତର ବୈଜ୍ଞାନିକମାନେ…

‘ବିଗ୍ ବସ୍ ୧୮’ ଫେମ୍ ଶିଳ୍ପା ଶିରୋଡକର କରୋନା ସଂକ୍ରମିତ

ମୁମ୍ୱାଇ: 'ବିଗ୍ ବସ୍ ୧୮'ର ପୂର୍ବତନ ପ୍ରତିଯୋଗୀ ତଥା ୯୦ ଦଶକର ଅଭିନେତ୍ରୀ ଶିଳ୍ପା ଶିରୋଡକର କୋଭିଡ୍ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ୨୦୨୦ ଏବଂ ୨୦୨୧ରେ ଆତଙ୍କ ଖେଳାଇଥିବା ଏହି ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ଏପରି…

ଡୋଭାଲଙ୍କ ସିକ୍ରେଟ୍ ପ୍ଲାନ୍: ଶେଷ ମୁହୂର୍ତ୍ତରେ ପାକିସ୍ତାନକୁ ଦେଇଥିଲା ମାତ୍

ନୂଆଦିଲ୍ଲୀ: ସଫଳତାର ସହ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଏକ୍ସିକ୍ୟୁଟ କରିଛି ଭାରତ । ଏଥିରେ ଚାଣକ୍ୟ ଏନଏସଏ ଅଜିତ ଡୋଭାଲ ଭୂମିକା ଗୁରୁତ୍ବପୂର୍ଣ୍ଣ । କେତେବେଳେ, କେଉଁଠି, ଆଉ କେମିତି ପାକିସ୍ତାନକୁ ମାତ୍ ଦିଆଯିବ, ସବୁ ସିକ୍ରେଟ୍ ପ୍ଳାନର ଗୋଟି ନିଜେ ଚଲାଇଥିଲେ ଡୋଭାଲ । …