Latest Odisha News
Browsing Category

ଫିଚର

ଟ୍ରାଫିକ୍ ପରିଚାଳନାରେ ନିୟୋଜିତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟ୍ରାଫିକ୍ ପରିଚାଳନାରେ ନିୟୋଜିତ ହେବେ ଛାତ୍ରଛାତ୍ରୀ। ସୋମବାର ଦିନ ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭୁବନେଶ୍ୱର ଏବଂ କଟକରେ ଟ୍ରାଫିକ୍ ପରିଚାଳନାରେ କମିଶନରେଟ୍ ପୋଲିସକୁ ସାହାଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରାଯିବ।…

ବଦଳିବ ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ର ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କୁଲ ଡ୍ରେସ୍ କୋଡ୍ ଏବଂ ଆଇ ଡିି କାର୍ଡ ରଙ୍ଗ ବଦଳିବାକୁ ଯାଉଛନ୍ତି। ସରକାରୀ ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରିଚୟ ପତ୍ରର ରଙ୍ଗ ଗେରୁଆ ହେବ।…

ବ୍ଲାକ୍ ମନି ବିଷୟରେ ଶୁଣିଥିବେ… କିନ୍ତୁ ରେଡ୍ ମନି ଓ ପିଙ୍କ୍ ମନି କ’ଣ ଜାଣନ୍ତି କି?

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଏବଂ ଅବୈଧ ରୋଜଗାର ଖବରରେ ଆପଣ ପ୍ରାୟତଃ କଳାଧନର ନାମ ଶୁଣିଥିବେ। ବିମୁଦ୍ରୀକରଣ ସମୟରେ ଏହା ବିଷୟରେ ଅନେକ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ଆପଣ କ’ଣ ରେଡ ମନି ଏବଂ ପିଙ୍କ୍ ମନି ବିଷୟରେ ଶୁଣିଛନ୍ତି? ଯଦି ଆପଣ ଏହା ଶୁଣି ନାହାଁନ୍ତି, ତେବେ ଆସନ୍ତୁ ଆମେ ଆପଣଙ୍କୁ…

ରାଖି ପୂର୍ଣ୍ଣିମାରେ ମହିଳାଙ୍କୁ ଗିଫ୍ଟ; ଜୟପୁରରୁ ମିଳିବ ସୁଭଦ୍ରାର ୩ୟ କିସ୍ତି

ଭୁବନେଶ୍ୱର: ଅଗଷ୍ଟ ୯ ତାରିଖରେ ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର ଦେବେ ସରକାର। ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି।…

ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ.. 

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରମୁଖ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଆଉ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିସହିତ ଟ୍ରେନିଂରୁ ଫେରିଥିବା ଅନେକ ଯୁବ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଭିନ୍ନ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ; ବଦଳିଲେ ବିଏମସି କମିଶନର, ହେମନ୍ତ ଶର୍ମା ଏସିଏସ…

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁଯାୟୀ, ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ନୂତନ ଦାୟିତ୍ୱ ସହିତ ସେ ଶିଳ୍ପ ବିଭାଗର…

ପାଇକ ବିଦ୍ରୋହ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏନସିଇଆରଟି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ତାଙ୍କ ଦାବିକୁ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି…

ସ୍ୱଚ୍ଛ ସହର ସର୍ବେକ୍ଷଣ; ଦ୍ୱିତୀୟ ସ୍ଥାନ ହାସଲ କଲା ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ସହର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଚଳିତ ମାସ ୧୭ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହ…

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନିଜର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।…

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଶପଥ ଗ୍ରହଣ 

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସୋମବାର ଦିନ ଜଷ୍ଟିସ ମାନସ ରଞ୍ଜନ ପାଠକ ଶପଥ ଗ୍ରହଣ କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ, ଜଷ୍ଟିସ…