Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପହଲଗାମ ଆଟାକ୍‌ ପରେ ଯୁଦ୍ଧ ପ୍ରସ୍ତୁତି, ମିସାଇଲ ରେଞ୍ଜରେ ଆସୁଛି ପୂରା ପାକିସ୍ତାନ

ନୂଆଦିଲ୍ଲୀ: ପାହଲଗାମ ଆଟାକ ପରେ ଭାରତର ଆକ୍ସନକୁ ନେଇ ଛାନିଆ ପାକିସ୍ତାନ । ତେବେ ପାକିସ୍ତାନ ମିସାଇଲ ଟେଷ୍ଟ କରି ଭାରତକୁ ଡରାଇବାକୁ ଚେଷ୍ଟା କରୁଛି ନା ନିଜ ଦୁର୍ବଳତାକୁ ସାମ୍ନାକୁ ଆଣୁଛି, ତାହା ମଧ୍ୟ ସାମ୍ନାକୁ ଆସୁଛି । କାରଣ ହେଲା ପାକିସ୍ତାନ ତୂଳନାରେ ଭାରତ ପାଖରେ ଯେଉଁ ମିସାଇଲ…

ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମଥର ମୋଦିଙ୍କୁ ଭେଟିଲେ ଓମାର

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶନିବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ପହଲଗାମ ଆକ୍ରମଣ ଏବଂ ପରବର୍ତ୍ତୀ ପରିସ୍ଥିତି ସହିତ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।…

କଲମ୍ବୋରେ ପହଲଗାମ ଆତଙ୍କବାଦୀ ..! ଏହି ଆଲର୍ଟ ସୂଚନା ପରେ ବିମାନରେ ତଲାସୀ

କଲମ୍ବୋ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସଜାଗ ଅଛନ୍ତି ।  ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ତେବେ ଭାରତରୁ ମିଳିଥିବା ସୂଚନା ପରେ ଆଜି କଲମ୍ବୋ ବିମାନବନ୍ଦରରେ ଏକ ବଡ଼ ଧରଣର ତଲାସୀ…

ଡ୍ରୋନ, ହେଲିକପ୍ଟର ଖସାଇବା ପାଇଁ ଭାରତ କରୁଛି ପ୍ରସ୍ତୁତି

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ପାକିସ୍ତାନ ଉପରେ ବଡ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନା ଜୋରଦାର ପୂର୍ବ ପ୍ରସ୍ତୁତି ଜାରି ରଖିଛି । ଭାରତୀୟ ସେନା ଶତ୍ରୁ ଦେଶର ଡ୍ରୋନ ଓ ହେଲିକପ୍ଟର ମାରି ଖସାଇବା ପାଇଁ ନେକ୍ସଟ…

ଭାରତ ପାଇଁ ଚକ୍ରବ୍ୟୂହ ରଚୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପହଲଗାମ୍ ଆଟାକ ପରେ ପାକିସ୍ତାନକୁ ମାତ୍ ଦେବାକୁ ପ୍ରସ୍ତୁତି କରୁଛି ଭାରତ । ସେପଟେ ଚାଲିଛି ଭାରତ ବିପକ୍ଷରେ ଷଡଯନ୍ତ୍ର। ଭାରତ ବିରୋଧରେ ଅସ୍ତ୍ର ଏକାଠି କରିବାକୁ ଚୀନ ପାଖରେ କାକୁତି ମିନତି କରୁଛି ପାକିସ୍ତାନ ! ମାଗୁଛି ରୁଷର S-400 କ୍ଷେପଣାସ୍ତ୍ରର ସୂତ୍ର । ଭାରତର…

ପାକିସ୍ତାନରୁ ଆସୁଥିବା ସମସ୍ତ ଡାକ ଏବଂ ପାର୍ସଲ ସେବା ହେଲା ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ…

ଅବୈଧ ପାକିସ୍ତାନୀ ଓ ବାଂଲାଦେଶୀଙ୍କ ବିରୋଧରେ ଚାଲିଛି ଅଭିଯାନ: ମୁମ୍ବାଇରୁ ୬୦ରୁ ଅଧିକ ଗିରଫ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଦେଶରେ ଲୁଚି ରହିଥିବା ଅବୈଧ ପାକିସ୍ତାନୀ ଏବଂ ବାଂଲାଦେଶୀମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ଚାଲିଛି। ପୋଲିସ ପୂର୍ବରୁ ଗୁଜୁରାଟର ଅହମ୍ମଦାବାଦରୁ ୧୨୦୦ ରୁ ଅଧିକ ବାଂଲାଦେଶୀଙ୍କୁ ଅଟକ ରଖିଥିଲା। ଏହା ପରେ, ପୋଲିସ ଏବେ…

ଟେରର ଲିଙ୍କ ମାନିବା ପଛରେ ପାକିସ୍ତାନର ବଡ଼ ରଣନୀତି !

ନୂଆଦିଲ୍ଲୀ: ପାକିସ୍ତାନ ବର୍ଷ ବର୍ଷ ଧରି ପାଲଟିଛି ଆତଙ୍କବାଦୀଙ୍କ ଚରାଭୂମି । ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ସାରା ଦୁନିଆ ଜାଣିଛି । ହେଲେ ଦେଶର ଟେରର ଲିଙ୍କ ନେଇ ଗଣମାଧ୍ୟମ ଆଗରେ ଦେଶର ରାଜନେତା ସ୍ବୀକାର କରିବା ଆଶ୍ଚର୍ଯ୍ୟ କରିଛି । ପ୍ରଥମେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…

ଭାରତର ଆକ୍ସନ୍…ଦୋହଲିଯିବ ପାକିସ୍ତାନର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବଡ଼ ଆକ୍ସନ୍ । ବରବାଦ ହୋଇଯିବ ପାକିସ୍ତାନ ଅର୍ଥନୀତି ! ସବୁ ଆମଦାନୀ ଓ ରପ୍ତାନୀ ବନ୍ଦ କଲା ଭାରତ । ନା କୌଣସି ସାମଗ୍ରୀ ପାକିସ୍ତାନ ଯିବ ନା ସେଠୁ ଭାରତକୁ ଆସିବ । ପୂର୍ବରୁ ପ୍ରତ୍ୟକ୍ଷ ବାଣିଜ୍ୟ ବନ୍ଦ କରାଯାଇଥିବା ବେଳେ ଏବେ ପରୋକ୍ଷ…

ଭାରତ-ପାକିସ୍ତାନ ଯୁଦ୍ଧ…ବିନାଶକାରୀ ପରିଣାମ !

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା କରାଯାଉଛି । ଆତଙ୍କୀ ହମଲାର ଜବାବରେ ଭାରତ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଯୁଦ୍ଧ ହେଲେ କାହାର ଲାଭ? ଯୁଦ୍ଧ…