Latest Odisha News

BREAKING NEWS

Browsing Category

ଫିଚର

ମିଶନ ଶକ୍ତି: ପୋଷାକ ପାଇଁ ପ୍ରତ୍ୟେକ ୭୦ ଲକ୍ଷ ମହିଳା ପାଇବେ ୧ହଜାର ଟଙ୍କା

ଭୁବନେଶ୍ୱର:ମିଶନ ଶକ୍ତିରେ ପ୍ରତ୍ୟେକ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆ ଯାଉଛି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ୭୦ ଲକ୍ଷ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ (ଜିପିଏଲ୍ଏଫ୍), ବ୍ଲକ ସ୍ତରୀୟ ଫେଡେରେସନ୍ (ବିଏଲ୍ଏଫ୍) ଏବଂ…

କମଲ ଧରିବେ କମଳ!

ଭୋପାଳ:କମଳ ଧରିବେ କି କମଲନାଥ? କଂଗ୍ରେସ ହାତ ଛାଡି ଭାଜପା ଶିବିରରେ ପଦ୍ମ ଧରିପାରନ୍ତି କମଲନାଥ। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମଧ୍ୟପ୍ରଦେଶ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି,…

ସରକାର ଦେଲେ ପ୍ରତିଶୃତି, ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଦୀର୍ଘ ୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ସୂଚନା ଦେଇଛି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ । ସଂଘ କହିଛି ଯେ, ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ…

କ୍ୟାବିନେଟ୍ ବିସ୍ତାର କଲେ ଚମ୍ପାଇ ସୋରେନ୍

ରାଞ୍ଚି:ବହୁ ଦିନରୁ ଆଲୋଚନା ପର୍ଯ୍ୟାଲୋଚନା ପରେ କ୍ୟାବିନେଟ୍ ବିସ୍ତାର କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ଏଥିରେ ପ୍ରଥମ ତିନିଟି ନୂଆ ଚେହେରା ଅନ୍ତର୍ଭୁକ୍ତ କରାଯାଇଥିଲା। ମନ୍ତ୍ରିମଣ୍ଡଳରେ ବସନ୍ତ ସୋରେନ, ବୈଦ୍ୟନାଥ ରାମ ଏବଂ ଦୀପକ ବିରୁଆଙ୍କୁ ସ୍ଥାନ ଦିଆଯାଇଥିଲା। ସେମାନଙ୍କ…

ଓଡ଼ିଶାରେ ଇସିଆଇଙ୍କ ସମୀକ୍ଷା ଜାରି; ନିର୍ବାଚନ ବେଳେ କଳା ଟଙ୍କା ଏବଂ ମଦ ରୋକିବାକୁ ଗୁରୁତ୍ବ

ଭୁବନେଶ୍ୱର: ଆଉ ହାତରେ ମାତ୍ର ଦିନ କେଇଟା। ପାଖେଇ ଆସୁଥିବା ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ନିର୍ବାଚନ କମିଶନର। ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।…

ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ, ସମନ ଜାରି କଲା ଇଡି

ଭଦ୍ରକ: ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବାରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଇଡି ସମନ ଜାରି କରିଛି । ବିଧାୟକ ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ଇଡି ସମନ ପଠାଇଛି । ଡକ୍ୟମେଣ୍ଟ ସହ ହାଜର…

ଇସ୍ରୋର ନୂତନ ମିଶନ୍: ଆଜି ଲଞ୍ଚ ହେବ “ନଟି ବୟ”

ଆନ୍ଧ୍ରପ୍ରଦେଶ: ଭାରତ ପାଇଁ ଏବେ ଖରାପ ପାଣିପାଗର ପୂର୍ବସୂଚନା ଜାଣିବା ଏବେ ଆହୁରି ସହଜ ହେବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ତା’ର ପାଣିପାଗର ସଠିକ୍ ସୂଚନା ପ୍ରଦାନକାରୀ ସାଟେଲାଇଟ୍ INSAT-3DS ଉତକ୍ଷେପଣ କରିବାକୁ ଯାଉଛି। ଏଥିପାଇଁ ସ୍ପେସ୍ ଏଜେନ୍ସି ଏଭଳି ଏକ ରକେଟ୍…

ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ୨୦୧୪ ମସିହାରେ ଜଣେ ଅର୍ଥୋପେଡିକ୍ ଡାକ୍ତର ଓ ତାଙ୍କ କେୟାର ଟେକର ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା ମାମଲାର ଅଭିଯୁକ୍ତ ସ୍ନେହା ଶୋକର ସାମଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ୱରର ଏକ ଅଦାଲତ। ୨୦୧୪ ଅକ୍ଟୋବର ୧୪ ତାରିଖରେ ଖଣ୍ଡଗିରି ପାହାଡ଼ ନିକଟରେ ଡାକ୍ତର…

ଡାକ୍ତରଖାନାରୁ ନିଖୋଜ ହେଲା ନବଜାତ ଶିଶୁ, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଶିଶୁକୁ ନେଇଥିବା ସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଚାଇଲ୍ଡ କେୟାର ୟୁନିଟରୁ ଜଣେ ନବଜାତ ଶିଶୁ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ହସ୍ତାନ୍ତର କରିନଥିବା ନେଇ ପରିବାର ଲୋକେ ଶୁକ୍ରବାର…