Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାପାନରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ଟୋକିଓ:ଆଜି ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଜାପାନ। ଜାପାନର ହୋକାଇଡୋ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଜାପାନ ପାଣିପାଗ ସଂସ୍ଥା (JMA) ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ, ଗୁରୁବାର (ଜୁନ୍ ୧୯) ଜାପାନର…

ଅପରେସନ ସିନ୍ଧୁ: ଇରାନରୁ ଫେରିବେ ୧୧୦ ଭାରତୀୟ ଛାତ୍ରଛାତ୍ରୀ 

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଇରାନରୁ ଉଦ୍ଧାର କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ବାହାର କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୯୦ ଜଣ କାଶ୍ମୀରର ଛାତ୍ର ଥିବା ଜଣାପଡ଼ିଛି। ଛାତ୍ର…

ଇସ୍ରାଏଲ ବହୁତ ବଡ଼ ଭୁଲ କରିଦେଇଛି; ଇରାନ କେବେ ଆତ୍ମସମର୍ପଣ କରିବନି: ଖାମେନି

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ଇରାନକୁ ଆତ୍ମ ସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲେ। ଯାହାପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ବୁଧବାର ଦେଶକୁ…

ଏୟାର ଇଣ୍ଡିଆର ୩ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରେ ଏୟାର ଇଣ୍ଡିଆ ଏହାର ତିନୋଟି ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରିଛି। ଏହି ଉଡ଼ାଣ ବାତିଲ ହେବାର କାରଣ ହେଉଛି ଯାନ୍ତ୍ରିକ ତ୍ରୁଟି, ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା। ସୂଚନା ଅନୁଯାୟୀ, ଏହି ଦୁଇଟି ଉଡ଼ାଣରେ ଯାତ୍ରୀମାନେ ପୂର୍ବରୁ ବିମାନରେ ଉଡାଣ ଭରିଥିଲେ…

ତୁମେ ବେଷ୍ଟ; ମୋଦି ଓ ମେଲୋନୀଙ୍କୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: କାନାଡାର କାନାନାସ୍କିସରେ ମଙ୍ଗଳବାର ଦିନ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେମାନଙ୍କ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ପୁଣି ଆଉ ଏକ ଏୟାର ଇଣ୍ଡିଆକୁ ଫେରିବାକୁ ପଡିଲା ଦିଲ୍ଲୀ: ଇଣ୍ଡୋନେସିଆକୁ ଉଡାଣ ଭରିଥିଲା…..

ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ଗ୍ରସ୍ତ ହେବା ପରେ, ଏବେ ବିମାନ ସେବା ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବାତିଲ୍ ହେଲାଣି ତ, ଆଉ କେଉଁଠି ଉଡାଣ ଭରିବା ପରେ ଗନ୍ତବ୍ୟସ୍ଥଳକୁ ନଯାଇ ପୁଣି, ପୂର୍ବ…

ବିଶ୍ୱର ୯ଟି ଦେଶ ପାଖରେ ଅଛି ୧୨ ହଜାର ପରମାଣୁ ଅସ୍ତ୍ର, ଗୋଟିଏ ବର୍ଷ ଭିତରେ କେତେ ବୃଦ୍ଧି କଲା ଭାରତ ?

ନୂଆଦିଲ୍ଲୀ: ଯେଉଁ ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି, ସେହି ଦେଶ ଅଧିକ ଶକ୍ତିଶାଳୀ। ନିକଟରେ ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ…

ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ, ନିଜ ନାଗରିକମାନଙ୍କୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଲେ ଇରାନ ସରକାର

ତେହେରାନ: ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଏବେ ଏହାର ନାଗରିକମାନଙ୍କୁ ସେମାନଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ଡିଭାଇସରୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଛି । ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ, ଆପ୍ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ…

ପାକିସ୍ତାନରେ ସେନା ବେସ୍ କରିବ ଆମେରିକା !

ନୂଆଦିଲ୍ଲୀ: ବଦଳୁଛି ଆମେରିକାର ନୀତି ! ପାକିସ୍ତାନ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ମିଟିଂ । ବନ୍ଦ ଘରେ ଭୋଜନ, ସିକ୍ରେଟ୍ ମିଟିଂ ! ପାକିସ୍ତାନକୁ ନେଇ କାହିଁକି ବଦଳୁଛି ଆମେରିକାର ସ୍ବର? ୨୦୧୮ରେ ନିଜ ପ୍ରଥମ କାର୍ଯ୍ୟକାଳ ବେଳେ ପାକିସ୍ତାନକୁ ଟାର୍ଗେଟ କରୁଥିଲେ ଆମେରିକା ରାଷ୍ଟ୍ରପତି…

ଇରାନ ‘ଫତହ’ ସାମ୍ନାରେ ଫେଲ୍, ଇସ୍ରାଏଲର ‘ଆଇରନ୍ ଡୋମ୍’

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଇରାନ ଏବଂ ଇସ୍ରାଏଲ ସଂଘର୍ଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ବର୍ଷା କରୁଛନ୍ତି। ଇରାନ ଏହାର ହାଇପରସୋନିକ୍ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଯାହା ଦ୍ବାରା ବହୁତ କ୍ଷତି ସହିଛି ଇସ୍ରାଏଲ । ଇସ୍ରାଏଲର ସୁରକ୍ଷା କବଚ ଭାବେ…