Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଗୁପ୍ତଚରଙ୍କ ପାଇଁ ରହିଛି ଏହି ଦଣ୍ଡବିଧାନ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ବର୍ତ୍ତମାନ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅତି ଗମ୍ଭୀରତାର ସହ ବିଚାର କରାଯାଉଛି । କାରଣ ନିକଟରେ ଦେଶର ତିନୋଟି ରାଜ୍ୟ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ୧୧ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି, ଯେଉଁମାନେ…

ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ, ଆମର ଏକ ଟଙ୍କା ସମାନ ପାକର କେତେ?

ନୂଆଦିଲ୍ଲୀ: ଭାରତର ୧୦୦ ଟଙ୍କା ସମାନ ୩୨୮ ପାକିସ୍ତାନୀ ମୁଦ୍ରା। ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ। ଆଗକୁ ଆହୁରି ସାଂଘାତିକ ସ୍ଥିତି।  ଭାରତ ସହ ପାକିସ୍ତାନର ଯୁଦ୍ଧ ପରେ କେମିତି ରହିଛି ଏହି ଆତଙ୍କୀ ଦେଶର ଅର୍ଥବ୍ୟବସ୍ଥା? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। କାହିଁକି ନା…

ଏସବୁ କ୍ଷେତ୍ରରେ ଜାପାନଠୁ ପଛରେ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ହେବ ଭାରତ । ଆର୍ଥିକ ବିକାଶ ରେସରେ ପ୍ରବଳ ବେଗରେ ଦୌଡୁଛି ଭାରତ । ଆଉ ମାତ୍ର କିଛି ମାସର ଅପେକ୍ଷା, ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି ଥିବା ଜାପାନକୁ ପଛରେ ପକାଇବ ଭାରତ । ଏନେଇ ନୀତି ଆୟୋଗ ସଦସ୍ୟ ଅରବିନ୍ଦ ବୀରମାନି…

ତେଜପ୍ରତାପଙ୍କଠୁ ଦୂରତା…ଲାଲୁଙ୍କ ନିଷ୍ପତି ଠିକ୍ ନା ଭୁଲ?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଲାଲୁପ୍ରସାଦ ଯାଦବଙ୍କ ଘର କଳିକୁ ନେଇ ଉଠୁଛି ପଡୁଛି ବିହାର ରାଜନୀତି। ଅନୁଷ୍କା ଯାଦବଙ୍କ ସହ ଫଟୋ ଭାଇରାଲ୍ ହେବା ସହ ୧୨ବର୍ଷ ପୁରୁଣା ସଂପର୍କ ନେଇ ସୋସିଆଲ ମିଡିଆରେ ଖୁଲାସା କରିଥିଲେ ତେଜପ୍ରତାପ। ବିବାଦ ବଢିବା ଦେଖି…

୧୮ ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡ ଉପରେ ଥିଲା ୩୯ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ଏନକାଉଣ୍ଟରରେ ଭୟ ଘାରିଛି ନକ୍ସଲଙ୍କୁ ।  ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ୪ ହାର୍ଡକୋର ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୁଇ ନକ୍ସଲଙ୍କ ନାଁରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି । ତେବେ ମୋଟ ୩୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ…

‘ବିଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁନି’: ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଠଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ କହିଛନ୍ତି ଯେ ଆମର ସଶସ୍ତ୍ର ବାହିନୀର ଶକ୍ତିରେ ମେ ୬ ତାରିଖ ରାତିରେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଏହି ଅପରେସନ ସିନ୍ଦୂର ଲୋକଙ୍କ ଶକ୍ତିରେ…

ବାୟୁସେନାର ବଢିବ ଶକ୍ତି; ଭାରତରେ ତିଆରି ହେବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ

ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ ଭାରତ ସରକାର ଦ୍ରୁତ ଗତିରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଏକ ଯୋଜନାରେ କାମ କରୁଛନ୍ତି। ଏହି ଦିଗରେ ଭାରତ ସରକାର ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ବାୟୁସେନାକୁ ମିଳିବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ । ପ୍ରତିରକ୍ଷା…

ଫୁଟବଲ ବିଜୟ ଉତ୍ସବ ବେଳେ ମାଡ଼ିଗଲା କାର୍,୪୭ ଆହତ

ନୂଆଦିଲ୍ଲୀ: ବ୍ରିଟେନର ଲିଭରପୁଲ ସହରରେ ଫୁଟବଲ ବିଜୟ ଉତ୍ସବ ପାଳନ ସମୟରେ ଏକାଠି ହୋଇଥିବା ଭିଡ଼ ଭିତରେ କାର ଚଢ଼ାଇ ଲୋକଙ୍କୁ ହତ୍ୟା ଉଦ୍ୟମ । ଲିଭରପୁଲରେ ପ୍ରିମିୟର ଲିଗ୍ ଚାମ୍ପିଅନସିପ୍ ପରେ ଫୁଟବଲ୍ ପ୍ରଶଂସକମାନେ ରାସ୍ତାରେ ବିଜୟ ଉତ୍ସବ ପାଳନ କରୁଥିଲେ। ହଜାର ହଜାର ଲୋକ ରାସ୍ତାରେ…

ଚାଞ୍ଚଲ୍ୟକର ଘଟଣା: କାରରେ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୭ ସଦସ୍ୟ

ହରିୟାଣା: ସୋମବାର ବିଳମ୍ବିତ ରାତିରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପରିବାରଟି…

ଭାରତ-ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତାର ନୂଆ ପଦକ୍ଷେପ, ୪ ବର୍ଷ ପରେ ହେବ ଏହି ବଡ କାମ…

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ଆଫଗାନିସ୍ତାନ ସହିତ ସମ୍ପର୍କକୁ ଆହୁରି ଉନ୍ନତ କରିବା ପାଇଁ ଭିସା କୂଟନୀତି ଆରମ୍ଭ କରିଛି । ଚାରି ବର୍ଷ ପୂର୍ବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ ଆଫଗାନ ନାଗରିକଙ୍କୁ ଭିସା ବନ୍ଦ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର…