Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ଫେରୁଛି ପୋସ୍କୋ, ଜେଏସଡବ୍ଲୁ ସହ 6 MTPA ପ୍ଲାଣ୍ଟ ପାଇଁ ଚୁକ୍ତିନାମା

ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରମୁଖ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମ ହାତରେ ଦୁଇଟି ବଡ଼…

ରାଉରକେଲାକୁ ଭେଟି, ୧୫୮ କୋଟି ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଦିନିକିଆ ରାଉରକେଲା ଗସ୍ତ ସମୟରେ ୧୫୮ କୋଟି ଟଙ୍କା ମୂଲ୍ୟର ପ୍ଲାନେଟାରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପରିବେଶ ପଥ, ଏକ ଆଦିବାସୀ ସଂଗ୍ରହାଳୟ ଏବଂ ଏକ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ସମେତ ଅନେକ…

ଭାରତ ମଧ୍ୟ ଋଣ ନିଏ କି… ଜାଣନ୍ତୁ କେଉଁ ଦେଶ ସବୁଠାରୁ ଅଧିକ ଋଣ ନିଏ?

ନୂଆଦିଲ୍ଲୀ: ଏକ ବୃହତ ଅର୍ଥନୀତି ପରିଚାଳନା ପାଇଁ ଋଣ ନେବା ଏକ ସାଧାରଣ ଅଂଶ। ଭିତ୍ତିଭୂମି, କଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ବଜେଟ୍ ୨୦୨୬-୨୭ ଅନୁଯାୟୀ, ଭାରତର ମୋଟ ବକେୟା ଋଣ ପ୍ରାୟ ₹୧୯୭.୧୮ ଲକ୍ଷ କୋଟିରେ…

ମୃତଦେହକୁ କବର ନ ଦେଇ କେତେ ଦିନ ରଖାଯାଇପାରିବ, ଜାଣନ୍ତୁ ଏହାକୁ କିପରି କରାଯାଏ ସଂରକ୍ଷଣ?

ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ୫୦ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ପରିସ୍ଥିତି କେବଳ ଅସାଧାରଣ ନୁହେଁ ବରଂ ସାରା ବିଶ୍ୱରେ ଆଲୋଚନାର ବିଷୟ…

ଏହି ଦେଶଗୁଡ଼ିକରେ ଆବଶ୍ୟକ ହୁଏନି କୌଣସି ଟୋଲ୍ ଟ୍ୟାକ୍ସ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭ୍ରମଣ ପାଇଁ ରାଜପଥରେ ଟୋଲ୍ ଦେବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତଥାପି, ଏପରି କିଛି ଦେଶ ଅଛି ଯେଉଁଠାରେ ଡ୍ରାଇଭରମାନେ କୌଣସି ଟୋଲ୍ ନ ଦେଇ ରାସ୍ତା ଏବଂ ଏକ୍ସପ୍ରେସୱେ ବ୍ୟବହାର କରିପାରିବେ। ଏହି ଦେଶଗୁଡ଼ିକରେ, ସରକାରୀ ପାଣ୍ଠି, ଆୟକର କିମ୍ବା ଜାତୀୟ ରାଜସ୍ୱ…

ଆସୁଛନ୍ତି ରାଷ୍ଟ୍ରପତି, ନୋ ଫ୍ଲାଇଙ୍ଗ ଜୋନ୍ ହେଲା ଝାରସୁଗୁଡ଼ା

ଝାରସୁଗୁଡ଼ା: ରାଷ୍ଟ୍ରପତିଙ୍କ ଆଗାମୀ ଝାରସୁଗୁଡ଼ା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଆସନ୍ତା ୨୧.୦୪.୨୦୨୬ ରିଖକୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଅଞ୍ଚଳକୁ “ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଙ୍ଗ୍…

ଜନଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟିତ୍ରୀ

ବାରିପଦା: ବାରିପଦାରେ ଜନଗଣନା କାର୍ଯ୍ୟରେ ନିୟୋଜିତ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଶନିବାରଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି। ଗତ ଆଠ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଥିବା ୟୁଜି ସ୍କୁଲରେ କାର୍ଯ୍ୟରତ ଜ୍ୟୋତ୍ସ୍ନାରାଣୀ ସାହୁ ଜନଗଣନା ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ସକାଳ…

ଆଜି ଅକ୍ଷୟ ତୃତୀୟା; ହଳ ବୁଲାଇ ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପାଳିତ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ। ଏହି ପବିତ୍ର ଦିନରେ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନ ବୁଣି ହଳ ବୁଲାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି। କଟକ ବିଦ୍ୟାଧରପୁର ସ୍ଥିତ ସିଆରଆରଆଇ ଧାନ ଗବେଷଣା…

ଗୋଆର ସାଧ୍ବୀ ସେଲ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬’

ଭୁବନେଶ୍ୱର: ଗୋଆର ସାଧ୍ବୀ ସେଲ୍ ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬ର ମୁକୁଟ ଜିତିଛନ୍ତି। ଏହା ସହିତ ସେ ଆଗାମୀ ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ଭାରତଙ୍କୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ମହାରାଷ୍ଟ୍ରର ରଜନନ୍ଦିନୀ ପାୱାର ପ୍ରଥମ ରନର୍-ଅପ୍ ଏବଂ ଶ୍ରୀ ଅଦ୍ୱୈତା…

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଫେଲ ମାରିଛି। ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହେବାକୁ ଥିବା…