Latest Odisha News

BREAKING NEWS

Browsing Category

ଫିଚର

ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ପୁରୀ: ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ । ମାଡ଼ିବସିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଆକାଉଣ୍ଟାଣ୍ଟ ଶ୍ରୀ ବିକାଶ କୁମାର ସେନାପତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫୦୦୦ ହଜାର ଟଙ୍କ ଲାଞ୍ଚ ନେଉଥିବା…

ଭିଜିଲାନ୍ସ ଜାଲରେ ଅମିନ ବାବୁ, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲର ଅମିନ । ଜମି ଡିମାର୍କେସନ ପାଇଁ ଜଣଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଅମିନ ନୀର୍ମଳେନ୍ଦୁ କବିଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ । ସୂଚନା…

ମିଳିଲା ଈଶାନ କିଶାନଙ୍କ ଖୋଜ ଖବର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଏବେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପରେ ସେ ଭାରତୀୟ ଟିମ ସହିତ ଦକ୍ଷିଣ ଆଫ୍ରିକା ଯାଇଥିଲେ । ମାତ୍ର ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ ଅଧାରୁ ପଳାଇ ଆସିଥିଲେ । ସେବେଠାରୁ ତାଙ୍କର ଖୋଜ…

ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

ପୁରୀ: ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କେଉଁ ଦିନ ପାଳନ ହେବ ସେନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

ଝାରସୁଗୁଡାରେ ବର୍ଷିଲେ ରାହୁଲ, କହିଲେ ମୋଦୀ ତାଙ୍କ ଜାତି ବାବଦରେ ଦୁନିଆକୁ ମିଛ କହିଛନ୍ତି

ଝାରସୁଗୁଡା: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜାତି ବିଷୟରେ ମିଛ କହୁଥିବା ଅଭିଯୋଗ କରି କହିଛନ୍ତି ଯେ ସେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ନୁହେଁ ବରଂ ସାଧାରଣ ବର୍ଗର ଅଟନ୍ତି। ଝାରସୁଗୁଡ଼ାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେଇ…

ହ୍ୱିଲ ଚେୟାରରେ ବସି ମନମୋହନ ସିଂହ କାର୍ଯ୍ୟ କରିଛନ୍ତି କହି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ଅଭିଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅବଦାନକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ମନମୋହନ ସିଂହ ହ୍ୱିଲଚେୟାରରେ ମଧ୍ୟ କାମ କରିଛନ୍ତି। ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟଙ୍କ ବିଦାୟ ସମୟରେ…

ପାଣ୍ଠି ଆବଣ୍ଟନରେ କେନ୍ଦ୍ରର ପକ୍ଷପାତିତା ବିରୋଧରେ ଦିଲ୍ଲୀରେ ଦକ୍ଷିଣ ରାଜ୍ୟଗୁଡ଼ିକର ବିକ୍ଷୋଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ପାଣ୍ଠି ଆବଣ୍ଟନରେ ଭେଦଭାବ ଓ ଅବହେଳା ଅଭିଯୋଗରେ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ଗୁରୁବାର ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ ବିଜେପି…

ସଂସଦରେ ସରକାର ଶ୍ବେତପତ୍ର ଜାରି କରିବା ପୂର୍ବରୁ ବିରୋଧୀ କଂଗ୍ରେସ ଜାରି କଲା ‘ବ୍ଲାକ ପେପର’

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ 'ଶ୍ୱେତପତ୍ର' ଏପର୍ଯ୍ୟନ୍ତ ପ୍ରକାଶ ପାଇନଥିବା ବେଳେ ଅର୍ଥନୀତିରେ ବିଫଳ ହେବା ସହ ବେକାରୀ, ଦରବୃଦ୍ଧି ଓ କୃଷକଙ୍କ ଦୁର୍ଦ୍ଦଶା ପ୍ରସଙ୍ଗକୁ ଅଣଦେଖା କରୁଥିବା ଅଭିଯୋଗ କରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦିଲ୍ଲୀରେ ଏକ ସାମ୍ବାଦିକ…

ଆରବିଆଇ ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାର କାରଣ କ’ଣ?

 ନୂଆଦିଲ୍ଲୀ: ଅଧିକାଂଶ ଅର୍ଥନୀତିଜ୍ଞଙ୍କ ଆଶା ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରୁଥିବା ପ୍ରମୁଖ ସୁଧ ହାର ରେପୋ ରେଟ୍କୁ କ୍ରମାଗତ ଷଷ୍ଠ ଥର ପାଇଁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଭିତର ବେଢ଼ା ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ । ଏତେ ସୁରକ୍ଷା ମଧ୍ୟରେ କିପରି ମନ୍ଦିର ଭିତରକୁ ମୋବାଇଲେ ଗଲା ଆଉ ଫଟୋ ଉଠାଇବା ବେଳେ ମଧ୍ୟ କାହାରି ଦୃଷ୍ଟି ଗୋଚର ହୋଇପାରିଲା ନାହିଁ ସେନେଇ ଏବେ ପ୍ରଶ୍ନବାଚୀ…