Latest Odisha News

BREAKING NEWS

Browsing Category

ଫିଚର

ଡିଏମଡି ରୋଗର ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି, ସାମିଲ ହେଲେ ଛୋଟ ଛୁଆ

ଭୁବନେଶ୍ୱର: ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (ଡିଏମଡି) ରୋଗରେ ପୀଡିତ ଶିଶୁମାନେ ଶୁକ୍ରବାର ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେବା ସହ ସେମାନଙ୍କ ଚିକିତ୍ସା ଓ ସୁସ୍ଥତା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି। ଓଡ଼ିଶା ଡୁଚେନ୍ ମସ୍କୁଲାର୍ ଡିଷ୍ଟ୍ରୋଫି ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି…

ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ଯୁକ୍ତ ଦୁଇ ଫେଲ୍, କିନ୍ତୁ ଛଅଟି ଭାଷାରେ ଦକ୍ଷ

ଯାଜପୁର: ଧରାପଡ଼ିଥିବା କାଶ୍ମୀରର ଠକ ତଥା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀର କଲ୍ ଡିଟେଲ୍ ରିପୋର୍ଟ (ସିଡିଆର)କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ହାତରେ ଲାଗିଛି। ସମ୍ଭାବ୍ୟ ଆତଙ୍କବାଦୀ ସଂଯୋଗ ନେଇ ବୁଖାରୀ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତ ସହ…

ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ଜାନୁଆରୀରେ ଓଡ଼ିଶା ଆସିବେ: ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନିଜର ସ୍ଥିତିକୁ ମଜଭୁତ କରିବା ପ୍ରୟାସରେ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବାର ଯୋଜନା କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ ଏଆଇସିସି ସଭାପତି…

ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହଣ ପଞ୍ଚାୟତର କୋଷିଦା ବରଗୁଡ଼ିପଡ଼ା ଗ୍ରାମରେ ଥିବା ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସ ଙ୍କୁ ହତ୍ୟା । ଆଜି ମଧ୍ୟାହ୍ନ ସମୟରେ ମଠ ପରିସରରେ ଖାଉଥିବା ବେଳେ ନାରଦିଆ କେଳା ସାହିର ବାନା ଦାସ ନିଶାସକ୍ତ ଅବସ୍ଥାରେ ଏକ…

‘ପଦ୍ମଶ୍ରୀ’ ଫେରାଇଲେ ରେସଲର ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ଫେରାଇଲେ ରେସଲର ବଜରଙ୍ଗ ପୁନିଆ। ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇ ଦେଇଛନ୍ତି।ଏକ୍ସରେ ଅଢେଇ ପୃଷ୍ଠାର ଚିଠି ପୋଷ୍ଟ କରିବା ସହ…

ରାଉରକେଲାରେ ଝାଡାବାନ୍ତି ରୋକିବାକୁ ତତ୍ପର ୱାଟକୋ, ଚାଲିଛି ପାଇପ ମରାମତି

ରାଉରକେଲା: ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ଏହାକୁ ରୋକିବାକୁ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା ୱାଟକୋ ତତ୍ପର ହୋଇ ପଡ଼ିଛି । ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର…

ପ୍ରଚାରରେ ଭିନ୍ନକ୍ଷମଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କଲେ ୫ବର୍ଷ ଜେଲ: ECI

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରରେ ଭିନ୍ନକ୍ଷମଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅପମାନଜନକ ଭାଷା ପ୍ରୟୋଗ କଲେ…

ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ୧୦ହଜାର ଡଲାର ପୁରସ୍କାର ଘୋଷଣା କଲା ଏଫବିଆଇ

ୱାଶିଂଟନ: ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ପୁରସ୍କାର ରାଶି ଘୋଷଣା କଲା ଏଫବିଆଇ । ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ଥିବା ୨୯ ବର୍ଷୀୟ ମାୟୁଶି ଭଗତଙ୍କୁ ଖୋଜିଆଣିଲେ ଦିଆଯିବ ପୁରସ୍କାର ରାଶି । ମାୟୁଶିଙ୍କୁ ଖୋଜି ଖୋଜି ନିରାଶ ହୋଇଗଲାଣି ଏଫବିଆଇ । ବର୍ତ୍ତମାନ ତାଙ୍କ…

ବେଲପାହାଡ ରେଞ୍ଜ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା: ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଲରାପତରିଆ ବାଘର ଫୋଟୋ କଏଦ ହୋଇଛି । ଗତ ୧୪ ତାରିଖ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାର ଫୁଟେଜରୁ ବାଘ ଥିବା ସ୍ପଷ୍ଟ ହୋଇଛି ।…

 ବିଜେଡିର କାଉଣ୍ଟର: ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି ।  ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି । ଓଡିଶାକୁ ଦେଶ ବିଦେଶରେ ବଦନାମ ପାଇଁ ଷଡଯନ୍ତ୍ର କରୁଛି ଏହି ଦଳ । ଏମିତି କହି ବିଜେପି ଉପରେ ଜୋରଦାର ବର୍ଷିଛି ବିଜେଡି । ଏଥିସହିତ ଦଳ ତାର ଶାସନ…