Latest Odisha News

BREAKING NEWS

Browsing Category

ଫିଚର

‘ଅଲ୍ ଇଣ୍ଡିଆ ଟପର୍ ଆୱାର୍ଡ ୨୦୨୫’; ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ର ସମ୍ମାନିତ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଚତୁର୍ଥ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଏକ ପୋଷ୍ଟ…

ନଭେମ୍ବର ୧୫ରୁ ଟୋଲ୍ ପ୍ଲାଜାରେ ବଢିବ ଶୁଳ୍କ, ଜାଣନ୍ତୁ କେତେ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ମାନଙ୍କରେ ନଗଦ କାରବାର ହ୍ରାସ କରିବା ପାଇଁ ସରକାର ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଯୋଜନା ଚଲାଇଥିବା ନେଇ ରିପୋର୍ଟ ମିଳିଛି। ଏହି ନୂଆ ନିୟମ ନଭେମ୍ବର ୧୫ରୁ କାର୍ଯ୍ୟକାରୀ ହେବ। ନୂଆ ନିୟମ ଅନୁଯାୟୀ, ବୈଧ…

ଭୂସ୍ଖଳନ ମୁକାବିଲା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ନିକଟରେ ଗଜପତି ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ପରେ ଜୀବନହାନି ରୋକିବା ପାଇଁ ଓଡ଼ିଶା ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ନେଇ ଶନିବାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ରାଜ୍ୟର ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ…

ଏହି ଦେଶରେ ରହିଛି ସୁସ୍ଥ ହାର୍ଟ୍‌ର ସ୍ପେଶାଲ୍ ସିକ୍ରେଟ୍

ମଣିଷ ଶରୀରର ହୃଦପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ଖାଦ୍ୟପେୟ ଅନିୟମିତତା ହେଉ ବା ଶାରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ ସମସ୍ୟା ହୋଇ ଛିଡା…

କାହିଁକି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ ହୁଏ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ୱର: ଓଡ଼ିଶା ଏକ କୃଷିପ୍ରଧାନ ଅର୍ଥନୀତି ହୋଇଥିବାରୁ ଏହାର ଅନେକ ପର୍ବ ଏବଂ ସାଂସ୍କୃତିକ ପ୍ରଥା ଚାଷ ସହିତ ଜଡିତ। ଯେପରିକି ନୂଆଖାଇ, ରଜ ଏବଂ ମକର ସଂକ୍ରାନ୍ତି। ଏହି ପର୍ବଗୁଡ଼ିକରେ ଫସଲର ଭଲ ଅମଳ ପାଇଁ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରି ନୈବେଦ୍ୟ ଅର୍ପଣ କରାଯାଏ। ଏହି…

ଭାରତ ହାତରେ ଜ୍ୟାକପଟ; ଗ୍ୟାସ ଭଣ୍ଡାରର ଭିଡିଓ ଜାରି କଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ ହାତରେ ଲାଗିଛି ଏକ ବଡ ଜ୍ୟାକପଟ। ଆଣ୍ଡାମାନ ସାଗରରେ ୩୦୦ ମିଟର ଗଭୀରରେ ଲୁଚି ରହିଥିବା ଏକ ଗ୍ୟାସ ଭଣ୍ଡାର ଠାବ ହୋଇଛି। ଏହା ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା ହେବ। ଆଣ୍ଡାମାନ ସାଗରରେ ଅବସ୍ଥିତ ଶ୍ରୀ ବିଜୟପୁରମ ୨ରେ ପ୍ରାକୃତିକ ଗ୍ୟାସ ଭଣ୍ଡାର…

ଆଜି ସ୍ୱତନ୍ତ୍ର ଓଟିଇଟି; ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରାୟ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ଲଘୁଚାପ…

୭୫ ବରପୁତ୍ରଙ୍କ ନିର୍ମାଣ ହେବ ନୂଆ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାରେ ଭକ୍ତ ମନେଇ ସାହୁ, ଅଟଳ ବିହାରୀ ବାଜପେୟୀ,…

ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହା ଫଳରେ କୋରାପୁଟ ଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସେପ୍ଟେମ୍ବର ୨୭ ତାରିଖ ବେଳକୁ ଦକ୍ଷିଣ…

୮୫ କୋଟି ଟଙ୍କାରେ ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ

ଭୁବନେଶ୍ୱର: ଆୟୁର୍ବେଦ ହେଉଛି, ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା। ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ…