Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଟଳିଲା ଆକ୍ସିଓମ୍-୪ ମିଶନ୍, ଆଜି ମହାକାଶ ଯାତ୍ରା କରିଥାନ୍ତେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ପୁଣି ସ୍ଥଗିତ ହେଲା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା। କିଛି ଘଣ୍ଟାର ଅପେକ୍ଷା ଥିଲା। କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା। ହେଲେ ପୁଣି ଅଟକିଲା ଆକ୍ସିଓମ୍ ମିଶନ୍-୪ । 'ଷ୍ଟେଟିକ୍‌ ଫାୟର' ପରୀକ୍ଷଣ ପରେ ବୁଷ୍ଟର ଯାଞ୍ଚ ବେଳେ ଲିକ୍ୟୁଇଡ୍‌ ଅକ୍ସିଜେନ୍‌…

ରାଜା ରଘୁବଂଶୀ ହତ୍ୟା ମାମଲାରେ ରାଗିଗଲେ କଙ୍ଗନା, କହିଲେ ‘ମୂର୍ଖତା ପ୍ରତି ସାବଧାନ ରୁହନ୍ତୁ’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ତାଙ୍କର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଘଟଣାକୁ "କ୍ରୁର, ଭୟଙ୍କର ଏବଂ ସବୁଠୁ ଘୃଣ୍ୟ" ବୋଲି…

ପ୍ରଥମ ଥର ମନରେଗାରେ ଖର୍ଚ୍ଚ ସୀମା ସ୍ଥିର କଲେ କେନ୍ଦ୍ର ସରକାର, ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ..

ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ଗ୍ରାମୀଣ ଅଞ୍ଚଳରେ ରୋଜଗାର…

ଅଷ୍ଟ୍ରିଆ ସ୍କୁଲରେ ଗୁଳିକାଣ୍ଡ, ୧୧ ମୃତ

ଗ୍ରାଜ୍: ୟୁରୋପୀୟ ଦେଶ ଅଷ୍ଟ୍ରିଆର ଗ୍ରାଜରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଲରେ ଜଣେ ଛାତ୍ର ଆଖିବୁଜା ଗୁଳି କରିବାରୁ ୧୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବା ପରେ ବନ୍ଧୁକଧାରୀ ଜଣକ ନିଜକୁ ଗୁଳି କରିଥିଲା । ଯାହାକୁ ମିଶାଇ ଏହି…

ଜୈବିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ୍ !

ନୂଆଦିଲ୍ଲୀ: ଚୀନର ଜୈବିକ ସାମଗ୍ରୀ ତସ୍କରୀ ମାମଲାକୁ ନେଇ ଆମେରିକାରେ ହଲଚଲ୍ । କିଛି ଦିନ ତଳେ ଦୁଇ ଜଣ ଚୀନ୍ ନାଗରିକଙ୍କୁ  ଜୈବିକ ସାମଗ୍ରୀ ତସ୍କରୀ ଅଭିଯୋଗରେ ଗିରଫ କରାଯାଇଥିଲା । ଏବେ ପୁଣି ଜଣେ ଚୀନ୍ ମହିଳା ଗବେଷକଙ୍କୁ ରାଉଣ୍ଡ ଓ୍ବର୍ମ ବା ଗୋଲାକାର କୃମିର ତସ୍କରୀ ନେଇ ଗିରଫ…

‘ଏହା ବହୁତ ବଡ ଆଶୀର୍ବାଦ’, ବନ୍ଦେ ଭାରତ ଟ୍ରେନରେ ଯାତ୍ରା ସମୟରେ ଏପରି କହିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ବନ୍ଦେ ଭାରତ ଟ୍ରେନ୍ ଶ୍ରୀନଗରରୁ ଜମ୍ମୁ କଶ୍ମୀରର କାଟ୍ରା ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ଏହି ବନ୍ଦେ ଭାରତ ଟ୍ରେନ ସେବାର ବହୁ ସଂଖ୍ୟକ ଲୋକ ଲାଭ ଉଠାଉଛନ୍ତି । ମଙ୍ଗଳବାର ଜମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ମଧ୍ୟ ବନ୍ଦେ ଭାରତ ଟ୍ରେନରେ ଯାତ୍ରା…

ହରିୟାଣା ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେନି ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଇଡି କଥିତ ହରିୟାଣା ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ସମନ କରିଥିଲା, କିନ୍ତୁ ରବର୍ଟ ଭଦ୍ରା କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ଏହା ପରେ, ଏବେ ଏହା ସାମ୍ନାକୁ ଆସିଛି ଯେ ଭଦ୍ରା ଆଜି ଇଡି କାର୍ଯ୍ୟାଳୟ ଯିବେ ନାହିଁ । ସେ ଇଡିକୁ ଏକ ଇମେଲ୍…

ଆଇପିଏଲ୍ ଦଳଚକଟା: ‘ମୁଖ୍ୟମନ୍ତ୍ରୀ ଆୟୋଜନ କରିଥିଲେ ଆରସିବି ସେଲିବ୍ରେସନ, ରାଜ୍ୟପାଳଙ୍କୁ ଦେଇଥିଲେ ନିମନ୍ତ୍ରଣ’….

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଆରସିବି ଆଇପିଏଲ ଟାଇଟେଲ୍ ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘଟିଥିବା ଅଭାବନୀୟ ଘଟଣାରେ ଏବେ ବଡ ଖୁଲାସା ହୋଇଛି । ରାଜଭବନରୁ ସିଧା ଖବର ସାମ୍ନାକୁ ଆସିଛି । ଯେଉଁଥିରେ ସେଲିବ୍ରେସନ କରିବାର ଯୋଜନାର କର୍ଣ୍ଣାଟକ ସରକାର କରିଥିବା…

ଆଇସିସିଠୁ ବଡ ସମ୍ମାନ ପାଇଲେ ଧୋନି, ରଖିଲେ ଏମିତି ପ୍ରତିକ୍ରିୟା….

ନୂଆଦିଲ୍ଲୀ: ଧୋନିଙ୍କୁ ଆଇସିସି ଦେଲା ବଡ ସମ୍ମାନ । କିମ୍ବଦନ୍ତୀ ଭାରତୀୟ ଅଧିନାୟକ ଏବଂ ୱିକେଟକିପର-ବ୍ୟାଟସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସୋମବାର, ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ କରାଯାଇଛି । ସୋମବାର, ଜୁନ୍ ୯ ତାରିଖରେ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ତାଲିକା…

କ’ଣ କହିଲେ ସବୁ ଦେଶ……ସର୍ବଦଳୀୟ ପ୍ରତିନିଧିମଣ୍ଡଳଙ୍କୁ ଭେଟି ଫିଡବ୍ୟାକ୍ ନେବେ ମୋଦି

ନୂଆଦିଲ୍ଲୀ: ଭାରତର ବୀରତ୍ବ ବଖାଣି ସ୍ବଦେଶ ଫେରିଛନ୍ତି ଅପରେସନ ସିନ୍ଦୂରର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ । ବିଦେଶରେ ଆତଙ୍କ ବିରୋଧରେ ରଣହୁଙ୍କାର ଭରିବା ସହ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟା ୭ଟାରେ ତାଙ୍କ ବାସଭବନ, ୭ ଲୋକ…