Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାତିଲ ହେଲା ଲଣ୍ଡନ ଯାଉଥିବା ଏଆଇର ଆଉ ଏକ ବିମାନ, AI-171 ରୁଟରେ ଉଡାଣ…..

ନୂଆଦିଲ୍ଲୀ: ବାତିଲ ହେଲା AI-171 ବଦଳରେ ଯିବାକୁ ଥିବା ଏୟାର ଇଣ୍ଡିଆର ଆଉ ଏକ ବିମାନ। ମଙ୍ଗଳବାର ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବାତିଲ କରାଯାଇଛି। AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ…

ଭୂକମ୍ପ ପୂର୍ବରୁ ସୂଚନା ଦେବ ଗୁଗୁଲର ଏହି ଘଣ୍ଟା, ଜାଣନ୍ତୁ ଭାରତରେ କେବେ ହେବ ଲଞ୍ଚ

ନୂଆଦିଲ୍ଲୀ: ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଆଧୁନିକ ଟେକନୋଲୋଜି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ଏହି ଦିଗରେ Google ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କମ୍ପାନୀ ଏବେ Wear OS ଆଧାରିତ ସ୍ମାର୍ଟୱାଚ ମାଧ୍ୟମରେ ଭୂକମ୍ପ ଚେତାବନୀ ପ୍ରଦାନ କରିବାର ଯୋଜନା କରୁଛି।…

WhatsAppରେ ବଡ଼ ପରିବର୍ତ୍ତନ ! ଏବେ ଷ୍ଟାଟସରେ ଆସିବ ବିଜ୍ଞାପନ, ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ WhatsAppକୁ କେବଳ ଚାଟିଂ ପାଇଁ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ କିଛିଟା ଆଶ୍ୱସ୍ତିକର ହୋଇପାରେ। କିନ୍ତୁ ଯେଉଁମାନେ ଚ୍ୟାନେଲ ଓ ଷ୍ଟାଟସରେ ଅଧିକ ସକ୍ରିୟ ରହୁଛନ୍ତି, ସେମାନଙ୍କ ପାଇଁ WhatsAppର ମଜା କିଛିଟା କମିପାରେ। WhatsApp ନିଜ…

ଖାଦ୍ୟ ବିତରଣ କେନ୍ଦ୍ରରେ ଗୁଳିମାଡ଼, ୩୪ ମୃତ

ଗାଜା: ଗାଜାରେ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଗାଜା ଷ୍ଟ୍ରିପର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଗୁଳିମାଡ଼ରେ ଅତି କମରେ ୩୪ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି…

ଜି-୭ ରୁ ଇରାନକୁ ଚେତାବନୀ: ଇସ୍ରାଏଲ ସପକ୍ଷରେ ବାହାରିଲେ ଏହି ଦେଶ….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ଏହି ସମୟରେ, ଜି-୭ ଶିଖର ସମ୍ମିଳନୀ ଦ୍ୱାରା ଇରାନକୁ ଚେତାବନୀ ଦିଆଯାଇଛି। ଏହି ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। ଶିଖର ସମ୍ମିଳନୀରେ ସାମିଲ ନେତାମାନେ ଏକ ମିଳିତ ବିବୃତ୍ତି ଜାରି କରି…

YouTubeରେ ଭାଇରାଲ କରିବାକୁ ଚାହୁଁଛନ୍ତି ଭିଡିଓ, ଜାଣନ୍ତୁ ପୋଷ୍ଚ କରିବା ସଠିକ୍ ସମୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଦୁନିଆରେ ୟୁଟ୍ୟୁବ କେବଳ ଏକ ଭିଡିଓ ପ୍ଲାଟଫର୍ମ ନୁହେଁ, ବରଂ କ୍ୟାରିୟର ଗଢ଼ିବା ଓ ବ୍ରାଣ୍ଡ ତିଆରି କରିବାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ ହେଉଛି, କିନ୍ତୁ ସେଥିରୁ କେବଳ କିଛି ଭିଡିଓ ହିଁ ଭାଇରାଲ ହେଉଛି। କେବେ ଭାବିଛନ୍ତି…

ପାକିସ୍ତାନ ଉପରେ ଦାଉ ସାଧୁଛି ମହଙ୍ଗା ମାଡ଼: ଏବେ ପେଟ୍ରୋଲ ଡିଜେଲ୍ ଦର ଆକାଶଛୁଆଁ…..

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ, ଆଇଏମଏଫ ଠାରୁ ଋଣ ତା ଉପରେ ପୁଣି ମହଙ୍ଗା ମାଡ଼, ଏବେ ନାକରେ କାନ୍ଦୁଛି ପାକିସ୍ତାନ। ଭାରତକୁ ଶତ୍ରୁ ମନେ କରୁଥିବା ଏବଂ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ସାମରିକ ଶକ୍ତି ବୃଦ୍ଧି କରିବାରେ ସମସ୍ତ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ…

T1 ସ୍ମାର୍ଟଫୋନ୍ ଲଞ୍ଚ କଲେ ଡୋନାଲ୍ଡ ଟ୍ରମ୍ପ୍ , ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ନିଜସ୍ଵ ସାମଗ୍ରୀ ନିର୍ମାଣ କରିବା ପାଇଁ ନିରନ୍ତର ଚେଷ୍ଟା କରି ଆସୁଛନ୍ତି। ଯେଉଁଥିପାଇଁ ଟ୍ରମ୍ପ ସଂଗଠନ ସୋମବାର ଦିନ ମୋବାଇଲ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ତେବେ ଏହି ମୋବାଇଲ ର ବ୍ରାଣ୍ଡ ନେମ ଟ୍ରମ୍ପ ଙ୍କୁ ନେଇ ରଖା…

ଇରାନ-ଇସ୍ରାଏଲ ଉତ୍ତେଜନା ଭିତରେ ଜି-୭ ବୈଠକ ଛାଡ଼ିଲେ ଟ୍ରମ୍ପ୍ 

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍ ଜି-୭ ସମ୍ମିଳନୀକୁ ଅଧା ବାଟରେ ଛାଡିବାକୁ ଘୋଷଣା କରିଛନ୍ତି। ସେ ଏହି ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ କାନାଡା ଛାଡି ୱାଶିଂଟନ୍ ଫେରିଆସିଛନ୍ତି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ତୀବ୍ର ହେବା ପରେ କିଛି ଏପରି…