Latest Odisha News

BREAKING NEWS

Browsing Category

ଫିଚର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନ: ଜାନୁଆରୀ ୨୨ରେ ଅଯୋଧ୍ୟା ଆସନ୍ତୁ ନାହିଁ, ଘରେ ଦୀପ ଜଳାନ୍ତୁ

ଅଯୋଧ୍ୟା: ଜାନୁଆରୀ ୨୨ ରେ ଭଗବାନ ରାମଙ୍କ ମନ୍ଦିରର ଭବ୍ୟ ପୂଜାର୍ଚ୍ଚନା ସମାରୋହ ଭଳି ବଡ ଦିନରେ ଅଯୋଧ୍ୟା ଯାତ୍ରା ନ କରିବାକୁ ପ୍ରଧାନମନ୍ତ୍ରୀ ଭକ୍ତମାନଙ୍କୁ ନିବେଦନ କରିଛନ୍ତି । ଶନିବାର ପୁନର୍ବିକଶିତ ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ ଏବଂ ନୂଆ ମହର୍ଷି ବାଲ୍ମିକି ବିମାନ ବନ୍ଦରର…

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ: ସୁରୁଖୁରୁରେ ଦିଅଁ ଦର୍ଶନ ଓ ଜିରୋ ନାଇଟ୍ ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ: ନୂଆବର୍ଷକୁ ସ୍ବାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଏହାପୂର୍ବରୁ ପୁରୀର ସମୁଦ୍ର କୂଳରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜାନୁଆରୀ ପହିଲାରେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ କିଭଳି ସୁରୁଖୁରୁରେ ଓ ବିନା ଅସୁବିଧାରେ ଦର୍ଶନ ଏବଂ ଏକ ଭଲ…

ଟେନିସ ମ୍ୟାଚ ଅବସରରେ କୋର୍ଟରେ ପଶିଲା ସାପ

ବ୍ରିସବେନ: ଏଠାରେ ଅନୁଷ୍ଠିତ ବ୍ରିସବେନ ଆନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଂଟ ଅବସରରେ କୋର୍ଟ ମଧ୍ୟକୁ ବିଷାକ୍ତ ସାପ ପଶି ଆସିଥିଲା । ଡୋମିନିକ ଥିଏମ ଓ ଜେମ୍ସ ମ୍ୟାକକବେଙ୍କ ମଧ୍ୟରେ ମ୍ୟାଚ ଖେଳା ଯାଉଥିଲା । ଦର୍ଶକଙ୍କ ମଧ୍ୟରୁ ଜଣେ ପ୍ରଥମେ ଏହି ସାପକୁ ଦେଖିଥିଲେ । ସେ ପାଟି କରି କହିବା…

ରାୟଗଡ଼ା ଲକ୍ଷ୍ମୀ ମାଝୀ ମୃତ୍ୟୁରୁ ହଟୁନି ରହସ୍ୟ, ଜାନୁଆରୀ ୫ରେ ଜିଲ୍ଲାବ୍ୟାପୀ ବନ୍ଦ ଡାକରା

ରାୟଗଡ଼ା: ଚନ୍ଦ୍ରପୁରରେ ଲକ୍ଷ୍ମୀ ମାଝୀଙ୍କ ଦୁଃଖଦ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ଏହା ରହସ୍ୟ ଘେରରେ ରହିଛି। ଏହି ମାମଲାରେ ଦୋଷୀଙ୍କୁ ଶୀଘ୍ର ଗିରଫ କରା ନଗଲେ ଜାନୁଆରୀ ୫ରେ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ଆଦିବାସୀ ସଂଗଠନ ଆଦିବାସୀ ମହାସଂଘ । ଯାହା…

ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ, ବିଜେପି କହିଲା ବିଜେଡିକୁ ଦେବ କଡା ଟକ୍କର

ଭୁବନେଶ୍ୱର: ଆଗାମୀ ୨୦୨୪ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବିଜେପିର ଆଞ୍ଚଳିକ ପ୍ରଭାରୀ ସୁନୀଲ ବଂଶଲ ଏବଂ ଦଳର…

ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବା ଚର୍ଚ୍ଚା ଭିତରେ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରମୁଖ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଶାସକ ଦଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନରେ ସମ୍ବଲପୁରରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ…

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଡିଜିପି ଭାବେ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ନିୟମିତ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ  ଏହି ଦାୟିତ୍ୱରେ ରହିବେ।…

ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ବର୍ଷା ଆଶଙ୍କା କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା…

ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପାଇଁ ବିଏମସି ଲାଗୁ କଲା ‘ନୋ ୱାର୍କ ନୋ ପେ’ ନୀତି

ଭୁବନେଶ୍ୱର: ସମୟାନୁବର୍ତ୍ତୀତା ପରିବେଶ ସୃଷ୍ଟି କରିବା ଏବଂ କାର୍ଯ୍ୟ ଦକ୍ଷତା ବଜାୟ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ନିଷ୍ପତ୍ତି ନେଇଛି। ବିଏମସି କାର୍ଯ୍ୟାଳୟକୁ ୧୫ ମିନିଟ୍…

ବଢୁଛି କୋରୋନା, ସତର୍କ ରହିବାକୁ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ଵର: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମଧ୍ଯ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଏହାକୁ ନେଇ ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ…