Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟେମେନରେ ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ନେଇ ମୁଁହ ଖୋଲିଲେ ମୃତକଙ୍କ ଭାଇ…

ନୂଆଦିଲ୍ଲୀ: ୟେମେନରେ ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ରଖାଯାଇଛି। ନିମିଶା ପ୍ରିୟାଙ୍କ ଫାଶୀ ସ୍ଥଗିତ ରଖିବାରେ କେରଳର ଜଣେ ମୁସଲିମ ଧାର୍ମିକ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି। ଏହି ମୁସଲିମ ଧାର୍ମିକ ନେତା ହେଉଛନ୍ତି କନ୍ଥପୁରମ୍ ଏପି ଆବୁବାକର…

ରାହୁଲ ବନାମ ହିମନ୍ତା…ବଢିଲା ତାତି 

ଦିଶପୂର୍ଆ: ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏବେଠୁ ସରଗରମ ହେଲାଣି ରାଜନୀତି। ରାହୁଲ ଗାନ୍ଧୀ ବନାମ ହିମନ୍ତା ବିଶ୍ବଶର୍ମା, ଜୋରଦାର ହୋଇଛି ବାକଯୁଦ୍ଧ। କ୍ଷମତାକୁ ଆସିଲେ ହିମନ୍ତାଙ୍କୁ ଜେଲ ପଠାଇବାକୁ ଚେତାବନୀ ଦେଇଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ…

ଏଣିକି ରକ୍ତ ଯୋଗାଇବ ଡ୍ରୋନ, ଜରୁରୀ ପରିସ୍ଥିତରେ ସାଜିବ ରାମଦୂତ….

ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟା ଆଉ ଯାନବାହନ ଏବେ ଅନେକ ସମୟରେ ମୃତ୍ୟୁ ଯମ ପାଲଟୁଛି। ରାସ୍ତାରେ ଭିଡ଼ କାରଣରୁ ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ଅନେକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଆଉ ଏଥିରେ ଆଉ ଏକ ବଡ଼ ବାଧା ଉପୁଜେ ଯେତେ ବେଳେ କୌଣସି ଜରୁରୀକାଳିନ ସ୍ଥିତି ଯେମିତିକି…

ଅମରନାଥ ଯାତ୍ରା ବନ୍ଦ, ପାହାଡ଼ରୁ ପଥର ଖସି ଜଣେ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଥିବାରୁ ଓ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରାକୁ ବର୍ତ୍ତମାନ୍ ପାଇଁ ବନ୍ଦ କରି ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ବହୁମାତ୍ରାରେ ଅଳିଆ ଆବର୍ଜନା ଜମି ଯାଇଛି। ଯାହା ଦ୍ଵାରା ଭକ୍ତମାନଙ୍କୁ ଯାତ୍ରା କରିବାରେ …

ଜେଲରୁ ବଡ଼ ବୟାନ୍ ଦେଲେ ଇମ୍ରାନ, କହିଲେ, ‘ଯଦି ମୋର କିଛି ହୁଏ, ଅସୀମ ମୁନିର ଦାୟୀ ରହିବେ’

ନୂଆଦିଲ୍ଲୀ: ଜେଲରେ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ତାଙ୍କ ଦଳର ସଦସ୍ୟମାନଙ୍କୁ କହିଛନ୍ତି ଯେ ଯଦି ଜେଲରେ ତାଙ୍କ ସହିତ କିଛି ଅପ୍ରୀତିକର ଘଟଣା ଘଟେ, ତେବେ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଏଥିପାଇଁ ଦାୟୀ ରହିବେ। ଏନେଇ ଇମ୍ରାନ ଖାନ ସୋସିଆଲ…

ବିହାରରେ ନୂତନ ଭୋଟର ତାଲିକାରୁ ହେବ ବିଧାନସଭା ନିର୍ବାଚନ: କଟିବନି ଯୋଗ୍ୟ ଭୋଟରଙ୍କ ନାମ

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ କେବଳ ନୂତନ ଭୋଟର ତାଲିକା ମାଧ୍ୟମରେ କରାଯିବ। ଏଥିରେ କୌଣସି ଯୋଗ୍ୟ ଭୋଟରଙ୍କ ନାମ କଟାଯିବ ନାହିଁ। ଯେଉଁମାନେ ବାଂଲାଦେଶ, ମିଆଁମାର ଏବଂ ନେପାଳ ସମେତ ଅନ୍ୟ ଯେକୌଣସି ଦେଶର ଅଟନ୍ତି, ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡାଯିବ ନାହିଁ। କମିଶନଙ୍କ…

ଭାରତୀୟ କଲେଜ ପିଲାଙ୍କ ପାଇଁ Google କଲା ବଡ଼ ଘୋଷଣା, AI Pro ପ୍ଲାନ୍‌ ଏକ ବର୍ଷ ପାଇଁ ମାଗଣା

ନୂଆଦିଲ୍ଲୀ: ଗୁଗଲ ଭାରତୀୟ କଲେଜ ଛାତ୍ରଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଏହାର ୧୯,୫୦୦ ଟଙ୍କା ମୂଲ୍ୟର AI Pro ପ୍ଲାନ୍‌କୁ ଏକ ବର୍ଷ ପାଇଁ ମାଗଣା ଦେବାର ନିଷ୍ପତ୍ତି ନେଇଛି। ଏହି ପ୍ଲାନ୍‌ରେ Gemini AI, Veo ଭିଡିଓ ଟୁଲ୍‌ ଏବଂ ୨ ଟେରାବାଇଟ୍‌ କ୍ଲାଉଡ୍‌ ଷ୍ଟୋରେଜ୍‌ ଭଳି ପ୍ରିମିୟମ…

ଟ୍ରେଣ୍ଡରେ ରହସ୍ୟମୟ ‘ଲବୁବୁ ଡଲ୍’: ‘ଦି ସିମ୍ପସସନ୍ସ’ ସହ ଯୋଡିଲେ ୟୁଜର୍ସ…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଗୋଟେ ଅଜବ ଦେଖାଯାଉଥିବା କଣ୍ଢେଇ ବେଶ୍ ଟ୍ରେଣ୍ଡରେ ରହିଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଛୋଟ ବଡ଼ ଇନଫ୍ଲୁଏନ୍ସର୍ ସମସ୍ତଙ୍କ ପାଖରେ ଏହି ଡଲ୍ ଦେଖିବାକୁ ମିଳୁଛି। ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭୟ ମଧ୍ୟ କରୁଛନ୍ତି। କିଛି ଲୋକ…

ଗୁଳି ଲାଗିବାର କେତେ ଦିନ ଭିତରେ ମଣିଷର ମୃତ୍ୟୁ ହୋଇଥାଏ ? ଜାଣନ୍ତୁ କଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ସିନେମା ହେଉ କି ଖବର, ଯେତେବେଳେ ଗୁଳି ଚାଲିବାର କଥା ଆସେ, ଆମ ମନରେ ଜୋରେ ଶବ୍ଦ, ରକ୍ତ ଓ ହଠାତ୍ ମୃତ୍ୟୁର ଚିତ୍ର ଉଠିଆସେ। ଫିଲ୍ମରେ ଅଧିକାଂଶ ସମୟରେ ଗୁଳି ଲାଗିବା ମାତ୍ରେ ମଣିଷ ଭୂମିରେ ପଡ଼ି ତୁରନ୍ତ ପ୍ରାଣ ତ୍ୟାଗ କରେ, କିନ୍ତୁ ବାସ୍ତବ ଜୀବନରେ ଏହା କିଛି ଭିନ୍ନ।…

ଏହି ସହରକୁ କାହିଁକି କୁହାଯାଏ ‘ଓ୍ଵାଇନ୍‌ କ୍ୟାପିଟାଲ’, ଏହିଠାରେ ପଡ଼ିଥିଲା ସମୁଦ୍ର ମନ୍ଥନର ସୋମରସ

ନୂଆଦିଲ୍ଲୀ: ଯଦି ଦେଢ଼ରୁ ଦୁଇ ଦଶନ୍ଧି ପୂର୍ବେ କୌଣସି ଭାରତୀୟ ଓ୍ଵାଇନ୍‌ର ସ୍ଵାଦ ନେବାକୁ ଚାହୁଁଥିଲେ, ତାଙ୍କୁ ଇଟାଲୀ, ଫ୍ରାନ୍ସ କିମ୍ବା କାଲିଫୋର୍ନିଆ ଭଳି ସ୍ଥାନକୁ ଯାତ୍ରା କରିବାକୁ ପଡୁଥିଲା। କିନ୍ତୁ ଏବେ କେବଳ ଦେଶୀୟ ନୁହେଁ, ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଭାରତରେ ତିଆରି ହେଉଥିବା…