Latest Odisha News

BREAKING NEWS

Browsing Category

ଫିଚର

ଭାରତ-ପାକ୍ ଉତ୍ତେଜନା: ସମସ୍ତ ଜିଲ୍ଲାପାଳ, ଆରଡିସିଙ୍କ ଛୁଟି ବାତିଲ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ଏବଂ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ଛୁଟି ବାତିଲ କରିଛନ୍ତି। ପଶ୍ଚିମ ଭାରତରେ ଯୁଦ୍ଧ ପରି ପରିସ୍ଥିତିକୁ ନଜରରେ ରଖି ଶୁକ୍ରବାର ଦିନ ସାଧାରଣ…

ଭାରତ-ପାକ୍ ଉତ୍ତେଜନା: ରାଜ୍ୟର ସବୁ ଆଇପିଏସଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ଵର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକ୍ ସେନା ଆକ୍ରମଣର ମୁଁହତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ। ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର…

ପାକିସ୍ତାନର ଆକ୍ରମଣରେ ଅତିରିକ୍ତ ଡିସି ରାଜ କୁମାର ଥାପା ସହିଦ, ଓମାର ଅବଦୁଲ୍ଲାଙ୍କ ଶୋକ ପ୍ରକାଶ

ରାଜୌରୀ: ଜମ୍ମୁ କାଶ୍ମୀରର ରାଜୌରୀରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର (ଏଡିସି) ରାଜ କୁମାର ଥାପା ପାକିସ୍ତାନ ଗୁଳିମାଡ଼ରେ ସହିଦ ହୋଇଛନ୍ତି। ପାକିସ୍ତାନୀ ସେନା ସିଧାସଳଖ ରାଜୌରୀ ସହରକୁ ଟାର୍ଗେଟ କରିଥିଲା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ…

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ ସରକାରୀ…

ହମାସ ଷ୍ଟାଇଲରେ ମିଶାଇଲ୍ ମାଡ଼ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକ ମିଶାଇଲ୍ ଆଟାକ୍ କରିଛି। ପାକିସ୍ତାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସତୱାରୀ, ସାମ୍ବା, ଆରଏସ ପୁରା ଏବଂ ଆର୍ନିଆ ଉପରେ ମୋଟ…

ଭାରତୀୟ ସେନା କବ୍ଜାରେ ୨ ପାକିସ୍ତାନୀ ପାଇଲଟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ ଅନୁପ୍ରବେଶ କରିବାକୁ…

ଅଧାରୁ ବନ୍ଦ ହେଲା ଆଇପିଏଲ୍ ମ୍ୟାଚ୍, ଷ୍ଟାଡିୟମରୁ ବାହାରିଯିବାକୁ ଦର୍ଶକଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନର ଆକ୍ରମଣ ଯୋଗୁଁ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ବାତିଲ କରାଯାଇଛି। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା। ମ୍ୟାଚ୍ ବାତିଲ ସମୟରେ ପଞ୍ଜାବ ଇନିଂସର ୧୧ତମ ଓଭର ବୋଲିଂ ହେଉଥିଲା। ରିପୋର୍ଟ ଅନୁସାରେ, ସୁରକ୍ଷା କାରଣରୁ…

ଜୈସଲମେର ଓ ପଠାନକୋଟ ଉପରେ ଆଟାକ୍ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ସୁସାଇଡ ଡ୍ରୋନ୍ ସାହାଯ୍ୟରେ ଜମ୍ମୁ ଏବଂ ପଠାନକୋଟ ଉପରେ ଆକ୍ରମଣ କରିଛି। ଏଥିରେ ଜମ୍ମୁ ବିମାନବନ୍ଦର ଏବଂ ପଠାନକୋଟ ଏୟାରବେସକୁ ଟାର୍ଗେଟ କରିଛି ପାକ୍। ତେବେ ଭାରତୀୟ S-400 କ୍ଷେପଣାସ୍ତ୍ର ମାଧ୍ୟମରେ ସମସ୍ତ ପାକିସ୍ତାନୀ ଡ୍ରୋନକୁ…

ଭାରତର ବଡ଼ ଆକ୍ସନ; ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଯେଉଁଥିରେ ମନ୍ତ୍ରଣାଳୟ ସମସ୍ତ ଓଟିଟି ପ୍ଲାଟଫର୍ମ ତଥା ଭାରତରେ ଚାଲୁଥିବା ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ କଣ୍ଟେଣ୍ଟ ତୁରନ୍ତ…

ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶ ଅଣଦେଖା କଲେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସରକାରୀ ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶକୁ ଅଣଦେଖା କରୁଥିବା ସ୍କୁଲଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ଚାଲିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟି ଘୋଷଣା କରିଥିଲେ। କିନ୍ତୁ କିଛି…