Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ (SAD)ର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ ଘଟିଛି । ବୁଧବାର ସନ୍ଧ୍ୟାରେ ମୋହାଲିରେ ତାଙ୍କର ଦେହାନ୍ତ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ…

ପୁଣି ହେବ କି ଯୁଦ୍ଧ? ଭାରତୀୟ ନୌସେନା ଆରମ୍ଭ କଲା ପ୍ରସ୍ତୁତି

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏତେ ଭୟଭୀତ ଥିଲା ଯେ ଏଥର ଭାରତୀୟ ନୌସେନା ପକ୍ଷରୁ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରୁଥିଲା। ଭାରତୀୟ ନୌସେନା ତା’ର କ୍ୟାରିଅର ବ୍ୟାଟଲ୍ ଗ୍ରୁପକୁ ଫରୱାର୍ଡ ଡିପ୍ଲୟମେଣ୍ଟ କରିଥିଲା। ପାକିସ୍ତାନ ଏତେ ଆତଙ୍କିତ ଥିଲା ଯେ ତା’ର…

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି; ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର…

ଖୁବ ଶୀଘ୍ର ବିଶ୍ୱ ଯୁଦ୍ଧ ! ନିଆଁ ସହ ଖେଳୁଛନ୍ତି ପୁତିନ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବିଶ୍ୱ ଦେଖିବାକୁ ଯାଉଛି ମହାଯୁଦ୍ଧ। ସିଧା ଭାଷାରେ କହିଲେ ବିଶ୍ୱ ଯୁଦ୍ଧ। ଆଜ୍ଞା ହଁ, ହୁଏ ତ ଏହା ଏକପ୍ରକାର ଅନୁମାନ ହୋଇପାରେ। କିନ୍ତୁ ବିଶ୍ୱ ଯୁଦ୍ଧ ଆଡ଼କୁ ସଙ୍କେତ ଦେଲାଣି ରୁଷିଆ-ୟୁକ୍ରେନ ଯୁଦ୍ଧ ।  ଏବେ ଆଉ ଋଷିଆ-ୟୁକ୍ରେନ ମଧ୍ୟରେ ନୁହେଁ, ଆମେରିକା-ଋଷିଆ…

ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ପୋଡ଼ା ନୋଟ୍ ବସ୍ତା ଉଦ୍ଧାର ଘଟଣାରେ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କ ବିରୁଦ୍ଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି। ତେବେ ଏହି…

ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା

ଇନ୍ଦୋର: ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା। ମଧ୍ୟପ୍ରଦେଶର ଇନ୍ଦୋରର ୨୭ ବର୍ଷୀୟ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବାହାଘର ମେ ୧୧ ରେ ହୋଇଥିଲା। ସେମାନେ ତାଙ୍କର ହନିମୁନ ମନେଇବା ପାଇଁ ମେଘାଳୟର ପର୍ଯ୍ୟଟନସ୍ଥଳ ସୋହରାକୁ (ଚେରାପୁଞ୍ଜି) ଯାଇଥିଲେ।…

କାମି ରିତା କିଏ? ଯିଏ ୩୧ ଥର ଏଭରେଷ୍ଟ ଚଢ଼ି କଲେ ବିଶ୍ବ ରେକର୍ଡ

କାଠମାଣ୍ଡୁ: ବିଶ୍ୱର ଅଧିକାଂଶ ପର୍ବତାରୋହୀଙ୍କ ସ୍ୱପ୍ନ ହେଉଛି ଅତି କମରେ ଥରେ ଏଭରେଷ୍ଟ ଶିଖରକୁ ଚଢ଼ିବା। କିନ୍ତୁ ନେପାଳର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଥରେ କି ଦୁଇଥର ନୁହେଁ, ବରଂ ୩୧ ଥର ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନେପାଳର ଏଭରେଷ୍ଟ ମ୍ୟାନ୍‌ ଭାବେ ପରିଚିତ…

‘ଅପରେସନ ସିନ୍ଦୂର’ର ସବୁଠୁ ଛୋଟ ଯୋଦ୍ଧା; ଯୁଦ୍ଧ ବେଳେ ଯବାନଙ୍କୁ ଦେଇଥିଲେ ପାଣି, ଲସି…

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ୱାଲି ଗାଁର। ଧୂଆଁ, ଧୂଳି ଓ ଗରମ ଭିତରେ ଶହ ଶହ ଗ୍ରାମବାସୀ ନିଜ ଆଖି ସାମ୍ନାରେ ଦେଖିଥିଲେ ଅପରେସନ ସିନ୍ଦୂରର ରୂପ। ସେନାବାହିନୀ ଗାଁର ଖୋଲା ପଡ଼ିଆରେ ଶିବିର ସ୍ଥାପନ କରିଥିଲେ। ସେମାନଙ୍କ ବୁଟ୍ ଚିହ୍ନ…

ପିଏସୟୁ କର୍ମଚାରୀଙ୍କ ପାଇଁ ବଡ ଖବର: ହରାଇ ପାରନ୍ତି ଅବସର ଲାଭ…….

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଏକ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ)ର କର୍ମଚାରୀ, ତେବେ ଥରେ ନଜର ପକାନ୍ତୁ । କେନ୍ଦ୍ର ସରକାର ପିଏସୟୁ କର୍ମଚାରୀଙ୍କ ପାଇଁ ପେନସନ ସମ୍ବନ୍ଧୀୟ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂତନ ନିଷ୍ପତ୍ତି…

‘X’ର ନୂଆ ଫିଚର୍; ଏଣିକି କରିହେବ ଅନଲାଇନ ପେମେଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ' ପାଲଟିବ ଏଭରିଥିଂ। ଆପଣ ଏଠାରେ ଖବରଠାରୁ ମନୋରଞ୍ଜନ ଏବଂ ପେମେଣ୍ଟ ପର୍ଯ୍ୟନ୍ତ ସୁବିଧା ମଧ୍ୟ ପାଇପାରିବେ। କାରଣ ମସ୍କ ଏହାର କ୍ଷମତା ବୃଦ୍ଧି କରିବା ସହ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବଂ ନୂଆ ଫିଚର୍ ଭାବେ…