Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନରେ ତୈଳ ସଙ୍କଟ; ୪୮ ଘଣ୍ଟା ପାଇଁ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଯାହା ଫଳରେ ପାକିସ୍ତାନ ଓ ପିଓକେ ରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହେବା ସହ ଅନେକ ନିହତ ମଧ୍ୟ…

ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଉଛି ସେନା: ପ୍ରଥମ ଥର ପାଇଁ ଜାରି କଲା ଫୋଟୋ 

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଉଛନ୍ତି ଭାରତୀୟ ସେନା। ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ପାକିସ୍ତାନ ସୀମବର୍ତ୍ତୀ ଅଞ୍ଚଳ ମାନଙ୍କରେ ଆକ୍ରମଣ ଜାରି ରଖିଛି। ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅମୃତସର ଉପରେ ଡ୍ରୋନ ନିକ୍ଷେପ କରିବା ପରେ ସେନା…

ପାକିସ୍ତାନର ଆକ୍ରମଣରେ ଅତିରିକ୍ତ ଡିସି ରାଜ କୁମାର ଥାପା ସହିଦ, ଓମାର ଅବଦୁଲ୍ଲାଙ୍କ ଶୋକ ପ୍ରକାଶ

ରାଜୌରୀ: ଜମ୍ମୁ କାଶ୍ମୀରର ରାଜୌରୀରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର (ଏଡିସି) ରାଜ କୁମାର ଥାପା ପାକିସ୍ତାନ ଗୁଳିମାଡ଼ରେ ସହିଦ ହୋଇଛନ୍ତି। ପାକିସ୍ତାନୀ ସେନା ସିଧାସଳଖ ରାଜୌରୀ ସହରକୁ ଟାର୍ଗେଟ କରିଥିଲା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ…

ପାକିସ୍ତାନ ଫାଇଟର ଜେଟକୁ ଖସାଇଲା ଭାରତ

ଶ୍ରୀନଗର: ଭାରତ ଶ୍ରୀନଗର ଏୟାରବେସରୁ ଶନିବାର ସକାଳେ ମିଶାଇଲ ଜରିଆରେ ପାକିସ୍ତାନ ବାୟୁସେନାର ଦୁଇଟି ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଛି। ଶନିବାର ସକାଳେ ଭାରତୀୟ ସେନା ଏହି ବଡ଼ ସଫଳତା ହାସଲ କରିଥିବା ସୂତ୍ରରୁ ଜଣାପଡିଛି। ଶ୍ରୀନଗରର ଲସଜାନ ନିକଟରେ ଗୋଟିଏ ପାକିସ୍ତାନୀ ଯୁଦ୍ଧ ବିମାନକୁ…

ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଏ ବିସିସିଆଇକୁ ମଧ୍ୟ ଜଣାଇଛନ୍ତି। ତେବେ ଏପରି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ସେ ସାମିଲ ହେବାର ସମ୍ଭାବନା ବହୁତ କମ୍ ଦେଖାଯାଉଛି। ବୋର୍ଡର ଜଣେ…

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ…

ଅପରେସନ ସିନ୍ଦୂରକୁ ତେଲେଙ୍ଗନା ବିଧାୟକ କରିବେ ଗୋଟିଏ ମାସର ଦରମା ଦାନ, ସବୁ ଦଳକୁ ଅନୁୁରୋଧ

ହାଇଦ୍ରାବାଦ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶୁକ୍ରବାର ପାକିସ୍ତାନ ବିରୋଧରେ ଭାରତୀୟ ସେନା ଦ୍ୱାରା ଚାଲିଥିବା ‘ଅପରେସନ ସିନ୍ଦୁର’କୁ ସମର୍ଥନ କରି ଏକ ଅଧିକାରିକ ବୟାନ ଜାରି କରିଛନ୍ତି। ବୟାନରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, “ଅପରେସନ ସିନ୍ଦୂର ଅଧୀନରେ…

ପାକିସ୍ତାନ ଲାହୋରରେ ଜୋରଦାର ବିସ୍ଫୋରଣ, ଏଣେତେଣେ ଦୌଡ଼ିଲେ ଲୋକେ

ଲାହୋର : ପାକିସ୍ତାନ ଲାହୋରରେ ବିସ୍ଫୋରଣ। ଲାହୋର ସହରର ଡିଫେନ୍ସ ହାଉସିଂ ଅଥରିଟି (DHA) ଅଞ୍ଚଳରେ ବିଳମ୍ୱିତ ରାତିରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଶବ୍ଦ ଡ୍ରୋନ ବିସ୍ଫୋରଣ କିମ୍ବା ଯୁଦ୍ଧବିମାନର ସୋନିକ ବୁମ୍‌ ହୋଇପାରେ। ଲାହୋରର ଡିଫେନ୍ସ ହାଉସିଂ…

ଭୂକମ୍ପ ଝଟକାରେ ଦୋହଲିଲା ପାକିସ୍ତାନ, ଲୋକେ ଆତଙ୍କିତ

ଇସଲାମାବାଦ : ଯୁଦ୍ଧ ଭିତରେ ରାତି ଅଧରେ ଦୋହଲିଲା ପାକିସ୍ତାନ। ଶୁକ୍ରବାର ମଧ୍ୟ ରାତିରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ରାତି ୧:୪୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର (National Center for Seismology) ଅନୁଯାୟୀ, ଏହି…

ଭାରତର ବିରୋଧ ସତ୍ତ୍ୱେ ଆଇଏମଏଫ ପାକିସ୍ତାନକୁ ଦେଲା ଋଣ; ଜାଣନ୍ତୁ କେତେ ଋଣ ପାରିତ ହେଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୁକ୍ରବାର ପାକିସ୍ତାନ ପାଇଁ ୧ ବିଲିୟନ ଆମେରିକୀୟ ଡଲାରର ଋଣ ମଞ୍ଜୁର କରିଛି। ବିଦ୍ୟମାନ ଏକ୍ସଟେଣ୍ଡେଡ୍ ଫଣ୍ଡ ସୁବିଧା ଅଧୀନରେ ପାକିସ୍ତାନକୁ ପ୍ରାୟ ୧ ବିଲିୟନ ଡଲାରର ତୁରନ୍ତ ସହାୟତା ମଞ୍ଜୁର କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ…