Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦରେ ପାକିସ୍ତାନ ଜିନ୍ଦାବାଦ !ରାଗି ଉଠିଲେ ନିର୍ମଳା

ନୂଆଦିଲ୍ଲୀ : ୱାକଫ ବିଲ୍‌ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍‌ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି…

କେଦାରନାଥ ଯାତ୍ରା ପୂର୍ବରୁ ଖଚରଙ୍କ ଠାରେ ଭାଇରସ ଚିହ୍ନଟ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ୩୦୦ ଖଚରମାନଙ୍କର ନମୁନା ଯାଞ୍ଚ ପାଇଁ ନିଆଯାଇଥିଲା ଯାହା ମଧ୍ୟରୁ ୧୨ ଖଚରଙ୍କ ଠାରେ H3N8 ଇନଫ୍ଲୁଏଞ୍ଜା ଭାଇରସ ଚିହ୍ନଟ ହୋଇଛି। ତେବେ ରୋଗ ଚିହ୍ନଟ ହେବାପରେ…

ଏହି ସ୍ଥାନକୁ ହନୀମୁନ ପାଇଁ ଆସନ୍ତି ସାପ

ଆମ ଦୁନିଆରେ ଏ ଭଳି ସବୁ ପ୍ରାକୃତିକ ଦୃଶ୍ୟ ଅଛି ଯାହାକି ସ୍ୱପ୍ନଠାରୁ କମ ନୁହେଁ । ବେଳେ ବେଳେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଆପଣମାନେ କେବେ ଭାବିଚନ୍ତି କି ସାପମାନେ ତାଙ୍କ ହନୀମୁନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭୀଡ କରନ୍ତି । ଜୀବନର…

ରାମ ନବମୀରେ ଉଦଘାଟନ ହେବ ପାମ୍ବନ ସେତୁ, ଜାଣନ୍ତୁ ଏହାର ଧାର୍ମିକ ମହତ୍ତ୍ଵ

ନୂଆଦିଲ୍ଲୀ: ଭାରତର ସବୁଠାରୁ ହାଇଟେକ୍ ଭର୍ଟିକାଲ୍ ଲିଫ୍ଟ ପାମ୍ବନ ସେତୁକୁ ପବିତ୍ର ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହି ସେତୁରେ ଇଞ୍ଜିନିୟରିଂ କାରୁକାର୍ଯ୍ୟ ଯେତିକି ଦେଖିବାକୁ ମିଳୁଛି ଏହାର ଧାର୍ମିକ, ଐତିହାସିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ମଧ୍ୟ…

ସୁଧୀର ଚୌଧୁରୀ ପରେ ରାହୁଲ ଏବେ ଛାଡ଼ିବେ ଇଣ଼୍ଡିଆ ଟୁଡ଼େ ଗ୍ରୁପ!

ନୂଆଦିଲ୍ଲୀ: ଗଣମାଧ୍ୟମ ଜଗତରେ ଏକ ବଡ଼ ଚର୍ଚ୍ଚା ଚାଲିଛି ଯେ ବରିଷ୍ଠ ସାମ୍ବାଦିକ ରାହୁଲ କଂୱାଲ NDTVରେ ଗ୍ରୁପ୍‌ ସିଇଓ ଓ ଏଡିଟର-ଇନ୍‌-ଚିଫ୍‌ ଭାବେ ଯୋଗ ଦେଇପାରନ୍ତି। ସେ ଗତ ୨୨ ବର୍ଷ ଧରି ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ କାମ କରୁଛନ୍ତି। ଏବେ ସେ ଏହି ଗ୍ରୁପ୍‌ ଛାଡ଼ିବାକୁ ଯାଉଥିବା ଚର୍ଚ୍ଚା…

୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦକୁ ଗ୍ରହଣ କରିପାରିବୁନି: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମମତା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମମତା ବାନାର୍ଜୀ…

ୱାକଫ ବିଲ୍‌ର ବିରୋଧରେ ମୌଲାନା, ମନ୍ଦିରର ସୁନାକୁ ଗରିବ ହିନ୍ଦୁମାନଙ୍କରେ ବାଣ୍ଟିବା ଦରକାର…

ନୂଆଦିଲ୍ଲୀ: ରାଜ୍ୟସଭାରେ ଓ୍ୱାକଫ୍ ବୋର୍ଡ ସଂଶୋଧନ ବିଲ୍‌ ଉପସ୍ଥାପନ ହେବା ପରେ ମୌଲାନା କଲ୍‌ବେ ଜାୱାଦ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଏହି ବିଲ୍‌କୁ ଅସାମ୍ବିଧାନିକ ବୋଲି କହିଛନ୍ତି । ଏଥିରେ ସବୁଠାରୁ ବିପଜ୍ଜନକ ଦିଗ ହେଉଛି ସରକାରୀ ଅଧିକାରୀମାନେ କେବଳ…

‘ନାଇଡୁ ଓ ନୀତୀଶଙ୍କୁ ମୋଦୀଙ୍କ ଡର, ସୁପ୍ରିମକୋର୍ଟ ଉପରେ ମଧ୍ୟ ସନ୍ଦେହ’

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ AIMIM ନେତା ତଥା ପୂର୍ବତନ ସାଂସଦ ଇମ୍ତିଆଜ ଜଲିଲ ଲୋକସଭାରେ ପାସ ହୋଇଥିବା ଓ୍ୱାକଫ୍‌ ସଂଶୋଧନ ବିଲ୍‌ ଉପରେ ମିଡ଼ିଆ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୟରେ ଚନ୍ଦ୍ରବାବୁ ନାୟଡୁ ଓ…

ଓ୍ୱାକଫକୁ ନେଇ ଅନୁରାଗଙ୍କ ବୟାନ, ସିଧା ଉଠି ଶୁଣାଇଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ରାଜ୍ୟସଭାରେ ଜୋରଦାର ପ୍ରତିବାଦ କରିଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଓ୍ୱାକଫ୍‌ ଜମି ହଡ଼ପ ଅଭିଯୋଗର ସେ କଡ଼ା ଜବାବ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, "ବିଜେପି ସାଂସଦ ଯେଉଁ ଅଭିଯୋଗ ଲଗାଉଛି, ତାହା…

ଲୋକୋ ପାଇଲଟ୍ ସ୍ବାମୀଙ୍କୁ ନିର୍ଧୁମ ପିଟିଲେ ମହିଳା, ନ୍ୟାୟ ପାଇଁ ଥାନାରେ ହାଜର…

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ପିଟୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଲୋକୋ ପାଇଲଟ୍ ଥିବା ସ୍ୱାମୀ ଲୋକେଶ କୁମାର ମାଞ୍ଝି ନିକଟରେ ଏସପି ଅଫିସରେ ପହଞ୍ଚି ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ…