Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କିତ ପାକିସ୍ତାନ, ଆମେରିକା ପରେ ବାଜିଲା ଚୀନ ଛାଟ….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆମେରିକା ଏବଂ ଚୀନ ପାଖରେ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ । ଭାବିଥିଲା ମିଛ ଲୁହରେ ଫସିଯିବେ ଆମେରିକା ଏବଂ ଚୀନ । ହେଲେ ଏବେ ଉଭୟ ଦେଶ ପକ୍ଷରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କୂଟନୈତିକ ସ୍ତରରେ ବଡ ବିଜୟ ହାସଲ କରିଛି ଭାରତ ।…

ବେଟିଂ ଆପ ମାମଲାରେ ଗୁଗଲ ଓ ମେଟାକୁ ନୋଟିସ

ନୂଆଦିଲ୍ଲୀ: ବେଟିଂ ଆପ ମାମଲାରେ ଗୁଗଲ ଓ ମେଟା ଉପରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗୁଗୁଲ୍ ଏବଂ ମେଟା ବିରୋଧରେ ବେଟିଂ ଆପ୍ସକୁ ପ୍ରମୋସନ କରିବାରେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ଯାହାକି ବର୍ତ୍ତମାନ ମନି ଲଣ୍ଡରିଂ ଏବଂ ହାୱାଲା କାରବାର ସମେତ ଅନେକ ଗମ୍ଭୀର…

ଗୁଗୁଲ ସର୍ଚ୍ଚ କରିବା ପୂର୍ବରୁ ୧୦୦ ଥରେ ଭାବନ୍ତୁ, ଏହି ଦୁଇ ଶବ୍ଦ ସର୍ଚ୍ଚ କଲେ ଫାଇନ୍

ନୂଆଦିଲ୍ଲୀ: ରୁଷିଆ ନିକଟରେ ଏକ ନୂଆ କଠୋର ଆଇନ ପାସ କରିଛି,ଯେଉଁଥିରେ ଅନଲାଇନରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ କିମ୍ବା ବିଷୟ ଖୋଜିବା ଉପରେ ମଧ୍ୟ ଜୋରିମାନା ଲାଗୁ ହେବ। The Washington Post ର ରିପୋର୍ଟ ଅନୁସାରେ, ରୁଷିଆର ସାଂସଦମାନେ ଏପରି ନିୟମକୁ ଅନୁମୋଦନ ଦେଇଛନ୍ତି, ଯାହା ଅନୁସାରେ…

ବର୍ତ୍ତମାନ ଭାରତରେ କେତେ ରହିଛନ୍ତି ଡାକ୍ତର ? ତାଜବୁ ହେଲା WHO

ନୂଆଦିଲ୍ଲୀ: ଭାରତରେ ଡାକ୍ତରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ, ୨୦୩୦ ସୁଦ୍ଧା ଦେଶର ଡାକ୍ତର-ଜନସଂଖ୍ୟା ଅନୁପାତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO)ର ମାନକଠାରୁ ମଧ୍ୟ ଉନ୍ନତ ହେବ। WHO ମାନକ ଅନୁସାରେ, ୧୦୦୦ ଜନସଂଖ୍ୟା…

ପୁଣି ଥରେ ବ୍ରିକ୍ସକୁ ଧମକାଇଲେ ଟ୍ରମ୍ପ, ‘ଶ୍ରୀଘ୍ର ଶେଷ ହୋଇଯିବ, ଲାଗିବ ୧୦% ଶୁଳ୍କ’….

ନୂଆଦିଲ୍ଲୀ: ପୁଣି ବ୍ରିକ୍ସକୁ କଡା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୧୦ ପ୍ରତିଶତ ଶୁଳ୍କ ସହ ବ୍ରିକ୍ସ ଭାଙ୍ଗିଯିବାର ଚେତାଇ ଦେଲେ । ତେବେ ଟ୍ରମ୍ପ ଶୁକ୍ରବାର ଦିନ ଏକ ଐତିହାସିକ ପଦକ୍ଷେପ ନେଇ 'ଗାଇଡିଂ ଆଣ୍ଡ ଏଷ୍ଟାବ୍ଲିଶିଂ ନ୍ୟାସନାଲ୍ ଇନୋଭେସନ୍ ଫର୍ ୟୁଏସ୍…

ମଝି ଆକାଶରେ ହଠାତ୍ ଅଚଳ ହେଲା ଏସି, ମହିଳା ଅଚେତ୍

ଅହମ୍ମଦାବାଦ: ବାଙ୍କକର ଡନ୍ ମୁଏଆଙ୍ଗ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅହମ୍ମଦାବାଦ ଯାଉଥିବା ଲାୟନ୍ ଏୟାର ବିମାନରେ ଏୟାର କଣ୍ଡିସନିଂ ସିଷ୍ଟମ୍ ହଠାତ୍ ମଝି ଆକାଶରେ କାମ କରିବା ବନ୍ଦ କରିଦେଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଏହାକୁ ନେଇ ଜଣେ…

ସିରିଆ-ଇସ୍ରାଏଲ ଯୁଦ୍ଧରେ ପଡିଲା ବିରାମ, ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରେ ସିରିଆ ଏବଂ ଇସ୍ରାଏଲ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧବିରତି ଚୁକ୍ତି ହୋଇଛି। ଏହି ଚୁକ୍ତିନାମା ଆମେରିକାର ରାଷ୍ଟ୍ରଦୂତ ଟମ୍ ବାରାକ୍ ଘୋଷଣା କରିଛନ୍ତି । ଦକ୍ଷିଣ ସିରିଆର ସୁୱାଇଦା ପ୍ରଦେଶରେ ଡ୍ରୁଜ୍ ସଂଖ୍ୟାଲଘୁ ଏବଂ ବେଦୁଇନ୍ ଜନଜାତି ମଧ୍ୟରେ…

ଗରିବ ରଥ ଏକ୍ସପ୍ରେସ ଇଞ୍ଜିନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତିଲେ ଯାତ୍ରୀ…

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ରାକରେ ଚାଲୁଥିବା ଗରିବ ରଥ ଏକ୍ସପ୍ରେସ (୧୨୨୧୬)ର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଯାହାପରେ ଆତଙ୍କ ଖେଳିଯାଇଥିଲା। ସେନ୍ଦ୍ରା (ବେଭର) ରେଳ ଷ୍ଟେସନ ଦେଇ ଯିବା ସମୟରେ ଏହି ଅଘଟଣ ଘଟିଥିଲା। ଲୋକୋ…

‘ଭାରତ-ପାକ୍ ଉତ୍ତେଜନାରେ ୫ଟି ଜେଟ୍ ଖସାଇ ଦିଆଯାଇଥିଲା’: ଟ୍ରମ୍ପଙ୍କ ଏପରି ଦାବି ନେଇ ମୋଦିଙ୍କୁ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଉତ୍ତେଜନା ବିଷୟରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଭାରତ-ପାକିସ୍ତାନ ଉତ୍ତେଜନା…

ମହାରାଷ୍ଟ୍ରକୁ ଆସିଲେ ସମୁଦ୍ରରେ ବୁଡ଼ାଇ ମାରିବୁ; ନିଶିକାନ୍ତ ଦୁବେ ଓ ରାଜ ଠାକରେ ମୁହାଁମୁହିଁ  

ମୁମ୍ବାଇ: ମହାରାଷ୍ଟ୍ରରେ ହିନ୍ଦୀ ଭାଷାଭାଷୀଙ୍କୁ ଟାର୍ଗେଟ କରିବାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଦୁବେଙ୍କ 'ସେମାନଙ୍କୁ ପିଟିବେ' ଜବାବରେ ରାଜ ଠାକରେ କହିଛନ୍ତି ଯେ,…