Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧.୫ ବିଲିୟନ ଡଲାରର IPO ଆଣିବ PhonePe !

ନୂଆଦିଲ୍ଲୀ:ଦେଶର ସର୍ବବୃହତ ଡିଜିଟାଲ ପେମେଣ୍ଟ ପ୍ରଦାନକାରୀ ଫିନଟେକ୍ କମ୍ପାନୀ ଫୋନପେ ଭାରତରେ IPO ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ କମ୍ପାନୀ ଅଗଷ୍ଟରେ SEBI ନିକଟରେ ପ୍ରାଥମିକ ଡକ୍ୟୁମେଣ୍ଟ ଦାଖଲ କରିବ। ରିପୋର୍ଟ ଅନୁସାରେ, କମ୍ପାନୀ ଏହି ଇସ୍ୟୁ ମାଧ୍ୟମରେ ୧.୫ ବିଲିୟନ…

ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୨୪ ଘଣ୍ଟା ଭିତରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବ!

ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା। ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍। ଆସନ୍ତା ୬ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହେବ। ୨୪ ଘଣ୍ଟା ଭିତରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି କହିଲେ ଟ୍ରମ୍ପ୍। ଅସ୍ତ୍ରବିରତି ନେଇ ଉଭୟ ଦେଶ…

ଇରାନ୍-ଇସ୍ରାଏଲ୍ ଯୁଦ୍ଧ; ମଧ୍ୟପ୍ରାଚ୍ୟକୁ ସମସ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ମଧ୍ୟପ୍ରାଚ୍ୟକୁ ସମସ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ AI ବିମାନ ଉଡ଼ାଣ ବନ୍ଦ ରହିବ। ମଧ୍ୟପ୍ରାଚ୍ୟରେ…

Amazon ଆରମ୍ଭ କରିଲା ନୂଆ ସେବା; ଘରେ ବସି ହେବ ରକ୍ତ ପରୀକ୍ଷା,ମିଳିବ ରିପୋର୍ଟ

ନୂଆଦିଲ୍ଲୀ:ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏକ ନୂଆ ସେବା ଆଣିଛି । ଗତ ରବିବାର ଦିନ ଆମାଜନ ଭାରତରେ ଘରୋଇ ଡାଇଗ୍ନୋଷ୍ଟିକ୍ ସେବା Amazon Diagnostics ଆରମ୍ଭ କରିଛି। ଏହା ଗ୍ରାହକମାନଙ୍କୁ ଘରେ ବସି ଲ୍ୟାବ ଟେଷ୍ଟ ବୁକ୍ କରିବା, ଆପଏଣ୍ଟମେଣ୍ଟ ସୂଚୀବଦ୍ଧ କରିବା ଏବଂ ଲ୍ୟାବ ପରୀକ୍ଷା ଟ୍ରାକ୍…

ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ପରାମର୍ଶ

ଦୋହା: ଆମେରିକା ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କଲା ଇରାନ। ଇରାନର ୩ଟି ପରମାଣୁ ପ୍ଲାଣ୍ଟ ଉପରେ ଆମେରିକା ପକ୍ଷରୁ B-2 ବମ୍ବର ଦ୍ବାରା ଆକ୍ରମଣ କରିଥିଲା । ଏହାପରେ ଇରାନ ପ୍ରତିଶୋଧ ପରାୟଣ ବିଭିନ୍ନ ଦେଶରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ମିସାଇଲ ମାଡ କରିଛି । କାତାରର…

ଲଡୁରୁ ବାହାରିଲା ଆଙ୍ଗୁଠି; ଖୋଳତାଡ଼ ଆରମ୍ଭ କଲା FDA

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ତାଲୁକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡିମ୍ବେର ଏକ ମିଠା ଦୋକାନର ଲଡୁ ଭିତରୁ ଏକ ମଣିଷ ଆଙ୍ଗୁଠି ମିଳିଛି। ଯାହା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋହେ ବୁଡ୍ରୁକର…

ବିରଳ ଜି ବ୍ଲଡ଼ ଗ୍ରୁପ ଆବିଷ୍କାର କଲେ ଗବେଷକ

ନୂଆଦିଲ୍ଲୀ: ଫ୍ରାନ୍ସର ଗବେଷକମାନେ ଏକ ଭିନ୍ନ ପ୍ରକାରର ବ୍ଲଡ଼ ଗ୍ରୁପ ଆବିଷ୍କାର କରିଛନ୍ତି। ଯାହାକି ସମଗ୍ର ବିଶ୍ବରେ କେବଳ ଜଣେ ମହିଳାଙ୍କ ପାଖରେ ହିଁ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ଲଡ଼ ଗ୍ରୁପଟି ଅନ୍ୟ ୪୭ ରକ୍ତ ଗ୍ରୁପର ସହିତ ମେଳ ଖାଉନାହିଁ। ଫ୍ରାନ୍ସ…

ଆଉ ଜଣେ ରାଜା ରଘୁବଂଶୀ; ବିବାହର ମାସେ ପରେ ସ୍ବାମୀଙ୍କୁ ମାରିଦେଲେ!

ହାଇଦ୍ରାବାଦ: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା କାହା ମନରୁ ଲିଭିନଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ଜିଲ୍ଲାରୁ ସେହିପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ସେଠାକାର ସୁକାଲିମେଟ୍ଟା ଅଞ୍ଚଳର ଏଚଏନଏସଏସ କେନାଲ ନିକଟରେ ୩୨ ବର୍ଷୀୟ ତେଜେଶ୍ୱରଙ୍କ ମୃତଦେହ ମିଳିଛି। ସୂଚନା…

ଯମୁନୋତ୍ରୀରେ ଭୂସ୍ଖଳନ; ଜଣେ ମୃତ,କିଛି ଯାତ୍ରୀ ଫସି ରହିଥିବା ଆଶଙ୍କା

ଉତ୍ତରାଖଣ୍ଡ: ଉତ୍ତରକାଶୀର ଯମୁନୋତ୍ରୀ ପଦଯାତ୍ରା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାରେ ହଠାତ୍ ଭୂସ୍ଖଳନ ଯୋଗୁଁ ଯାତ୍ରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଅଘଟଣରେ ମାଟି ଅତଡା ତଳେ ୩ ଜଣ ଶ୍ରଦ୍ଧାଳୁ ପୋତି ହୋଇ ପଡିଥିବା ଆଶଙ୍କା କରାଯାଉଛି। ଜିଲ୍ଲା ବିପର୍ଯ୍ୟୟ…

ପ୍ରଥମ ଗଲ୍ଫ ଦେଶ ଭାବେ ଓମାନରେ ଆୟକର ଲାଗୁ

ଦୁବାଇ: ଗଲ୍ଫ ଦେଶ ମଧ୍ୟରେ ଓମାନ ପ୍ରଥମ ଦେଶ ଭାବେ  ଦେଶରେ ଆୟକର ଲାଗୁ କରିବା ନେଇ ଘୋଷଣା କରିଛି। ବର୍ତ୍ତମାନ ଉପସାଗରୀୟ ଦେଶ ମାନଙ୍କରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ କୌଣସି ପ୍ରକାରର  ଆୟକର ଲାଗୁ କରାଯାଇନାହିଁ। ତେବେ ଓମାନ ସରକାରଙ୍କ ନୂତନ ଟିକସ ଆଇନ ଅନୁଯାୟୀ  ଯେଉଁମାନଙ୍କର…