Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁନା ଦରରେ ବଡ଼ ପରିବର୍ତ୍ତନ, ଆଜି ହଠାତ୍ ଏତେ କମିଗଲା

ଭୁବନେଶ୍ୱର : ସୁନା ବଜାରରେ ଗତ ଦୁଇ ଦିନ ମଧ୍ୟରେ ଅଭୂତପୂର୍ବ ଉତ୍ଥାନ-ପତନ ଦେଖିବାକୁ ମିଳିଛି, ଯାହା ନିବେଶକ ଏବଂ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି। ମଙ୍ଗଳବାର ଦିନ ସୁନା ମୂଲ୍ୟ ରେକର୍ଡ ସୃଷ୍ଟି କରି ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା, କିନ୍ତୁ ଆଜି, ୨୩ ଏପ୍ରିଲ,…

ସରକାରଙ୍କ କ୍ଷତିପୂରଣ ଘୋଷଣା: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଶ୍ରୀନଗର: ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା। କ୍ଷତିପୂରଣ ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର। ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କଲେ ସରକାର। ସେହିପରି ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର…

ଆତଙ୍କବାଦୀ ଆକ୍ରମଣ ପରେ ୫ ମାସର ବୁକିଂ ବାତିଲ କରୁଛନ୍ତି ପର୍ଯ୍ୟଟକ, କେତେ କ୍ଷତି ସହିବେ କାଶ୍ମୀର ଲୋକ ?

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନକେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଜାମହେଲେ ଏବେ ବେଶି ଚିନ୍ତାରେ ଅଛନ୍ତି ଜମ୍ମୁ ଓ କାଶ୍ମୀର ଲୋକ। ସେମାନଙ୍କୁ ଏବେ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ିବ। ଏହି ଆତଙ୍କବାଦୀ ଆକ୍ରମଣ ଯୋଗୁ…

ସେନା-ଆତଙ୍କୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଛି। ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍…

ସାମ୍ନାକୁ ଆସିଲା ଜମ୍ମୁ-କଶ୍ମୀର ଆତଙ୍କୀର ପ୍ରଥମ ଫଟୋ; ସେପଟେ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋଟି ଘଟଣାସ୍ଥଳର । ଯେଉଁଥିରେ ଆକ୍ରମଣକାରୀ ହାତରେ ଏକ ବନ୍ଧୁକ ଧରିଛନ୍ତି । ଯଦିଓ ଏହି ଫଟୋଟି ପଛରୁ ଉଠାଯାଇଛି । ଏପରି ପରିସ୍ଥିତିରେ ଆତଙ୍କବାଦୀର ମୁହଁ…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି କଶ୍ମୀର ବନ୍ଦ ଡାକରା

ଶ୍ରୀନଗର; ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କଲେ । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶର ଲୋକଙ୍କ…

ଜମ୍ମୁ-କାଶ୍ମୀର ଆତଙ୍କୀ ହମ୍‌ଲା ପରେ ହାଇଆଲର୍ଟରେ ଦିଲ୍ଲୀ ଓ ମୁମ୍ବାଇ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରିଛନ୍ତି । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଓ ତିନି ଜଣ ସ୍ଥାନୀୟବାସିନ୍ଦା ରହିଛନ୍ତି । ଏହି…

ପହଲଗାମ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ଏହି ଦୁଇ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, କଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି । ଯୁକ୍ତରାଷ୍ଟ୍ର…

ପହଲଗାମ୍‌ ଆତଙ୍କୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଦିଲ୍ଲୀରେ ପହଞ୍ଚିବା ପରେ ଆଜି ସକାଳୁ ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି । ବୈଠକରେ…

ମଧ୍ୟରାତ୍ରିରେ ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ପହଞ୍ଚିବା ମାତ୍ରେ ସିସିଏସ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ଅଛନ୍ତି । ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଭାରତ…