Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଟକୁ ଆସୁଛନ୍ତି ୟୁନୁସ: ଭାରତ ସହିତ ସହଯୋଗ ନେଇ ମୋଦିଙ୍କୁ ଲେଖିଲେ ଚିଠି….

ନୂଆଦିଲ୍ଲୀ: ବୁଝୁସାରିଲେଣି ୟନୁସ, ଭାରତ ସହ ଲାଗିବା ବାଂଲାଦେଶ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଏବେ ବାଟକୁ ଆସିଲେଣି । ଭାରତ ସହ ସଂପର୍କକୁ ମଜବୁତ କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ୟୁନୁସ । ଭାରତ ଏବଂ ବାଂଲାଦେଶ ପାରସ୍ପରିକ…

ଭିଜିଞ୍ଜମ ବନ୍ଦରରେ ପହଞ୍ଚିଲା ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ MSC IRINA, ଜାଣନ୍ତୁ ଏହାର ବିଶେଷତ୍ବ

ଥିରୁଅନନ୍ତପୁରମ୍: ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ MSC IRINA କେରଳର ଥିରୁଅନନ୍ତପୁରମ ଜିଲ୍ଲାର ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରରେ ପହଞ୍ଚିବା ମାତ୍ରେ ବର୍ଥିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଦାନୀ ଗ୍ରୁପ୍ ଏହି ବନ୍ଦର ପରିଚାଳନା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ମାସ ୨…

କେବଳ ବଲୁଚିସ୍ତାନ ନୁହେଁ, ଏହି ସଂଗଠନ ଚାହୁଁଛନ୍ତି ନିଜର ଅଲଗା ଦେଶ…

ନୂଆଦିଲ୍ଲୀ: ବିଶ୍ବରେ ଥିବା ସମସ୍ତ ଦେଶ ମଧ୍ୟରେ କିଛି ଏମିତି ଗୋଷ୍ଠୀ ବା ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ନିଜର ଦେଶ କିମ୍ବା ଅଲଗା ସାମ୍ରାଜ୍ୟ ଗଠନ କରିବାକୁ ଚାହାନ୍ତି । ଯାହା ଦ୍ବାରା ଦେଶ ମଧ୍ୟରେ ହିଁ ଆଭ୍ୟନ୍ତରୀଣ କଳହ ଲାଗିରହିଥାଏ । ଦେଶରେ ଥିବା ସରକାରଙ୍କୁ ବିରୋଧ କରି ସେମାନେ…

ଇନ୍ଦୋର ମର୍ଡର ମିଷ୍ଟ୍ରିରୁ ପରଦା ହଟିଲା, ନିଜେ ପତ୍ନୀ ଭିଆଇଥିଲେ ବର୍ବର କାଣ୍ଡ….

ଇନ୍ଦୋର: ଇନ୍ଦୋରରେ ବାହାଘର, ମେଘାଳୟରେ ହନିମୁନ୍, ଆଉ ସିଲଙ୍ଗରେ ମର୍ଡର । ହନିମୁନ ରାତିରେ ହିଁ ସ୍ବାମୀଙ୍କୁ ମାରି ଫୋପାଡି ଦେଇଥିଲେ ପତ୍ନୀ । ମର୍ଡର ପାଇଁ ୩ ଜଣଙ୍କୁ ଦେଇଥିଲେ ସୁପାରୀ । ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ରାଜା-ସୋନମ ମାମଲାରେ କିଛି ଏପରି ବଡ ଖୁଲାସା ହୋଇଛି । ଯାହା…

ଆମେରିକା ଗସ୍ତ ଶେଷ କରି ଭାବପ୍ରବଣ ପୋଷ୍ଟ ଲେଖିଲେ ଶଶି ଥରୁର, ଯାହା ଆମେ ପାରିଲୁ, ତାହା….

ନୂଆଦିଲ୍ଲୀ: ଶଶି ଥରୁରଙ୍କ ନେତୃତ୍ୱରେ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ ଶନିବାର ତାଙ୍କର ଆମେରିକା ଗସ୍ତ ଶେଷ କରିଛି । ଏହି ସମୟ ମଧ୍ୟରେ ପ୍ରତିନିଧି ଦଳ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଭେଟିଥିଲେ । ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ସଂକଳ୍ପକୁ…

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତିସଂଘ ସାସାକାୱା ସମ୍ମାନ

ନୂଆଦିଲ୍ଲୀ:ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ଆଜି ସାରା ବିଶ୍ବରେ ଦେଶକୁ ଗର୍ବିତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଲା ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର । ପ୍ରାକୃତିକ ବିପର୍ଯ୍ୟୟ ନିରାକରଣରେ…

ଗୋଟିଏ ଲିଟର ଡିଜେଲରେ କେତେ କିଲୋମିଟର ଚାଲିଥାଏ ଟ୍ରେନ ? ମାଇଲେଜ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆମ ଦେଶରେ ଯେତେବେଳେ କୌଣସି ଗାଡ଼ି କିଣାଯାଏ, ଲୋକେ ସବୁଠାରୁ ପ୍ରଥମେ ଏହାର ମାଇଲେଜ୍‌ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି। ଅର୍ଥାତ୍‌, ଗୋଟିଏ ଲିଟର ଡିଜେଲ କିମ୍ବା ପେଟ୍ରୋଲରେ ଗାଡ଼ି କେତେ କିଲୋମିଟର ଚାଲିପାରିବ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯେତେବେଳେ ଲକ୍ଷ ଲକ୍ଷ ଲୋକ…

ବିବାହ ପଞ୍ଜିକରଣ ପାଇଁ ଏବେ ଜରୁରୀ ପଣ୍ଡିତ, ମ୍ୟାରେଜ୍ ଭିଡିଓ 

ନୂଆଦିଲ୍ଲୀ: ବର୍ତ୍ତମାନ୍ ଉତ୍ତର ପ୍ରଦେଶରେ ବିବାହ ପଞ୍ଜିକରଣ କୁ ନେଇ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ଆଉ କେହି ନକଲି ବିବାହ ପଞ୍ଜିକରଣ କରିପାରିବେ ନାହିଁ। ତେବେ ଏହି ନୂତନ ନିୟମ ଅନୁଯାୟୀ ବିବାହ ରୀତିନୀତିରେ କୌଣସି ଅସମ୍ପୂର୍ଣ୍ଣ ପ୍ରମାଣ ଦ୍ଵାରା ବିବାହ ପଞ୍ଜୀକରଣ…

ସବୁଠୁ ଉଚ୍ଚ ଚେନାବ ବ୍ରିଜ ନିର୍ମାଣ ପଛରେ ମହିଳାଙ୍କ ହାତ; ୧୭ ବର୍ଷର ପ୍ଲାନିଂ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୬ ତାରିଖରେ ଚେନାବ ରେଳ ସେତୁର ଉଦଘାଟନ କରିଛନ୍ତି। ଏହି ସେତୁ ଭାରତର ଗର୍ବ ଏବଂ ଜମ୍ମୁକୁ ଶ୍ରୀନଗର ସହିତ ସଂଯୋଗ କରୁଥିବା ବିଶ୍ୱର ସର୍ବୋଚ୍ଚ ଏକକ-ଆର୍ଚ ରେଳ ସେତୁ ବୋଲି କୁହାଯାଉଛି। ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ନିର୍ମିତ ଏହି…

୭୦ ବର୍ଷ ପରେ ବିବାହ କଲେ ବୃଦ୍ଧ ପ୍ରେମୀଯୁଗଳ

ଜୟପୁର: ସୋସିଆଲ ମିଡିଆରେ ଏକ ବୃଦ୍ଧ ପ୍ରେମୀଯୁଗଳଙ୍କ ବିବାହ ବେଶ ଭାଇରାଲ ହେବାରେ ଲାଗିଛି । ୭୦ ବର୍ଷ ଧରି ଲିଭ ରିଲେଶନଶିପରେ ରହିବା ପରେ ସେମାନେ ଏବେ ବିବାହ କରିଛନ୍ତି । ରାଜସ୍ଥାନର ଡୁଗୁରପୁରରେ ଏହି ଘଟଣା ଘଟିଛି । ବୃଦ୍ଧ ବ୍ୟକ୍ତିଙ୍କୁ ୯୫ ହୋଇଥିବା ବେଳେ ବୃଦ୍ଧାଙ୍କ ବୟସ ୯୦ ବର୍ଷ ।…