Latest Odisha News

BREAKING NEWS

Browsing Category

ଫିଚର

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ…

୧୩୦୦ ବର୍ଷ ପରେ ଗାଏବ ହେଲା ମ୍ୟାଜିକ୍ ଖଣ୍ଡା, ପଢ଼ନ୍ତୁ ରୋଚକ କାହାଣୀ

ପ୍ୟାରିସ: ୧୩୦୦ ବର୍ଷ ଧରି ଏକ ପଥର ଚଟାଣରେ ଆବଦ୍ଧ ହୋଇଥିଲା ଖଣ୍ଡା। ଯାହା ଅଚାନକ ଅଦୃଶ୍ୟ ହୋଇଯାଇଛି। ଏହା କୌଣସି ସାଧାରଣ ଖଣ୍ଡା ନଥିଲା ବରଂ ଏହା ଏକ ମ୍ୟାଜିକ ଖଣ୍ଡା ଥିଲା। କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଜଣେ ଦୂତ ଏହି ଖଣ୍ଡାକୁ ରୋମ ସମ୍ରାଟଙ୍କୁ ଦେଇଥିଲେ। ଆଜି ଏହା ଫରାସୀ…

ଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା 

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍ଟରେ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ଏସଓପି ଏବଂ ପ୍ରୋ‌ଟୋକଲର ସମୀକ୍ଷା ପରେ ନିଟ୍‌…

ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ। ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି।…

ଟିମ୍ ଇଣ୍ଡିଆ ପାଇଁ ଜନସମୁଦ୍ର ପାଲଟିଲା ମୁମ୍ବାଇର ମରିନ ଡ୍ରାଇଭ୍

ମୁମ୍ବାଇ: ଟି-୨୦ ବିଶ୍ବକପ ଜିତିବା ପରେ ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍। ମେରିନ୍ ଡ୍ରାଇଭରେ ପ୍ରଶଂସକଙ୍କ ମଧ୍ୟରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ କଟ୍ ଆଉଟ୍ ମଧ୍ୟ ଦେଖିବାକୁ ମିଳୁଛି। ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପୁଛି ମୁମ୍ବାଇ…

ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବ‌େ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ…

ଜୁଲାଇ ୮ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୮ ତାରିଖ ଯାଏଁ ଓଡିଶାର ଅନେକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜୁଲାଇ ୪ରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ବରଗଡ,…

ସଫଳ ମହିଳା ଉଦ୍ୟୋଗୀ : କଳ୍ପନା ସରୋଜ

କଠୋର ଅଧ୍ୟବସାୟ , ଦୃଢ ଆତ୍ମ ପ୍ରତ୍ୟୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଦୃଢ ଇଚ୍ଛା ଶକ୍ତି ନେଇ କଠିନ ପରିଶ୍ରମ କରିବା ସହିତ ସତ୍ ମାର୍ଗରେ ଚାଲି ନିଜର ଲକ୍ଷ୍ୟ ସାଧନ ସମାଜରେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ମଣିଷକୁ ଈଶ୍ବର ସବୁମତେ ସାହାଯ୍ୟ କରିଥାନ୍ତି, ଏଇ ଉକ୍ତି ର…

ଅନ୍ଧାରିମୁଲକରେ ସୌରଶକ୍ତିର ଭଗୀରଥ : ଚୈତରାମ୍ ପାୱାର୍

ମହାରାଷ୍ଟ୍ରର ଧୂଲେ ଜିଲ୍ଲା, ସଦର ମହକୁମାଠାରୁ ଶହେ କିଲୋମିଟର ଦୂର ଗଲେ ପଡେ ସାକ୍ରୀ ବ୍ଲକର ବାରିପଦା ଗାଆଁ । ତିନିଶହ ହେକ୍ଟର ବ୍ୟାପୀ ବଣ ଜଙ୍ଗଲ ଘେରା ଏଇ ବାରିପଦା ଗାଆଁରେ ବସବାସ କରନ୍ତି ପ୍ରାୟ ଏକ ହଜାରଟି ଜନଜାତି ପରିବାର । ଜଙ୍ଗଲରେ ଭର୍ତ୍ତି ହୋଇଛି ଶାଗୁନ,ଦେବଖୁମ୍ବ,…

ସେବାର ମୂର୍ତ୍ତୀ : ସରସ୍ଵତୀ

ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ଏହି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ୟର କଥା ହେଉଛି ଯୁଗ ଯୁଗ ଧରି ଏହି…