Latest Odisha News

BREAKING NEWS

Browsing Category

ଫିଚର

ନେପାଳ କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ: ନେପାଳର କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପରବର୍ତୀ ଶୁଣାଣୀରେ କୋର୍ଟ ତାଙ୍କୁ ଦଣ୍ଡ ପ୍ରଦାନ କରିବ । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ସମୟରେ ଝିଅ ନାବାଳିକ ନ ଥିଲେ । ଜାନୁୟାରୀ ୧୨ରେ ପାଟନା ହାଇକୋର୍ଟ ଜାମିନ…

ବହୁଚର୍ଚ୍ଚିତ ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: ଚନ୍ଦ୍ରପୁରରେ ଖୋଲତାଡ ଆରମ୍ଭକାଲା…

ରାୟଗଡା: ବହୁଚର୍ଚ୍ଚିତ ଚନ୍ଦ୍ରପୁର ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁର ଖୋଳତାଡ ଆରମ୍ଭକାଲା କ୍ରାଇମବ୍ରାଞ୍ଚ୍ ଟିମ୍ । ଘଟଣାସ୍ଥଳ ଚନ୍ଦ୍ରପୁର ଠାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ଟିମ୍ ରେ ଡିଆଇଜି ଚରଣ ସିଂ ମିନାଙ୍କ ସମେତ ଜିଲ୍ଲା ଏସପି ବିବେକାନନ୍ଦ…

ବ୍ରିଜଭୂଷଣଙ୍କ ଘରୁ କାର୍ଯ୍ୟାଳୟ ଉଠାଇନେଲା ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ତାର କାର୍ଯ୍ୟାଳୟକୁ ପୂର୍ବ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଘରୁ ଉଠାଇ ନେଇଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କଡା ଆପତି ଦର୍ଶାଯାଇଥିଲା । ନୂଆଦିଲ୍ଲୀର ହରିନଗରରେ ସଂଘର ନୂତନ କାର୍ଯ୍ୟାଳୟରେ ଏଥର ସମସ୍ତ କାର୍ଯ୍ୟ ହେବ ।…

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି

ଭୁବନେଶ୍ବର: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୬ମାସ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ ପ୍ରଦୀପ ଜେନା। ରାଜ୍ୟ ସରକାର ‌ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା…

ଥାଲାପତି ବିଜୟଙ୍କ ଉପରକୁ ଚପଲ ମାଡ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରକୁ ଜଣେ ଅଜଣା ବ୍ୟକ୍ତି ଚପଲ ମାଡ କରିଛି । ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବିଜୟ ଯାଇଥିଲେ । ସେହି ସମୟରେ ଏହି ଅଘଟଣା ଘଟିଛି । ଏ ସମ୍ପର୍କୀତ ଏକ ଭିଡିଓ ଏବେ ଭାଇରାଲ…

ନନ୍ଦନକାନନ ପ୍ରତିଷ୍ଠା ଦିବସ: ବାଘ, ସିଂହ ଓ ହାତୀ ଶାବକଙ୍କର ନାମକରଣ 

ଭୁବନେଶ୍ବର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଦଘାଟିତ ହୋଇଛି ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ ଓ ଅଷ୍ଟ୍ରିଚ ଖୁଆଡ ମଧ୍ୟ ଉଦଘାଟନ କରାଯାଇଛି । କାସୁଆରୀ ପକ୍ଷୀ ପାଇଁ…

IPSଙ୍କ ପଦୋନ୍ନତି: ୫ଜଣଙ୍କୁ IG ପାହ୍ୟା, ୬ଜଣ ହେଲେ DIG

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ IPS ଅମ୍ରିତା ଦାଶ,…

୨ସାନ ଭାଇଙ୍କ ଆତ୍ମହତ୍ୟା ଖବର ଶୁଣି ଝୁଲିପଡିଲେ ବଡ ଭାଇ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲରେ ଗୋଟିଏ ପରିବାରର ୩ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ । ଅଲଗା ଅଲଗା ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଧନାରୀ ଥାନା ଔରଙ୍ଗାବାଦ ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଔରଙ୍ଗାବାଦ ଗାଁର…

ଧିମା ବୋଲିଂ ହାର ଯୋଗୁ ଭାରତ ହରାଇଲା ଡବ୍ଲୁଟିସିର ୨ ପଂଏଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପରାଜିତ ହେବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମ୍ୟାଚରେ ଧିମା ବୋଲିଂ ହାର ଯୋଗୁ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨ ପଂଏଟ କାଟି ଦିଆଯାଇଛି । ଭାରତ ଆବଶ୍ୟକଠାରୁ ୨ ଓଭର ପଛରେ ରହି ଯାଇଥିଲା । ପଂଏଟ…

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ବନ୍ଦ ଘରୁ ୫ଟି ନରକଙ୍କାଳ ଉଦ୍ଧାର 

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହୋଇଛି ୫ଟି ନରକଙ୍କାଳ । ଚିତ୍ରଦୁର୍ଗ ଜିଲ୍ଲା ଜେଲ୍‌ ରୋଡ୍‌ରେ ଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ୫ଟି ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଘରର ମାଲିକ ହେଉଛନ୍ତି…