Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯେଉଁ ବିମାନରେ ଯାତ୍ରା କରିବେ ତାହା କେତେ ପୁରୁଣା? କିପରି କରିବେ ଯାଞ୍ଚ..

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଲୋକେ ଏବେ ବିମାନରେ ଚଢ଼ିବାକୁ ଅନିଚ୍ଛୁକ। ଏହି ଦୁର୍ଘଟଣା ପରେ ଲୋକମାନେ ବହୁତ ଭୟଭୀତ ହୋଇଯାଇଛନ୍ତି। ଦୁର୍ଘଟଣା ପରେ ଲଗାତାର ଜରୁରୀକାଳୀନ ଅବତରଣ ଏବଂ ଅନେକ ଘଟଣା ଲୋକଙ୍କୁ ଭୟଭୀତ କରିଛି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ…

୪ଶହ କିଲୋ ୟୁରାନିୟମ କେଉଁଠି ?

ନୂଆଦିଲ୍ଲୀ: ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ବିରତି ମଧ୍ୟରେ ଉତ୍ତର କୋରିଆକୁ ନେଇ ଡରାଇବା ଭଳି ଖବର ସାମନାକୁ ଆସିଛି । ଇରାନ ଓ ଉତ୍ତର କୋରିଆର ବିପଜ୍ଜନକ ମେଣ୍ଟକୁ ନେଇ ସତର୍କ କରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ । ଇରାନର ସୁପ୍ରିମ ଲିଡର ଯେକୌଣସି…

ଭାଷା ବିବାଦ…ଠାକରେ ଭାଇ ଏକାଠି

ନୂଆଦିଲ୍ଲୀ: ଭାଷାକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି । ନିକଟରେ ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ତୃତୀୟ ଭାଷା ଭାବେ ହିନ୍ଦୀ ପଢାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ତ୍ରିଭାଷୀ…

ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ଟିସୁ ପେପରରେ ବାର୍ତ୍ତା…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୩ରେ ଶୁକ୍ରବାର ସକାଳେ ଉତ୍ତେଜନା ଦେଖାଦେଇଥିଲା। ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମା ଧମକ ମିଳିଥିଲା। ଫ୍ଲାଇଟ୍ ନମ୍ବର AI-2954 ରେ ଥିବା ଜଣେ କ୍ରୁ ସଦସ୍ୟ କ୍ୟାବିନରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲେ। ସୂଚନା…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତରେ ସାମିଲ ହେବ ନାହିଁ ଜାତିସଂଘ, ଅନୁମତି ଦେଲାନି ଭାରତ

ନୂଆଦିଲ୍ଲୀ: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରାଯାଉଛି। ଏହି ଦୁର୍ଘଟଣାର ତଦନ୍ତରେ ଯୋଗଦେବା ପାଇଁ ଜାତିସଂଘ ମଧ୍ୟ ଭାରତଠାରୁ ଅନୁମତି ମାଗିଥିଲା। ଏବେ ସୂତ୍ରରୁ ଜଣାପଡ଼ିଛି ଯେ ଭାରତ ଏହି ବିମାନ ଦୁର୍ଘଟଣାର ତଦନ୍ତରେ ଯୋଗଦେବାକୁ ଜାତିସଂଘର ଜଣେ…

ରଥଯାତ୍ରାରେ ବେକାବୁ ହେଲା ହାତୀ; ଦେଖୁଦେଖୁ ଘଟିଗଲା…

ଅହମ୍ମଦାବାଦ: ଆଜି ହେଉଛି ପବିତ୍ର ରଥଯାତ୍ରା। ଭାରତର ପ୍ରତ୍ୟେକ ରାଜ୍ୟରେ ଭକ୍ତ ମାନେ ଏହି ରଥଯାତ୍ରା ପାଳନ କରିଥାନ୍ତି। କିନ୍ତୁ ଅହମ୍ମଦାବାଦର ଖାରିଆ ଗୋଲାୱାଡ ଲରେ ରଥଯାତ୍ରାରେ ରଥକୁ ଟାଣିବା ପାଇଁ ହାତୀ ବ୍ୟବସ୍ଥା କରାଯାଇଥିଲା। ତେବେ ସେଠାରେ ଲୋକଙ୍କ ଭିଡ଼ ଦେଖି ଗୋଟିଏ ହାତୀଟି…

ସାଇବର ଠକେଇ ସଚେତନା କଲର ଟ୍ୟୁନ: ଆଉ ଶୁଭୁବନି ଅଭିତାଭଙ୍କ ସ୍ବର…..

ନୂଆଦିଲ୍ଲୀ: ଆଉ ନା ଶୁଭିବ ସାଇବର ସଚେତନତା କଲର ଟ୍ୟୁନ ନା ଶୁଭିବ ଅଭିତାଭ ବଚ୍ଚନଙ୍କ ସ୍ବର । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରେ ସାଇବର ଅପରାଧ ସଚେତନତା ପାଇଁ ବଜାଯାଉଥିବା କଲର ଟ୍ୟୁନ୍କୁ ସରକାର ତୁରନ୍ତ ପ୍ରଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ମୋବାଇଲ୍…

ହିନ୍ଦୀକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଠିକ୍ ନୁହେଁ: ମହାରାଷ୍ଟ୍ରର ଭାଷା ବିବାଦ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

ମୁମ୍ବାଇ: ଭାଷା ବିବାଦକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସାମ୍ପ୍ରତିକ ନିର୍ଦ୍ଦେଶ ଯୋଗୁଁ ଏହି ସମସ୍ତ ହଇଚଇ ସୃଷ୍ଟି ହୋଇଛି। ଏହି ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ…

ଆମେରିକା ପୁଣି ଆକ୍ରମଣ କଲେ, ପରିସ୍ଥିତି ଭୟଙ୍କର ହେବ; ଟ୍ରମ୍ପଙ୍କୁ ଇରାନର ଧମକ…

ତେହେରାନ: ଇରାନ ଭବିଷ୍ୟତରେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦୃଢ଼ ଭାବେ ଦେବ। ଆମେରିକା ପୁଣି ଆକ୍ରମଣ କଲେ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି…

ବେଆଇନ ଭାବେ ଭାରତ ଆସୁଥିଲା ପାକିସ୍ତାନ ମାଲ୍; ୩୯ କଣ୍ଟେନର ଜବତ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। "ଅପରେସନ୍ ଡିପ୍ ମାନିଫେଷ୍ଟ" ଅଧୀନରେ ପାକିସ୍ତାନରୁ ଚୋରା ଚାଲାଣ ହେଉଥିବା ସାମଗ୍ରୀର ଏକ କଣ୍ଟେନର ଜବତ କରିଛି। ଏହି ସାମଗ୍ରୀଗୁଡ଼ିକ ତୃତୀୟ ଦେଶ ଅର୍ଥାତ୍ ଦୁବାଇ ଦେଇ…