Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁରୋପୀୟ କମିଶନର ଉପାଧ୍ୟକ୍ଷଙ୍କୁ ଭେଟିଲେ ୨କେନ୍ଦ୍ର ମନ୍ତ୍ରୀ; ଗବେଷଣା ଏବଂ ଦକ୍ଷତା ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ୟୁରୋପୀୟ କମିଶନର ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁଙ୍କୁ ଭେଟିଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆ…

ଭୋଟର ତାଲିକାରେ ହେରଫେର୍ କରିବା ଲାଗି ବଙ୍ଗଳାକୁ ଏଜେନ୍ସି ପଠାଇଛି ବିଜେପି: ମମତା

କୋଲକାତା: ହରିୟାଣା ଏବଂ ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗରେ ଭୋଟର ତାଲିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟର ତାଲିକାରେ ହେରଫେର ପାଇଁ ବିଜେପି ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି। ଚେତାବନୀ ଦେଇ ମମତା କହିଛନ୍ତି ଯେ ଯଦି…

ବଦ୍ରିନାଥରେ ବଡଧରଣର ହିମସ୍ଖଳନ: ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଡେରାଡୁନ୍: ବଦ୍ରିନାଥରେ ବଡ ଧରଣର ହିମସ୍ଖଳନ । ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ । ମିଳିଥିବା ସୂଚନା ମୁତାବକ, ଆଜି ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ଏହାର ଆଖପାଖ ଅଞ୍ଚଳରେ ହିମସ୍ଖଳନ ହେବାରୁ ୪୭ ଜଣ ଏବେ ବି ଫସି ରହିଛନ୍ତି । ଅନୂନ୍ୟ ୧୦ ଜଣ ଶ୍ରମିକ ଉଦ୍ଧାର କରାଯାଇଛି । ଫସି ରହିଥିବା…

ଗରମରେ ରେକର୍ଡ ଭାଙ୍ଗିବ ମାର୍ଚ୍ଚ: ଚେତାବନୀ ଦେଲାଣି ଆଇଏମଡି

ନୂଆଦିଲ୍ଲୀ: ଏଥର ତାତିରୁ ତ୍ରାହି ନାହିଁ । ସବୁ ବର୍ଷର ରେକର୍ଡ ଭାଙ୍ଗିବ । ଜଳିବେ ଦେଶବାସୀ । କିଛି କିଛି ସ୍ଥାନରେ ଫେବୃଆରୀ ତାତି ଅସହ୍ୟ ହୋଇଥିବା ବେଳେ ଏବେ ମାର୍ଚ୍ଚ ମାସ ନେଇ ସତର୍କ କରାଇଲାଣି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚ ମାସର ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ଆଗରୁ…

ଦିଲ୍ଲୀ ଭଳି ସ୍ଥାନର ୧୪ ମେଡିକାଲରେ ନାହିଁ ଆଇସିୟୁ: ସିଏଜି ରିପୋର୍ଟରେ ରାଜଧାନୀର ନଗ୍ନଚିତ୍ର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଭଳି ସ୍ଥାନରେ ଥିବା ମେଡିକାଲ ମାନଙ୍କରେ ନା ଅଛି ଆଇସିୟୁ, ନା ଶୌଚାଳୟ । ଦିଲ୍ଲୀର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ, ସିଏଜି ରିପୋର୍ଟ କିଛି ଏପରି ନଗ୍ନଚିତ୍ର ଦେଖାଇଛି । ଗତ ଛଅ ବର୍ଷ ମଧ୍ୟରେ କିଭଳି କେଜ୍ରିଓ୍ବାଲ ସରକାର…

ଭୁଶୁଡିଲା ସେୟାର ମାର୍କେଟ୍: ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ

ନୂଆଦିଲ୍ଲୀ: ଭୁଶୁଡିଲା ଭାରତୀୟ ସେୟାର ମାର୍କେଟ। ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ। ୪୫ ମିନିଟରେ ୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ। ସକାଳ ୧୦:୫୨ ରେ ସେନସେକ୍ସ ୭୩,୬୭୬ ରେ କାରବାର କରୁଥିଲା। ସେନସେକ୍ସ ୭୪,୨୦୧ ସ୍ତରରେ ଦିନର ଆରମ୍ଭ କରିଥିଲା। ଆଜି ସକାଳେ ମାର୍କେଟ ଖୋଲୁ ଖୋଲୁ…

ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ଭାରତର ଅନେକ ସହର

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ଭାରତର ଅନେକ ରାଜ୍ୟରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ବିହାର, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଅନୁଭୂତ ହୋଇଥି ଭୂକମ୍ପ ଝଟକା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ…

ତୁହିନକାନ୍ତ ପାଣ୍ଡେ ‘ଏସଇବିଆଇ’ ମୁଖ୍ୟ

ନୂଆଦିଲ୍ଲୀ/ଭୁବନେଶ୍ବର: ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ଏସଇବିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ।…

‘ଗଙ୍ଗା ଜଳରେ ବ୍ୟାକ୍ଟେରିଆ ବଢ଼େ ନାହିଁ’

ନୂଆଦିଲ୍ଲୀ: ମହାଶିବରାତ୍ରୀ ଦିନ ଶେଷ ହୋଇଛି ମହାକୁମ୍ଭର ସମାପନ ହୋଇଛି । ତେବେ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଆସ୍ଥା ନେଇ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର କହିଛନ୍ତି , ମୁଁ କେବଳ ୩ଟି ଜିନିଷ ଦେଖିଲି ଯାହା କୋଟି କୋଟି ଭକ୍ତଙ୍କୁ କୁମ୍ଭମେଳାକୁ ବାଟ କଢ଼ାଇ ନେଲା। ସେହି ୩ଟି ଜିନିଷ ହେଉଛି…

‘ଗୋଆ ବେଳାଭୂମିରେ ଇଟିଲି-ସାମ୍ବର ବିକ୍ରି ଯୋଗୁଁ ଆସୁନାହାଁନ୍ତି ବିଦେଶୀ ‘

ଗୋଆ: ବେଳାଭୂମିରେ ଇଟିଲି-ସାମ୍ବର ବିକ୍ରି ଯୋଗୁଁ ଗୋଆରେ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ହ୍ରାସ ଘଟୁଛି ।  ବିଜେପି ବିଧାୟକ ମାଇକେଲ ଲୋବୋ ଗୁରୁବାର ଦିନ ଏପରି ମନ୍ତବ୍ୟ ଦେଇଛନ୍ତି। ଉତ୍ତରଗୋଆର କଲଙ୍ଗୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଇକେଲ ରାଜ୍ୟକୁ ପର୍ଯ୍ୟଟକ ନ ଆସିବା ନେଇ…