Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ରେଳବାଇ ଡିଜିଟାଲ୍ ଘଣ୍ଟା ଡିଜାଇନ୍ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର!

ଭୁବନେଶ୍ୱର: ଭାରତୀୟ ରେଳବାଇ ନୂତନ ଡିଜିଟାଲ୍ ଘଣ୍ଟା ଡିଜାଇନ୍ କରିବା ପାଇଁ ଏକ ଦେଶବ୍ୟାପୀ ପ୍ରତିଯୋଗିତା ଘୋଷଣା କରିଛି ଯାହା ଦେଶର ସମସ୍ତ ରେଳ ଷ୍ଟେସନରେ ସ୍ଥାପନ କରାଯିବ। ରେଳବାଇ ସୃଜନଶୀଳ ଲୋକଙ୍କଠାରୁ ଘଣ୍ଟା ଡିଜାଇନ୍ ପ୍ରତିଯୋଗିତା ପାଇଁ ଆମନ୍ତ୍ରଣ କରିଛି। ଏହି ପ୍ରତିଯୋଗିତା…

ପାକିସ୍ତାନକୁ ଡବଲ୍ ଆର୍ଥିକ ଝଟକା ଦେବ ଭାରତ !

ନୂଆଦିଲ୍ଲୀ: ପାକିସ୍ତାନକୁ ଚାରିଆଡୁ ଘେରିବାକୁ ପ୍ଲାନ୍ । ସାମରିକ ଆକ୍ସନ୍ ଆଗରୁ ଶତ୍ରୁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ କରିବାକୁ ଯୋଜନା । ପାକିସ୍ତାନକୁ ମିଳୁଥିବା ଫଣ୍ଡ ରୋକିବାକୁ ଉଦ୍ୟମ । ପାକିସ୍ତାନର ଅଣ୍ଟା ଭାଙ୍ଗିବ ଡବଲ୍ ଝଟକା ! ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଯୁଦ୍ଧଂ…

ଥରୁଛି ପାକିସ୍ତାନ୍: ଭାରତର ଏହି ୧୦ ଅସ୍ତ୍ର ଯାହା ମ୍ୟାପରୁ ହଟାଇଦେବ ପାକ୍ ଚିହ୍ନ…

ନୂଆଦିଲ୍ଲୀ: ଏବେ ଭୟରେ ଥରୁଛି ପାକିସ୍ତାନ । ଜଳ, ସ୍ଥଳ, ଆକାଶ ଚାରିଆଡୁ ଘେରିଲାଣି ଭାରତ । କାରଣ ଏବେ ଭାରତ ଯୁଦ୍ଧ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବେଶ୍ ସକ୍ଷମ । ଭାରତ ପାଖରେ କିଛି ଏମିତି ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରହିଛି, ଯାହା ପାକିସ୍ତାନକୁ ଗୋଟିଏ ସେକେଣ୍ଡରେ ଧ୍ବଂସ…

ସତ ହେବ କି ତୃତୀୟ ବିଶ୍ବଯୁଦ୍ଧ ନେଇ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ । ପ୍ରାୟ ୪୫୦ବର୍ଷ ତଳେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଥିଲେ ଫ୍ରାନ୍ସର ଚର୍ଚ୍ଚିତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ । ୨୦୨୧ରୁ ୨୦୨୫ ମଧ୍ୟରେ ବିଶ୍ବଯୁଦ୍ଧକୁ ନେଇ ସେ ଆଶଙ୍କା କରିଥିଲେ…

ପୁଣି ଭାରତକୁ ନେଇ ବିବାଦୀୟ ଟିପ୍ପଣୀ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଖି ଦେଖାଇଛି ବାଂଲାଦେଶ । ପଡୋଶୀ ଦେଶର ୟୁନୁସ ସରକାରଙ୍କ ଘନିଷ୍ଠ ତଥା ପୂର୍ବତନ ସେନା ଅଧିକାରୀ ଏଏଲଏମ ଫଜଲୁର ରହମାନ ଭାରତକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ଚୀନ୍ ସହାୟତାରେ…

ଶୁଖିବ କ’ଣ, ପୁରୁଛି ପାକିସ୍ତାନ ନଦୀ… ହେଲେ କାହିଁକି?

ନୂଆଦିଲ୍ଲୀ: ଶୁଖିଲା ମରିବ ପାକିସ୍ତାନ । ହାହାକାର ଛାଇଯିବ । ଖାଇବା ତ ଆଗରୁ ନଥିଲା, ଏବେ ବିନା ପାଣିରେ ମରିବ ।… ଏମିତି ଅନେ କିଛି ଉକ୍ତି ,ଏବେ ବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପହଲଗାମ୍ ଆକ୍ରମଣ ପରେ ଯେଉଁଠି କୁହାଯାଉଥିଲା, ଭାରତ ଚାହିଁଲେ ପାକସ୍ତାନରେ ମରୁଡି ସୃଷ୍ଟି ହେବ ।…

ପୃଥିବୀ ପୃଷ୍ଠକୁ ଖସି ପଡିବ ରୁଷର କସମସ ୪୮୨

ନୂଆଦିଲ୍ଲୀ: ୫୩ ବର୍ଷ ତଳେ ସୋଭିଏଟ ୟୁନିୟନ ମହାକାଶକୁ ଏକ କୃତ୍ରିମ ଉପଗ୍ରହ ପଠାଇଥିଲା । କସମସ ୪୮୨ ନାମକ ଏହି ଉପଗ୍ରହ ଶୁକ୍ରକୁ ପଠା ଯାଇଥିଲା । ୫୩ ବର୍ଷ ପରେ ଏହି ଉପଗ୍ରହ ଏବେ ପୃଥିବୀ ପୃଷ୍ଠକୁ ଖସିବାକୁ ଯାଉଛି । ଏହା କେଉଁଠାରେ ପଡିବ ତାହା ସ୍ପଷ୍ଟ ଭାବେ ଜଣା ପଡିନି । ୧୦ ମେ ୨୦୨୫…

ପାକିସ୍ତାନକୁ ଆକ୍ରମଣ ଭୟ! ପେଶାୱର ସମେତ ୨୯ ଜିଲ୍ଲାରେ ଏୟାର ସାଇରନ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ପ୍ରତିଦିନ ଭାରତର ଆକ୍ରମଣର ଭୟରେ ବଞ୍ଚୁଛି। ପ୍ରତିଦିନ ପାକ୍ ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ତେଣୁ ଏବେ LoCରୁ…

କାହିଁକି ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚିନ୍ତାରେ ପୁରୀ?

ଭୁବନେଶ୍ବର: ପଶ୍ବିମବଙ୍ଗ ଦୀଘାରେ ଗୁରୁବାର ପ୍ରତିଷ୍ଠା ପାଇଛି ଏକ ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ମନ୍ଦିରକୁ ନେଇ ଏବେ କିନ୍ତୁ ବିବାଦ ତେଜିଛି । ଏହା ନାମକରଣକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତ ।…

ଭିଜିଞ୍ଜମ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; କହିଲେ, ଏହା ନୂତନ ଯୁଗର ବିକାଶର ପ୍ରତୀକ

ଥିରୁଅନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ୮,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭିଜିଞ୍ଜମ ଅନ୍ତର୍ଜାତୀୟ ବନ୍ଦରର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଉପସ୍ଥିତ ଥିଲେ । ଭିଜିଞ୍ଜମ ବନ୍ଦର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି…