Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୬ପ୍ରତିଶତ ପାଲଟା ଶୁଳ୍କ…ଭାରତକୁ ଏତେ କ୍ଷତି

ନୂଆଦିଲ୍ଲୀ: ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି ।…

ଏହି ରାଜ୍ୟରେ ବନ୍ଦ ହୋଇଯିବ ଓଲା, ଉବେର ଓ ରାପିଡୋ…

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକ ହାଇକୋର୍ଟ ଆପ୍-ଆଧାରିତ ରାଇଡ୍-ହେଲିଂ ସେବାଗୁଡ଼ିକୁ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି, ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଛଅ ସପ୍ତାହ ସମୟ ଦିଆଯାଇଛି । ପ୍ଲାଟଫର୍ମ ଅଧିକାରୀମାନେ…

ଦିଦିଙ୍କୁ ସୁପ୍ରିମକୋର୍ଟ ଝଟକା: ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା । ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ କରିଥିବା…

ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ସଂଶୋଧିତ ୱାକଫ୍ ବିଲ୍ । ଦୀର୍ଘ ଘଣ୍ଚାର ମାରଥନ ବିତର୍କ ଓ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ମଧ୍ୟ ଲୋକସଭାରେ ପାରିତ ହୋଇଛି ଐତିହାସିକ ୱାକଫ ସଂଶୋଧନ…

ଟ୍ରେନରେ କେତେ ଓଜନର ଜିନିଷ ମାଗଣାରେ ନେଇପାରିବେ? ଜାଣନ୍ତୁ ଭାରତୀୟ ରେଳର ନିୟମ

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଶସ୍ତା ହେବା ସହିତ, ଏହା ଆରାମଦାୟକ ମଧ୍ୟ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି ଏବଂ ସେମାନଙ୍କ ସହିତ ବହୁତ ଭାରୀ ଜିନିଷପତ୍ର ମଧ୍ୟ ନେଇଥାନ୍ତି ।…

‘ମେ ଝୁକୁଁଗା ନେହି’: ବିଜେପିର ଓ୍ବାକଫ୍ ଜମି ଆରୋପ ଉପରେ ଭଡକିଲେ ଖଡଗେ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଓ୍ବାକଫ୍ ଜମି ନେଇ ବିଜେପିର ଲଗାଇଥିବା ଆରୋପ ଉପରେ ଭଡକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଂସଦ ଅନୁରାଗ ଠାକୁରଙ୍କ, କଂଗ୍ରେସ ୱାକଫ ଜମି ଦଖଲ କରିଥିବା ଅଭିଯୋଗକୁ ଖଣ୍ଡନ କରି, ସେ କେବେ ବି ଏଭଳି ଆରୋପରେ ପଛଘୁୟ୍ଚା ଦେବେ ନାହିଁ ବୋଲି…

ଲୋକସଭା ପରେ ଆଜି ଓ୍ବାକଫ୍ ବିଲ ନେଇ ରାଜ୍ୟସଭା ସମର: ପାର୍ କରିପାରିବ ତ ଏନଡିଏ?

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ, ଯୁକ୍ତିତର୍କ, ପ୍ରାୟ ୧୨ ଘଣ୍ଟାର ସମର ପରେ ଲୋକସଭାରେ ରାତି ଅଧରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍ । ଲୋକସଭା ବାଧା ଅତିକ୍ରମ କରିବା ପରେ, ଆଜି ରାଜ୍ୟସଭାରେ ବିଲ୍ ଉପସ୍ଥାପନ ହେବାକୁ ଯାଉଛି । ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା…

ଭାରତ ରଚିବ ନୂଆ ଇତିହାସ, ଖୁବଶୀଘ୍ର ନାସା ଅଭିଯାନରେ ମହାକାଶକୁ ଯିବେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଭାରତ ମହାକାଶ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା Axiom Mission 4 (Ax-4) ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ମହାକାଶଚାରୀ ହେବାକୁ ଯାଉଛନ୍ତି। ଏବେ ଏହି ମିଶନର…

ଭାରତ ବିରୋଧରେ ଟାରିଫ ଲଗାଇଲା ଆମେରିକା, ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତ ବିରୋଧରେ ରେସିପ୍ରୋକାଲ ଟାରିଫ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ। କହିଲେ, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା। ଅର୍ଥାତ ଭାରତ ଉପରେ ୨୬ ପ୍ରତିଶତ ରେସିପ୍ରୋକାଲ ଟାରିଫ ଲଗାଇଛି ଆମେରିକା। ଟ୍ରମ୍ପ କହିଛନ୍ତି ଯେ ଆମେରିକାରୁ ଆମଦାନୀ କରୁଥିବା…

ୱାକଫ ବିଲକୁ ନୀତିଶଙ୍କ ସମର୍ଥନ, ଇସ୍ତଫା ଦେଲେ ଜେଡିୟୁ ନେତା

ପାଟନା: ବିହାର ରାଜନୀତିରେ ନୀତିଶ କୁମାରଙ୍କ ଦଳ ଜେଡିୟୁକୁ ପୁଣି ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ମୁସଲିମ ନେତା କାସିମ ଅନସାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାରେ ନୀତିଶ କୁମାରଙ୍କୁ ଲେଖିଛନ୍ତି ଯେ କୋଟି କୋଟି ମୁସଲମାନ ଆପଣଙ୍କୁ ଧର୍ମନିରପେକ୍ଷ ଚିନ୍ତାଧାରାର…