Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଦାଖରେ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ, ବିଜ୍ଞାନ ସହ ପ୍ରକୃତିର ସୌନ୍ଦର୍ଯ୍ୟର ଭରପୂର ମଜା

ଲଦାଖ:କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପ୍ରଥମ ଆଷ୍ଟ୍ରୋ ଫେଷ୍ଟିଭାଲ (Astro Festival in Leh) ଆୟୋଜନ କରିବାକୁ ଯାଉଛି। ଲଦାଖ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରଥମ ଥର ପାଇଁ ଆଷ୍ଚ୍ରୋ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ଆସନ୍ତା ଜୁନ ୨୭ ଓ ୨୮ ତାରିଖରେ ଏହା ଅନୁଷ୍ଠିତ ହେବ । ଏଥିରେ…

ଆକ୍ସିଅମ୍-୪ ମିଶନ: ମହାକାଶରେ ପହଞ୍ଚିବା ପରେ ଶୁଭାଂଶୁଙ୍କ ପ୍ରଥମ ଭିଡିଓ କଲ୍‌, ରହିବେ ୧୪ ଦିନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚି ସାରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ନେବେ କି ସରକାର; ଜାଣନ୍ତୁ କଣ କହିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ଜାତୀୟ ରାଜପଥରେ ଦୁଇ ଚକିଆ ଯାନକୁ ଟୋଲ୍ ଟିକସ ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ…

ଏନକାଉଣ୍ଟରରେ ୨ମହିଳା ନକ୍ସଲ ନିହତ

ମାଲକାନଗିରି:ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ । ଡିଆର୍‌ଜି, ଏଟିଏଫ୍‌ ଯବାନଙ୍କ ଅପରେସନର ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ନକ୍ସଲବାଦୀଙ୍କ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ନାରାୟଣପୁର ଜିଲ୍ଲା…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତରେ ଏତେ ବିଳମ୍ବ କାହିଁକି? ମିଳିଲା ବ୍ଲାକ ବକ୍ସ ସମ୍ପର୍କରେ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା, କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ। ଦୁର୍ଘଟଣାକୁ ୨ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ଏହି ଘଟଣାର ତଦନ୍ତରେ…

ଇସ୍ରାଏଲ୍ ସହ ଲଢେଇରେ ଇରାନର ବାଜିମାତ୍ !

ନୂଆଦିଲ୍ଲୀ: ଇତିହାସର ସବୁଠୁ ବଡ଼ ସେନା ସଂକଟର ସାମନା କରୁଛି ଇରାନ । ହେଲେ ଗତ ସପ୍ତାହେ ହେଲା ଦେଶର ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମେନେଇଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନଥିଲା। ୮୬ବର୍ଷୀୟ ଖୋମେନେଇଙ୍କ ନିରବତା ସାରା ଦେଶରେ ଚିନ୍ତା, ଆକଳନ ଓ ଅନିଶ୍ଚିତତା ବଢାଇଥିଲା । ଇରାନର ତିନି…

ପିଲାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ମନ୍ଦିରକୁ ଦାନ କରିଦେଲେ ୪ କୋଟିର ସମ୍ପତ୍ତି….

ଚେନ୍ନାଇ: ଆଜିକାଲି ବୃଦ୍ଧ ବାପାମାଙ୍କୁ ହଇରାଣ କରିବା, ସେମାନଙ୍କୁ ନପଚାରିବା ବୋଧେ ଟ୍ରେଣ୍ଡ ଚାଲିଛି । ପ୍ରତିଦିନ ଏହାର ଝଲକ ଦେଶର କୋଣଅନୁକୋଣରୁ ସାମ୍ନାକୁ ଆସିଥାଏ । ଯାହା ମର୍ମାହତ କରିଥାଏ । ଏଥିରେ ଅତିଷ୍ଠ ହୋଇ ପିତାମାତା ଘର ଛାଡି ଚାଲିଯାଆନ୍ତି, ନହେଲେ ସେମାନଙ୍କୁ…

ଭାରତର ନୌସେନାରେ ଚାକିରୀ…ପାକିସ୍ତାନୀ ସ୍ପାଏ: ଦିଲ୍ଲୀରେ ବସି ପାକକୁ ଦେଉଥିଲା ଅପରେସନ ସିନ୍ଦୂରର ଡିଟେଲ୍…..

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅଭିଯାନ ଅନ୍ତର୍ଗତ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଗୋଟିଏ ପଟେ ଭାରତୀୟ ସୈନିକମାନେ…

ଧରାପଡ଼ିଲା ଗୁଗୁଲର ଚାଲାକି, ୟୁଜର୍ସଙ୍କ YouTube ଭିଡିଓ ଦେଖାଇ AIକୁ ଦେଉଛି ଟ୍ରେନିଂ

ନୂଆଦିଲ୍ଲୀ: ଗୁଗୁଲ ପୁଣି ଥରେ ଖବରର ଚର୍ଚ୍ଚାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ ତା’ର ନୂଆ ଜେମିନି ଏଆଇ ଏବଂ ଭିଓ ୩ (Veo 3) ଭିଡିଓ ଜେନେରେସନ ମଡେଲକୁ ଟ୍ରେନିଂ ଦେବା ପାଇଁ ୟୁଟ୍ୟୁବ କ୍ରିଏଟରଙ୍କ ଅନୁମତି ବିନା ସେମାନଙ୍କ ଚ୍ୟାନେଲରେ ଅପଲୋଡ ହୋଇଥିବା ଭିଡିଓଗୁଡ଼ିକୁ ବ୍ୟବହାର…

ଭାଙ୍ଗିଗଲା କି ଇରାନର ପରମାଣୁ ସ୍ବପ୍ନ?

ନୂଆଦିଲ୍ଲୀ: ଇରାନ ଇସ୍ରାଏଲ ଯୁଦ୍ଧରେ ବିରାମ ପଡିଛି । ୧୨ ଦିନର ସଂଘର୍ଷ ପରେ ମଧ୍ୟପ୍ରାଚ୍ୟ ଏବେ ଶାନ୍ତ ପଡିଛି । ତେବେ ଏହି ପୂରା ସଂଘର୍ଷର ମୂଳ କାରଣ ଥିଲା ପରମାଣୁ ଅସ୍ତ୍ର । ଇରାନକୁ ପରମାଣୁ ଅସ୍ତ୍ର ଦେଶ ଭାବରେ ପରିଗଣିତ ହେବାକୁ ରୋକିବାକୁ ଯାଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସୃଷ୍ଟି…