Latest Odisha News

BREAKING NEWS

Browsing Category

ଫିଚର

ପୁଅର ଜନ୍ମ ଦିନରେ ଭାବପ୍ରବଣ ହେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ପୁଅ ଜୋରାଭରର ଜନ୍ମ ଦିନରେ ଭାବପ୍ରବଣ ହୋଇଛନ୍ତି । ଇନଷ୍ଟାଗ୍ରାମରେ ଧାୱନ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତୁମକୁ ବର୍ଷେ ହେବ ମୁଁ ଦେଖି ନାହିଁ । ୩ମାସ ହେବ ସମସ୍ତ ସ୍ଥାନରେ ମୋତେ ବ୍ଲକ କରି ଦିଆଯାଇଛି । ତୁମକୁ ଜନ୍ମ ଦିନର ଶୁଭେଚ୍ଛା…

ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର: ଭିଜିଲାନ୍ସ ଜାଲରେ ଇଡ୍‌କୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଚାଲିଛି । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ…

କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ

ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ  । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ  । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍  ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଲଢିବାକୁ ଆହ୍ବାନ…

ତଳମୁହାଁ ହେଉଛି ଶୀତ ପ୍ରକୋପ : ଆଜି ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ  । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର  ।  ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର  । ସେହିପରି  ଦାରିଙ୍ଗବାଡ଼ି ରେ ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାରରେ ୯ ଡିଗ୍ରୀ…

ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବା ଦେଖି ବିବାହ ବାତିଲ କଲେ ବରପକ୍ଷ

ହାଇଦ୍ରାବାଦ: ଭୋଜିରେ ମଟନ୍ ଅସ୍ଥିମଜ୍ଜା ନଥିବାରୁ ବରପକ୍ଷ ବିବାହ ବାତିଲ କରିଛନ୍ତି। କନ୍ୟା ପକ୍ଷ ବିବାହରେ ମଟନ୍ ଅସ୍ଥିମଜ୍ଜା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବରଯାତ୍ରୀଙ୍କ ଖାଇବା ଥାଳିରେ ମଟନ୍ ଅସ୍ଥିମଜ୍ଜା ନମିଳିବାରୁ କ୍ଷୁବ୍ଧ ହୋଇ ବରପକ୍ଷ ବାହାଘର ଭାଙ୍ଗି ଦେଇଛନ୍ତି।…

ପାଣି ପିଅ , ଓଜନ କମାଅ

ନୂଆଦିଲ୍ଲୀ : ଆଜିକାଲିକା ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କିଏ ଡାଏଟ୍ ରେ ରହୁଛି ତ ଆଉ କିଏ ଜିମ୍ ଯାଉଛି  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ନିୟନ୍ତ୍ରଣରେ ରଖିପାରିବା  ।  ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ…

ନୂଆ କୋଭିଡ ଆକ୍ରାନ୍ତ ସହ ସପ୍ତାହକରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ୭ ଦିନ ମଧ୍ୟରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୨୮ ନୂଆ କୋଭିଡ୍-୧୯ ସଂକ୍ରମଣ ରେକର୍ଡ କରାଯାଇଛି।…

ଭାରତୀୟ ସେନା ବିରୋଧରେ ଚାଇନା ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଆତଙ୍କବାଦୀ!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀମାନେ ଚୀନ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ କରିବାରୁ ବ୍ୟବହାର କରୁଥିବା ଉପକରଣ ବ୍ୟବହାର କରୁଥିବା ଜାଣିବାକୁ ମିଳିଛି। ଯାହା ଚୀନ୍ ଏବଂ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ…

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ : ଲେହ ଓ ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ…

କ୍ରାଉଡ ଫଣ୍ଡିଂ ଯୋଗେ କଂଗ୍ରେସ କେଉଁ ରାଜ୍ୟରୁ ପାଇଲାଣି କେତେ ଟଙ୍କା?

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରାଉଡ୍ ଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦଳୀୟ ନେତା, ଦଳ ବାହାର ସମର୍ଥକ ଆଦି ଅନେକ  ଲୋକ କଂଗ୍ରେସର ଏହି ଅଭିଯାନକୁ ସହଯୋଗ କରୁଛନ୍ତି। କଂଗ୍ରେସ ନେତା ଅଜୟ ମାକେନ ଏକ୍ସରେ ଟୁଇଟ୍ କରି ଏବେ ସାର୍ବଜନୀନ କରିଛନ୍ତି,…