Latest Odisha News

BREAKING NEWS

Browsing Category

ଫିଚର

ବାଘ ଛାଲ ଜବତ ଘଟଣା, ୭ ଗିରଫ, ଏବେବି ୬ ଅଭିଯୁକ୍ତ ଫେରାର

କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।…

ପୃଥକ ଗଞ୍ଜେଇ ଚୋରା ଚାଲାଣ ମାମଲା: ୬୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଦ୍ୱାରା ଆଜି ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ପୃଥକ ମାମଲାରେ ଗଞ୍ଜେଇ ଚୋରା ଚାଲାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି…

ଏହି ଦିନ ଖୋଲିବ ବଦ୍ରିନାଥ ଦ୍ଵାର, ବସନ୍ତ ପଞ୍ଚମୀରେ ହେଲା ଘୋଷଣା

ଉତ୍ତରାଖଣ୍ଡ: ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଚାରିଧାମ ଯାତ୍ରା ପାଇଁ ଘୋଷଣା କରାଯାଇଛି ତାରିଖ। ଗତ ଗୁରୁବାର ଉତ୍ତରାଖଣ୍ଡ ନରେନ୍ଦ୍ର ନଗର ଠାରେ ବସନ୍ତ ପଞ୍ଚମୀ ଅବସରରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ବଦ୍ରିନାଥ ଧାମ ଦ୍ୱାର କେଉଁ ତାରିଖରେ ଖୋଲିବ ତାହା ମଧ୍ୟ…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାଙ୍ଗିପାରେ ଏହି ସବୁ ରେକର୍ଡ

ରାଜକୋଟ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ସିରିଜ ଏବେ ୧-୧ ସମାନ ସ୍ଥ୍‌ିତିରେ ଥିବାରୁ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ଉଭୟ ଦଳ ଚାହିଁବେ । ଏହି ମ୍ୟାଚରେ ବେନ ଷ୍ଟୋକ୍ସ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏଥିସହ…

ସିଂଘମ ଏଗେନରେ ଅର୍ଜୁନ କାପୁରଙ୍କ ଲୁକ ସୃଷ୍ଟି କଲା ଝଡ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସିଂଘମ ଏଗେନ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ । ବୁଧବାର ରୋହିତ ଏହି ଫିଲ୍ମରେ ଖଳନାୟକ ଭୂମିକା କରିଥିବା ଅର୍ଜୁନ କାପୁରଙ୍କ ଫାଷ୍ଟ ଲୁକ ଶେୟାର କରିଛନ୍ତି । ଗୋଟିଏ ଫଟୋରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ବେଳେ ଅନ୍ୟ ଏକ ଫଟୋରେ ରଣବୀର…

‘ମାଆ ସରସ୍ୱତୀ ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, ଶିକ୍ଷକଙ୍କ ସମସ୍ୟା ସମାଧାନ ହେଉ’

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଅଷ୍ଟମ ଦିବସରେ ପହଞ୍ଚିଛି । ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ମା’ ସରସ୍ଵତୀଙ୍କ ପୂଜା ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଛି । ହେଲେ ଆନ୍ଦୋଳନରେ ବସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ…

ପୁଲୱାମା ଆକ୍ରମଣକୁ ୫ବର୍ଷ, ସେହି କାଳଦିନ କଥା ମନେ ପଡିଲେ ଆଜି ବି ଶିହରି ଉଠେ ଦେହ

ନୂଆଦିଲ୍ଲୀ: ଫେବୃଆରୀ ୧୪ ତାରିଖ… ଏହି ତାରିଖକୁ କିଏ ବା ଭୁଲିପାରିବ । ସେଦିନ ଥିଲା ପ୍ରେମର ଦିନ । କିନ୍ତୁ ଦେଶ ପାଇଁ ପାଲଟିଯାଇଥିଲା ତାହା କଳା ଦିନ । ଠିକ୍ ଆଜିର ଦିନରେ ଜମ୍ମୁକାଶ୍ମୀର ଶ୍ରୀନରରେ ହୋଇଥିଲା ଆତ୍ମଘାତି ବିସ୍ଫୋରଣ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଚାଲିଯାଇଥିଲା ୪୦ ବୀର…

ରାଜ୍ୟସଭା ନିର୍ବାଚନ: ପଦାରେ ପଡ଼ିଲା ବିଜେଡି ଓ ବିଜେପି ସମ୍ପର୍କ, କଂଗ୍ରେସ କହିଲା ଇଡି-ସିବିଆଇ କାହିଁକି ଆସୁନି

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦୁଇ ଦଳ ପରସ୍ପର ସହିତ କୋଳାକାଳି ବୋଲି ଅଭିଯୋଗ ହୋଇଛି। ଏହି ସମ୍ପର୍କକୁ ନେଇ ଏବେ ପୁଣିଥରେ ଆଲୋଚନା ହେଉଛି। ଏହାରି ଭିତରେ ରାଜ୍ୟର ପରସ୍ପରକୁ ପ୍ରତିଦ୍ବନ୍ଦୀ ବୋଲି ବିବେଚନା…

ଶ୍ରୀଜିଉଙ୍କୁ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ୫-ଟି ସଚିବ

ପୁରୀ: ପୁରୀ ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ପବିତ୍ର ସରସ୍ବତୀ ପୂଜା ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ୫-ଟି ସଚିବ । ଏହି ସମୟରେ ନବ ନିର୍ମିତ ପରିକର୍ମାପ୍ରକଳ୍ପ ମାର୍ଗ ବୁଲି ଦେଖିଛନ୍ତି । ଏହାସହ ପରିକ୍ରମା ମାର୍ଗରେ…

ବିଜେଡି ସମର୍ଥନରେ ଅଶ୍ବିନୀ ଯିବେ ରାଜ୍ୟସଭା, ସତ ହେଲା କଂଗ୍ରେସର ଆକଳନ!

ଭୁବନେଶ୍ୱର: ବିଜେପି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ବିପୁଳ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡିର ସମର୍ଥନରେ ସେ ନିର୍ବାଚିତ ହେବାକୁ ଯାଉଛନ୍ତି। ରାଜ୍ୟର ଅନ୍ୟ ଦୁଇଟି ଆସନ ପାଇଁ ବିଜେଡି ଦେବାଶିଷ ସାମନ୍ତରାୟ ଓ…