Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୋହିତ ଶର୍ମାଙ୍କ ପରେ ଶମାଙ୍କ ଟାର୍ଗେଟରେ ଏବେ କଙ୍ଗାନା, ଟ୍ବିଟ୍ କରି ଲେଖିଲେ ଏପରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ଶମା ମହମ୍ମଦ ଆଜିକାଲି ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପାଇଁ ଶମାଙ୍କୁ ବହୁତ ସମାଲୋଚନା କରାଯାଉଛି । କଂଗ୍ରେସ ଦଳ ମଧ୍ୟ ଶମାଙ୍କ ବୟାନରୁ ନିଜକୁ ଦୂରେଇ ରଖିଛି । ଏହି…

ଘରେ ପଶିଲେ ଦୁର୍ବୃତ୍ତ, ମଥାରେ ଦେଇଦେଲେ ସିନ୍ଦୁର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୁର୍ବୃତ୍ତ ଖଜନୀ ଅଞ୍ଚଳରେ ଏକ ଘରେ ପଶି ଜଣେ ଯୁବତୀଙ୍କ ମଥରା ଦେଇଦେଲା ସିନ୍ଦୁର। ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କଲା। ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ…

ସମୟ ରୈନାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ହାସ୍ୟ ଅଭିନେତା ସମୟ ରୈନାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଏଥିସହିତ କୋର୍ଟ କହିଛନ୍ତି ଯେ ଆଜିର ଯୁବ ପିଢ଼ି ନିଜକୁ ବହୁତ ବୁଦ୍ଧିମାନ ବୋଲି ଭାବନ୍ତି। ଭଦ୍ର ବ୍ୟବହାର କର ନଚେତ୍ ତୁମପରି ଲୋକଙ୍କ ସହ କିପରି ବ୍ୟବହାର କରିବା ଦରକାର ଆମକୁ ଜଣାଅଛି।…

ବଜେଟ ଆଗତ କରୁଥିଲେ ସମ୍ରାଟ, ଏପଟେ ଇସାରାରେ ତେଜସ୍ୱୀଙ୍କ ସହ କଥା ହୋଇଗଲେ ନୀତୀଶ

ପାଟନା: ବିହାର ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ସୋମବାର ବିଧାନସଭାରେ ବିହାର ସରକାଙ୍କ ଅନ୍ତିମ ବଜେଟ ଆଗତ କରିଥିଲେ। ଏଥର ବଜେଟର ଆକାର ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା । ସମ୍ରାଟ ଚୌଧୁରୀ 3 ଲକ୍ଷ 17 ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ମହିଳା, କୃଷକ, ଯୁବକଙ୍କ ସମେତ ଅନ୍ୟ…

ମାଧବୀଙ୍କୁ ମିଳିଲା ଆଶ୍ବସ୍ତି, ରୁଜୁ ହେବ ନାହିଁ ଏଫଆଇଆର୍

ନୂଆଦିଲ୍ଲୀ: ସେବି ପୂର୍ବତନ ମୁଖିଆଙ୍କ ନାଁରେ ହେବ ନାହିଁ କେସ୍ । ସ୍ୱତନ୍ତ୍ର କୋର୍ଟର ମାମଲା ରୁଜୁ ପାଇଁ ଦେଇଥିବା ଆଦେଶ ଉପରେ ବମ୍ବେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି ମାଧବୀ ପୁରୀଙ୍କୁ ଆଶ୍ବସ୍ତି ଦେଇଛନ୍ତି । ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ, ସେବିର ପୂର୍ବତନ…

କୋଳରେ ବସାଇଲେ, କ୍ଷୀର ପିଆଇଲେ….ସିଂହ ଛୁଆଙ୍କୁ ସ୍ନେହ କରୁଥିବାର ନଜର ଆସିଲେ ମୋଦି

ଗାନ୍ଧିନଗର: କୋଳରେ ବସାଇ ସିଂହ ଛୁଆଙ୍କୁ କ୍ଷୀର ପିଆଉଛନ୍ତି ମୋଦି । ବଡ ବଡ ବାଘ ସିଂହ ଏବଂ ଓରାଙ୍ଗଓଟାଙ୍ଗ ସହ ଖେଳୁଛନ୍ତି ।  ବନତାରାରେ ଥିବା ପଶୁଙ୍କ ସହ ପ୍ରଧାମନ୍ତ୍ରୀଙ୍କ ମୋଦିଙ୍କ ଏଭଳି କିଛି ଅନାବିଳ ମୂହୂର୍ତ୍ତ ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି । ଆଜି…

ଫଟୋ ଲାଗି ଗଲା ମନ୍ତ୍ରୀ ପଦ, ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ

ମୁମ୍ବାଇ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନସିପି ଅଜିତ ପାୱାର ଦଳର ନେତା ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ । ବୀଡରେ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲା ସହିତ…

ପୁଣି ମାଓବାଦୀଙ୍କ ବର୍ବରତା, ଘରୁ ଡାକିନେଇ ବୃଦ୍ଧଙ୍କୁ ନୃଶଂସ ହତ୍ୟା

ସୁକମା: ପୁଣି ମାଓବାଦୀଙ୍କ ବର୍ବରତା। ଘରୁ ଡାକିନେଇ ଗୁଳି କରିଦେଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟଣାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ବୃଦ୍ଧଙ୍କୁ ନୃଶଂସ ହତ୍ୟା କରିଛନ୍ତି। ମୃତକ ହେଲେ ପୂର୍ବତନ ବିଧାୟକ ମନୀଷ କୁଞ୍ଜମଙ୍କ ସାନ…

ଦୃତଗତିରେ ଯାଉଥିଲା ଟ୍ରେନ୍, ହଠାତ୍ ହେଇଗଲା ଅଲଗା!

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୌଲିରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ। ଏଠାରେ ଦୃତଗତିରେ ଦିଲ୍ଲୀରୁ ଆସୁଥିବା ଏକ ଟ୍ରେନ୍ ହଠାତ୍ ଅଲଗା ହେଇଗଲା। ଟ୍ରେନଟି ଦୁଇଟି ଭାଗରେ ବିଭକ୍ତ ହୋଇଗଲା। ନନ୍ଦନକାନନ ଏକ୍ସପ୍ରେସ୍ ଆନନ୍ଦ ବିହାରରୁ ଓଡ଼ିଶାର ପୁରୀକୁ ଯାଉଥିଲା। ଚନ୍ଦୌଲିର ଦୀନ…

ଯୁଦ୍ଧର ସମାଧାନ ପାଇଁ ବଡ଼ ପଦକ୍ଷେପ: ୟୁକ୍ରେନକୁ ଅସ୍ଥାୟୀ ଭାବେ ସେବା ବନ୍ଦ

ୱାଶିଂଟନ: ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଆମେରିକାର ବଡ଼ ପଦକ୍ଷେପ। ୟୁକ୍ରେନକୁ ସେନା ସହାୟତା ବନ୍ଦ କଲା ଆମେରିକା। ଜେଲେନସ୍କି-ଟ୍ରମ୍ପଙ୍କ ବୈଠକ ପରେ ଆମେରିକା ନେଇଛି ଏପରି ନିଷ୍ପତ୍ତି। ସୋମବାର (ମାର୍ଚ୍ଚ ୩) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ସମସ୍ତ ସାମରିକ…