Latest Odisha News

BREAKING NEWS

Browsing Category

ଫିଚର

୭୮ତମ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ଵର: ଆଉ ଦିନକେଇଟା ପରେ ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ । ଚଳିତବର୍ଷ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ସେହିପରି ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଯଥାକ୍ରମେ ନୂଆପଡ଼ା ଓ କଟକରେ ପତାକା…

ହିଣ୍ଡେନବର୍ଗ ରିପୋର୍ଟକୁ ଖଣ୍ଡନ କଲା ଆଦାନୀ ଗ୍ରୁପ, କହିଲେ…

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ଗ୍ରୁପ୍ ଉପରେ ଅନେକ ଅଭିଯୋଗ ଲଗାଇଛି। ଯାହାକୁ ଖଣ୍ଡନ କରିବା ସହ ପ୍ରତିକ୍ରିୟା ରଖିଛି ଆଦାନୀ ଗ୍ରୁପ। ହିଣ୍ଡେନବର୍ଗ ରିପୋର୍ଟକୁ କଡା ସମାଲୋଚନା କରି ଆଦାନୀ ଗ୍ରୁପ୍ ଏକ ବିବୃତ୍ତି ଜାରି କରିଛି। ଏହି…

ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ରାଜନୀତି ସରଗରମ; ତଦନ୍ତ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବଚ ଏବଂ ତାଙ୍କ ସ୍ୱାମୀ। ଦୁହିଁଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ପରେ କଂଗ୍ରେସ ଏବଂ ଟିଏମସି…

ଏହି ପ୍ରାଣୀର ନୀଳରକ୍ତ ମଣିଷ ପାଇଁ ସଞ୍ଜିବନୀ…

ନୂଆଦିଲ୍ଲୀ: କୌଣସି ମଣିଷ କିମ୍ବା ପ୍ରାଣୀଙ୍କ ଶରୀରରେ ରକ୍ତ ରହିବା ଏହାର ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ପ୍ରାଣୀ ଅଛି ଯାହାର ରକ୍ତ ବଜାରରେ ଲିଟର ପିଛା ୧୦ ଲକ୍ଷ ଟଙ୍କା ରହିଛି। ଯକୌଣସି ଜୀବର ବଞ୍ଚିବା ପାଇଁ ଅମ୍ଳଜାନ ଏବଂ ରକ୍ତ ସବୁଠାରୁ…

ଅଦାନୀଙ୍କ ପରେ ଆଉ କିଏ ଟାର୍ଗେଟରେ, ଭାରତୀୟ ବଜାରକୁ ପୁଣି ଦୋହଲାଇବ କି ହିଣ୍ଡେନବର୍ଗ… 

ନୂଆଦିଲ୍ଲୀ: ହିଣ୍ଡେନବର୍ଗ। ଆମେରିକାର ଏହି ସର୍ଟ ସେଲିଂ କମ୍ପାନୀ ଗୌତମ ଅଦାନୀଙ୍କୁ ଏଭଳି ଟାର୍ଗେଟ କରିଥିଲା ଯେ ଆଜି ପର୍ଯ୍ୟନ୍ତ ଅଦାନୀ ଗ୍ରୁପ୍ ଭୁଲିପାରୁନଥିବ। ଏହି ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ଭାରତରେ ଆଉ ଏକ ବଡ ବିସ୍ଫୋରଣ କରିବାକୁ ଯାଉଛି। କମ୍ପାନୀ 'ଏକ୍ସ'ରେ ଏକ ପୋଷ୍ଟ…

ଗୋଟିଏ ଦିନରେ କିପରି ହୁଏ ଓଜନ ବୃଦ୍ଧି, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ୫୦ କିଲୋଗ୍ରାମ ରେସଲିଂର ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଧିକ ଓଜନ ଯୋଗୁଁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଗୋଟିଏ ଦିନରେ ଜଣେ ବ୍ୟକ୍ତିର କେତେ ଓଜନ ବଢେ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭିନେଶ ଫୋଗଟଙ୍କ ଓଜନ ୫୦…

କାଠଯୋଡ଼ିକୁ ପୁରୁଷ ଓ ମହିଳା ଡେଇଁବା ଘଟଣା: ଉଭୟ ଥାନାରେ ହାଜର

କଟକ: କଟକ କାଠଯୋଡି ନଦୀକୁ ଜଣେ ପୁରୁଷ ଓ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ। ଉଭୟ ମହିଳା ଓ ପୁରୁଷ ଶନିବାର ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଛନ୍ତି। ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ। ସେମାନେ ହେଲେ ଶତ୍ରୁଘ୍ନ…

ସ୍ଥଗିତ ହେବନାହିଁ ନିଟ୍ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୧ରେ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ କରାଯିବ ନାହିଁ। ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ NEET PG ପରୀକ୍ଷା ସ୍ଥଗିତ ରଖିବାକୁ ମନା କରି…

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପୂର୍ବତନ ସରକାରରେ 5T ଚେୟାରମ୍ୟାନ୍ ଥିବା ଭି.କେ ପାଣ୍ଡିଆନ ହେଲିକପ୍ଟରରେ ରାଜ୍ୟ ଭ୍ରମଣରେ କରିଥିବା ଖର୍ଚ୍ଚ ଉପରେ ତଦନ୍ତ ଆରମ୍ଭ ହେବ। ଏହି ସୂଚନା ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…

ବାଂଲାଦେଶ ଫେରିବେ କି ଶେଖ ହସିନା, ଜାଣନ୍ତୁ କ’ଣ କହିଲେ ପୁଅ

ଢାକା: ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି। ଆମେରିକାରେ ଅବସ୍ଥାପିତ ଶେଖ ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାରତରେ ଅଛନ୍ତି। ଅନ୍ତରୀଣ ସରକାର ନିର୍ବାଚନ ନେଇ ନିଷ୍ପତ୍ତି…