Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଙ୍କେ ବିହାରୀ ମନ୍ଦିର କରିଡର ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ମନ୍ଦିର ପାଣ୍ଠି କରାଯିବ ବ୍ୟବହାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଉତ୍ତରପ୍ରଦେଶ ସରକାରଙ୍କୁ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ପାଇଁ ମନ୍ଦିର ପାଣ୍ଠି ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ ମନ୍ଦିର ଚାରିପାଖରେ ୫ଏକର ଜମି…

ଟ୍ରମ୍ପଙ୍କ ସହ ଜଡିତ ପୋଷ୍ଟ ଡିଲିଟ୍ କଲେ କଙ୍ଗନା, କହିଲେ- ମୁଁ ଦୁଃଖିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଉ ଆଇଫୋନ ପ୍ରସ୍ତୁତ କରିବାକୁ ମନା କରିଛନ୍ତି । ସେ କହିଥିଲେ ଯେ, ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ । ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା…

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିବ ଅତିରିକ୍ତ କୋଚ୍ 

ଭୁବନେଶ୍ୱର: ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମେ ମାସ ୧୬ ତାରିଖରୁ 22895/22896 ପୁରୀ-ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ କୋଚ୍…

ଜେଏନୟୁ ପରେ ଜାମିଆ; ତୁର୍କୀ ସହ ଏମଓୟୁ ବାତିଲ୍‌

ନୂଆଦିଲ୍ଲୀ: ଗୁରୁବାର ତୁର୍କୀ ସହ ସମ୍ପର୍କ ତୁଟାଇଛି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ । ଜାମିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁର୍କୀ ସରକାରଙ୍କ ସହିତ ଜଡିତ ଶୈକ୍ଷିକ ବୁଝାମଣାପତ୍ର ସ୍ଥଗିତ କରିଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜାମିଆ ମିଲିଆ…

ମେ ୧୮ ଯାଏଁ ପାକିସ୍ତାନ-ଭାରତ ଯୁଦ୍ଧବିରତି ପାଇଁ ସହମତି: ପାକ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଯୁଦ୍ଧବିରତିକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର ଗୁରୁବାର ସଂସଦରେ କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦୁଇ ଦେଶର ସେନା ମଧ୍ୟରେ ଫୋନ ଯୋଗେ ଆଲୋଚନା ପରେ ଏହି ନିଷ୍ପତ୍ତି…

ଜୋରଜବରଦସ୍ତି ହଷ୍ଟେଲରେ ପଶିବା ପଡ଼ିଲା ମହଙ୍ଗା; ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ

ଦରଭଙ୍ଗା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ୨ଟି ମାମଲା । ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିବା ସତ୍ତ୍ବେ ରାହୁଲ ଗାନ୍ଧୀ ଜୋରଜବରଦସ୍ତି ହଷ୍ଟେଲର ପଛଦ୍ବାର ଦେଇ ହ‌ଷ୍ଟେଲ ଭିତରକୁ ପ୍ରବେଶ କରିଥିଲେ…

ଭାରତ ଓ ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ୟୁଟର୍ନ

ନୂଆଦିଲ୍ଲୀ: କତାରର ରାଜଧାନୀ ଦୋହାରେ ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ସେ ଦୋହାରେ ପ୍ରଥମେ ଆମେରିକୀୟ ସୈନିକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କରିଥିବା ମଧ୍ୟସ୍ଥତା ଦାବିରୁ ସେ ଓହରି ଯାଇଛନ୍ତି। ସେ କହିଛନ୍ତି ଯେ …

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତୁର୍କୀ

ଇସ୍ତାନବୁଲ: ତୁର୍କୀରେ ଗୁରୁବାର ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମାପ କରାଯାଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଯଦିଓ ଏପର୍ଯ୍ୟନ୍ତ କୌଣସି ଧନଜୀବନ ନଷ୍ଟ ହୋଇଥିବା…

ତୁର୍କୀ ବିମାନ କମ୍ପାନୀର ସୁରକ୍ଷା ମଞ୍ଜୁରୀ ବାତିଲ କଲା ଭାରତ

ନୂଆଦିଲ୍ଲୀ:ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ଯୋଗୁଁ ତୁର୍କୀକୁ ଭାରତରେ ବିରୋଧ କରାଯାଉଛି । ତେବେ ଏହା ମଧ୍ୟରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି (BCAS) ତୁର୍କୀ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସୁରକ୍ଷା…

ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇଲେ ମହିଳା; ‘ଏହା ଘୋର ଅପମାନ, କଂଗ୍ରେସ କ୍ଷମା ମାଗୁ’

ହାଇଦ୍ରାବଦ: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିବା ରାମପ୍ପା ମନ୍ଦିରରେ ଭାରତୀୟ ମହିଳାମାନେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ଏକ ବିବାଦ ଦେଖାଦେଇଛି । ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର କୋଇଲା ଏବଂ ଖଣି…