Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପରମାଣୁ ଅଧିକାରରୁ ପଛକୁ ହଟିବି ନାହିଁ’

ନୂଆଦିଲ୍ଲୀ: ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟ ମତ ରଖିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ, ଯଦି ଆମେରିକାର ଲକ୍ଷ୍ୟ ଇରାନକୁ ତା’ର ପରମାଣୁ ଅଧିକାରରୁ ବଞ୍ଚିତ କରିବା, ତେବେ ଇରାନ କେବେବି ଏଥିରୁ ପଛକୁ ହଟିବ…

ଅସ୍ତ୍ରବିରତି ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଶନିବାର ଅସ୍ତ୍ରବିରତି ନେଇ ଟ୍ରମ୍ପଙ୍କ ଟ୍ବିଟ୍ ପରେ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । କେଉଁ ପରିସ୍ଥିତିରେ ଅସ୍ତ୍ରବିରତି ନେଇ ସହମତି ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ଏବେ ମୋର୍ଚ୍ଚା ଖୋଲିଛି କଂଗ୍ରେସ । ପ୍ରଥମେ କଂଗ୍ରେସ ନେତା ଜୟରାମ…

ଆତଙ୍କବାଦ ବିରୋଧରେ ‘ଅପରେସନ ସିନ୍ଦୂର’: ରାଓ୍ବଲପିଣ୍ଡି ଯାଏଁ ଶୁଭିଛି ଗର୍ଜନ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଆତଙ୍କବାଦ ବିରୋଧରେ ଭାରତର ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆଜି ଭର୍ଚୁଆଲ୍ ଭାବରେ ଲକ୍ଷ୍ନୌରେ 'ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଆଣ୍ଡ୍ ପରୀକ୍ଷଣ ସୁବିଧା'ର ଉଦଘାଟନ…

ପହଲଗାମ ଉତ୍ତେଜନା ମଧ୍ୟରେ ପୁଲଓ୍ବାମା ସତ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସାମରିକ ବାହିନୀ ଏବେ ଉଗାରିଛି ପୁଲଓ୍ବାମା ସତ । ୨୦୧୯ ମସିହାରେ ପୁଲୱାମା ଆଟାକରେ ୪୦ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ହତ୍ୟାରେ ପାକିସ୍ତାନ ଭୂମିକା ନେଇ ମୁଖା ଖୋଲିଛି ନିଜେ ପାକିସ୍ତାନୀ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣ…

ନୂର ଖାଁ ଏୟାରବେସ ଆକ୍ରମଣ ପରେ ପାକିସ୍ତାନ ହୋଇ ପଡିଥିଲା ଭୟଭୀତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଏବେ ଥଣ୍ଡା ପଡିଛି । ଭାରତର ଘନ ଘନ ଆକ୍ରମଣ ଏବଂ ରୌଦ୍ର ରୂପ ପାକିସ୍ତାନ, ଚୀନ ଓ ବାଂଲାଦେଶକୁ ଭୟଭୀତ କରାଇ ଦେଇଛି । ଅପରେଶନର ସିନ୍ଦୂରରେ ଭାରତ ଯେତେବେଳେ ରାୱଲପିଣ୍ଡି ଉପରେ ଆକ୍ରମଣ କଲା ତାହା ସମସ୍ତଙ୍କୁ…

ସେନା ଦେଲା ବଡ ସୂଚନା: ଏବେବି ସରିନି ‘ଅପରେସନ ସିନ୍ଦୂର’

ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୂର । ଏବେବି ଜାରି ରହିଛି । ଶନିବାର ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ଦେବା ପରେ, ଆଜି ବାୟୁ ସେନା ପକ୍ଷରୁ ବଡ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା (IAF) ରବିବାର ସ୍ପଷ୍ଟ କରିଛି ଯେ,  ପହଲଗାମରେ ପାକିସ୍ତାନ ସମର୍ଥିତ…

ଏଠାରେ ହେବ ଅଲ୍ଟ୍ରା ସୁପରକ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ ; ୯,୦୦୦ ଉର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି କରିବ

ଉତ୍ତରପ୍ରଦେଶ: ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ଥର୍ମାଲ ପାଓ୍ବର କମ୍ପାନୀ ଆଦାନୀ ପାୱାରକୁ ଉତ୍ତର ପ୍ରଦେଶକୁ ବିଦ୍ୟୁତ୍ ଯୋଗାଣ ପାଇଁ ଏକ ବଡ଼ ଚୁକ୍ତି ମିଳିଛି। ଆଦାନୀ ପାୱାର ୟୁପିରେ ୧୫୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ। କମ୍ପାନୀ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆଦାନୀ ପାୱାର…

ମଧ୍ୟସ୍ଥତା କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ: ଏବେ କହିଲେଣି, ସମାଧାନ ହେବ କାଶ୍ମୀର ସମସ୍ୟା

ନୂଆଦିଲ୍ଲୀ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଭାରତ ପାକିସ୍ତାନ ଉତ୍ତେଜନାରେ ଶନିବାର ଏପ୍ରକାର ଯବନିକା ପଡିଛି । ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ତଥାପି, ପାକିସ୍ତାନ ଏହାର କିଛି ଘଣ୍ଟା ପରେ ଅସ୍ତ୍ରବିରତି ଉଲଘଂନ କରି ପୁଣି ଭାରତ ଉପରେ ଗୁଳି ବର୍ଷା କରିଥିଲା । ହେଲେ…

ଡ୍ରୋନରେ କେତେ ମେଗାପିକ୍ସେଲ କ୍ୟାମେରା ଥାଏ? ଆକାଶରୁ କିପରି ସଠିକ୍ ଭାବରେ କରେ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ଯୁଦ୍ଧଗୁଡ଼ିକ ପୂର୍ବ ପରି ନୁହେଁ। ଏବେ କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଅପେକ୍ଷା ପ୍ରଯୁକ୍ତିବିଦ୍ୟା ଅଧିକ ଉପଯୋଗୀ। ସେମାନେ ଶତ୍ରୁର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖନ୍ତି ଏବଂ ଆବଶ୍ୟକ ହେଲେ ଉପରୁ ମଧ୍ୟ ଆକ୍ରମଣ କରିପାରିବେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି…

‘ଧୋକା ଦେବା ପାକର ସ୍ଵଭାବ’: ଅସ୍ତ୍ରବିରତି ଉଲ୍ଲଂଘନ ନେଇ ନିନ୍ଦା କଲେ ଥରୁର 

ନୂଆଦିଲ୍ଲୀ: ଉସକି ଫିତରତ ହେ ମୁକର ଜାନେ କି, ୟୁସକେ ୱାଦେ ପେ ୟକିନ୍ କୈସେ କରୁଁ?, ଭାରତ ସହିତ ଶାନ୍ତି ଆଲୋଚନା ସତ୍ତ୍ୱେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ, କିଛି ଏପରି କହି ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏନେଇ ନିଜ ଏକ୍ସରେ…