Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂକମ୍ପରେ ଥରହର ମିଆଁମାର, ୬୯୪ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ପ୍ରଳୟଙ୍କାରୀ ଭୂକମ୍ପରେ ଥରହର ମିଆଁମାର । ଗତକାଲି ଘଟିଥିବା ଦୁଇ ଦୁଇଟି ଭୟଙ୍କର ଭୂକମ୍ପରେ ଧରାଶାୟୀ ହୋଇଯାଇଛି ଅଧା ମିଆଁମାର । ଧିରେ ଧିରେ ଭୂମିକମ୍ପରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୬୯୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଭୂମିକମ୍ପରେ…

ସିଜରିଆନ୍‌ ଅପରେସନ୍‌ ପରେ ୧୭ ବର୍ଷ ଧରି ମହିଳାଙ୍କ ପେଟରେ ରହିଗଲା ସର୍ଜିକାଲ୍‌ କଇଁଚି!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ପେଟରୁ ୧୭ ବର୍ଷ ପରେ ଏକ ସର୍ଜିକାଲ୍‌ କଇଁଚି ବାହାର କରାଯାଇଛି । ଯାହା ତାଙ୍କ ଅପରେସନ୍‌ ସମୟରେ ଭୁଲ୍‌ରେ ରହି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ସନ୍ଧ୍ୟା ପାଣ୍ଡେ ନାମକ ଏହି ମହିଳା ୨୦୦୮…

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ। ଏହି ଧମକ ଦେଇଛି ବିକାନେର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କଏଦୀ ଆଦିଲ। ଏହାକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚତୁର୍ଥ ଥର ପାଇଁ ହତ୍ୟା ଧମକ ମିଳିଛି। ଏହି ଘଟଣାକୁ ନେଇ ଏସପି କବିନ୍ଦର ସିଂହ ସାଗର କହିଛନ୍ତି ଯେ…

କହିବା ପରେ ବି ଶୁଣିଲେନି ଏସପି, ଦୁଇ ଘଣ୍ଟା ଛିଡ଼ା କରାଇଦେଲେ କୋର୍ଟ

ଜୟପୁର:ଜୟପୁର ମେଟ୍ରୋପଲିଟାନ୍ ଫାଷ୍ଟର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ହନୁମାନଗଡ଼ର ଏସପି ଅରଶଦ ଅଲିଙ୍କ ଆଚରଣକୁ ନେଇ ବିଚାରପତି କଳ୍ପନା ପାରିକ କୋର୍ଟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ଏକ ବର୍ଷ ଧରି ଏସପି ଅରଶଦ…

ମୋଦି କଲେ କମାଲ, ବିଦେଶୀ ଜେଲରୁ ୧୦ ହଜାର ଭାରତୀୟ ମୁକ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ ସଫଳତା । ମୋଦି ସରକାରଙ୍କ କୂଟନୀତି ପାଇଁ ବିଦେଶରେ ୧୦ ହଜାରରୁ ଅଧିକ ଭାରତର ନାଗରିକ ନୂଆ ଜୀବନ ପାଇଛନ୍ତି । ଜେଲରୁ ମୁକୁଳିଛନ୍ତି । କିଏ ୟୁଏଇ, କିଏ ପାକିସ୍ତାନ ତ ଆଉ କେହି ଇରାନର ଜେଲରୁ ମୁକୁଳିଛନ୍ତି । ମୋଦି ସରକାରଙ୍କ ନିରନ୍ତର…

ଜେଲ୍‌ରୁ ମୁକୁଳିବେ ଦୁଷ୍କର୍ମକାରୀ ଆଶାରାମ ବାପୁ, ମିଳିଲା ଜାମିନ

ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଷ୍କର୍ମକାରୀ ଆଶାରାମ ବାପୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ଗୁଜୁରାଟ ହାଇକୋର୍ଟ । ତିନି ମାସ ପାଇଁ କୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ଆଶାରାମ ବାପୁଙ୍କ ଶୁଣାଣି ଥିବା ବେଳେ ଶୁଣାଣି…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୧୫୬ଟି ‘ପ୍ରଚଣ୍ଡ’ କିଣିବ ଭାରତ

ନୂଆଦିଲ୍ଲୀ: ସାମରିକ ବଳକୁ ଆହୁରି ଶକ୍ତିଶାଳୀ କରିବ ଭାରତ। ୧୫୬ ଟି ଲଢୁଆ ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ କିଣିବ ଭାରତ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରୁ ୧୫୬ ଟି ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର 'ପ୍ରଚଣ୍ଡ' କିଣିବ ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା (IAF)। ଏଥିପାଇଁ…

ଆମ୍ବେଦକର ଜୟନ୍ତୀ: ୧୪ ଏପ୍ରିଲ ସରକାରୀ ଛୁଟି

ନୂଆଦିଲ୍ଲୀ: ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ୧୪ ଏପ୍ରିଲକୁ ସାଧାରଣ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଘୋଷଣା କରିଛନ୍ତି…

ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ କୁନାଲ କାମରା

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରୋକ୍ଷରେ କଟାକ୍ଷ କରି ଷ୍ଟାଣ୍ଡଅପ କମେଡିଆନ କୁନାଲ କାମରା ବିବାଦ ଘେରରେ ଫସି ଯାଇଛନ୍ତି। ଏଥିପାଇଁ ତାଙ୍କୁ କଡା ସମାଲୋଚନାର ସାମ୍ନା କରିବାକୁ ପଡୁଛି। ଫଳରେ ଶୁକ୍ରବାର ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ…

ଖୁସି ଖବର; ୨% ମହଙ୍ଗା ଭତ୍ତା ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି। ଏହା ସହିତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ଡିଆର ୫୩% ରୁ ୫୫% କୁ ବୃଦ୍ଧି ପାଇବ। ସୂଚନା ଅନୁଯାୟୀ,…