Latest Odisha News

BREAKING NEWS

Browsing Category

ଫିଚର

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି ।…

ଦିଲ୍ଲୀ ଅଲିପୁର ଅଗ୍ନିକାଣ୍ଡ : ୧୧କୁ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ସ୍ଥିତ ଦୟାଲପୁର ମାକେର୍ଟରେ ଥିବା ଏକ ପେଣ୍ଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ ୧୧ ଜଣ  ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ଏଥିସହ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଆଜିଠୁ ଯୁକ୍ତ ୨ ପରୀକ୍ଷା; ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆଜିଠାରୁ ପରୀକ୍ଷା…

ଚାଷୀ ଆନ୍ଦୋଳନ: ଆଜି ଭାରତ ବନ୍ଦ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ଟ୍ରେଡ ୟୁନିଅନର ଆହ୍ଵାନରେ ଆଜି 'ଗ୍ରାମୀଣ ଭାରତ ବନ୍ଦ' ଡାକରା ଦିଆଯାଇଛି । ଏହା ଅଧୀନରେ ଦେଶର କୃଷକ ଏବଂ ଶ୍ରମିକମାନଙ୍କୁ ଆଜି ସେମାନଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିବେଦନ କରାଯାଇଛି। ଆସନ୍ତୁ ଜାଣିବା କାହିଁକି ଏବଂ…

ଅଶ୍ବିନୀଙ୍କୁ ସମର୍ଥନ କଲା ବିଜେଡି, ବ୍ୟାକଫୁଟରେ ବିଜେପି!

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପିର ବିଧାୟକ ସଂଖ୍ୟା କମ୍ ଥିଲେ ମଧ୍ୟ ୨୦୧୯ର ଫର୍ମୁଲାରେ ୨୦୨୨ରେ ପୁଣିଥରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ନବ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। କିନ୍ତୁ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। କଂଗ୍ରେସ ବିଜେଡି ଓ ବିଜେପିକୁ…

ବାଗଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା…

ଗଞ୍ଜାମରେ ଓଲଟି ପଡ଼ିଲା ବସ, ୪୩ ଆହତଙ୍କ ମଧ୍ୟରୁ ୪ ଗୁରୁତର

କୋରାପୁଟ: କୋରାପୁଟରୁ ବ୍ରହ୍ମପୁର ଅଭିିମୁଖେ ଆସୁଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪୩ ଜଣ ଆହତ ହୋଇଛନ୍ତି। ପାହାଡ଼ିଆ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ିଛି। କୋରାପୁଟ ଜିଲ୍ଲା ମନବାର ଓ ମସ୍ତିପୁଟ…

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ, ୭ ଆହତ

କେନ୍ଦୁଝର: ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପିକନିକ୍ ପାର୍ଟି ନେଇ ଯାଉଥିବା ଏକ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଘଟଗାଁ…

କାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଘ, କଂଗ୍ରେସର ସମର୍ଥନରେ ରାଜନୈତିକ ମାହୋଲ ଉଷ୍ମ

ଭୁବନେଶ୍ୱର:ଏମଏସପି ଗ୍ୟାରେଂଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ କରି ଭାରତବନ୍ଦ ଡାକରା ଦେଇଛି କୃଷକ ସଂଘ । ଦେଶର ବିଭିନ୍ନ ଭାଗରୁ ଚାଷୀମାନେ ଏକାଠି ହୋଇ ଦିଲ୍ଲୀ ସୀମାରେ ପହଂଚିଛନ୍ତି । ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ୧୬ ତାରିଖରେ ଭାରତ ବନ୍ଦ ଡାକରା…

୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ

କ୍ୟାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ ୬୦ ବର୍ଷ ବୟସରେ ତାଙ୍କ ବାନ୍ଧବୀ ଜୋଡୀ ହେଡେନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଉଭୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଡେନ ହୀରାର ମୁଦି ପିନ୍ଧିଥିବା…