Latest Odisha News

BREAKING NEWS

Browsing Category

ଫିଚର

ଜମ୍ମୁ-କଶ୍ମୀରେ ଖାଇକୁ ଖସିଲା ଗାଡ଼ି, ୭ ପର୍ଯ୍ୟଟକ ମୃତ

ଜମ୍ମୁ-କଶ୍ମୀର: ଶ୍ରୀନଗର-ଲେହ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଜୋଜିଲା ଦରେ ଅଞ୍ଚଳରେ ଖାଇକୁ ଭ୍ଯାନ ଖସି ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। ସମସ୍ତେ ଜମ୍ମୁ କଶ୍ମୀର ବୁଲିବା ପାଇଁ ଆସିଥିଲେ। ଦୁର୍ଘଟଣା ବେଳେ ଟ୍ୟାକ୍ସିରେ ଡ୍ରାଇଭର ସମେତ ୮ ଜଣ ଥିବା…

ରାଜସ୍ଥାନରେ ବିଜୟ ସତ୍ବେ ବିଜେପିକୁ ଅଡ଼ୁଆ ବସୁନ୍ଧରା ରାଜେ?

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।…

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ୧୦ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା…

ଡିଏମକେ ନେତାଙ୍କ ବିବାଦୀୟ ବୟାନ, ବିଜେପି ‘ଗୋମୂତ୍ର ରାଜ୍ୟ’ରେ ହିଁ କେବଳ ଜିତିବ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ଯାଣ୍ଡରେ ବିଜେପିର ବିଜୟକୁ ଗୋମୂତ୍ର ରାଜ୍ୟ ବୋଲି କହି ବିବାଦରେ ଡିଏମକେ ନେତା। ସେ କହିଛନ୍ତି ବିଜେପି କେବଳ ହିନ୍ଦୀ ଭାଷା ଭାଷି ବା ଗୋମାତାକୁ ଯେଉଁଠି ଗୁରୁତ୍ବ ଦିଆଯାଉଛି ସେଠାରେ ବିଜୟୀ ହୋଇପାରିବ। ଅନ୍ୟ ରାଜ୍ୟରେ ପାଦ ଚିହ୍ନ ରଖିପାରିବ ନାହିଁ।…

ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ହାର୍ଦ୍ଦିକଙ୍କୁ ଲାଗିବ ଆହୁରି ୧୮ ସପ୍ତାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ବିଶ୍ୱକପର ଅଧିକାଂଶ ମ୍ୟାଚ ଖେଳିପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ…

ଏମପିର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ରାଜ୍ୟ ରାଜନୀତିରୁ ‘ମାମା’ ନେବେ କି ବିଦାୟ?

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓରଫ ମାମା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନା ଆଉ କିଏ ? ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଶିବରାଜ ସିଂହ ଚୌହ୍ବାନ ଦେଇଥିବା ବୟାନ…

ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା

ଭୁବନେଶ୍ବର: ଉଦବେଗ ବଢାଇଲା ଗତ ୪ ବର୍ଷର ରିପୋର୍ଟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡ଼ିଶା ଥିବା ରିପୋର୍ଟ କହୁଛି । ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫…

ଦୁର୍ଘଟଣାରେ ‘କ୍ୟାସ୍‌ ଲେସ୍‌’ ହେବ ଆହତଙ୍କ ଚିକିତ୍ସା !

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ କ୍ୟାସ୍‌ ଲେସ୍‌ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ଯୋଜନା କରୁଛନ୍ତି…

କିଏ କହିଲେ ସଲମାନ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି

ମୁମ୍ବାଇ: ସଲମାନ ଖାଁ ବଲିଉଡର ସୁପରଷ୍ଟାର ହୋଇପାରନ୍ତି ସତ, ମାତ୍ର ସେ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଅଭିଜିତ ୧୦୦୦ ଫିଲ୍ମରେ ୬୦୩୪ ଗୀତ ଗାଇଛନ୍ତ । ସେ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ସଲମାନ ପାଇଁ ମଧ୍ୟ ହିଟ ଗୀତ…