Latest Odisha News

BREAKING NEWS

Browsing Category

ଫିଚର

ଆହୁରି ବଢିବ ତାତି; ୨୬ ଯାଏଁ କଲବଲ ହେବେ ଲୋକେ

ଭୁବନେଶ୍ୱର: ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଗରମ ଏବଂ ଉଷ୍ମ ରାତି ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି। ଝାରସୁଗୁଡ଼ା ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ…

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ମୃତ; ଜାଣନ୍ତୁ କିଏ କେଉଁ ସ୍ଥାନର…

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇପଡିଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲା ବେଳେ କିଛି ଆହତ ମଧ୍ୟ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣ ପରେ ସେନା ପହଲଗାମ ଏବଂ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ…

ରାଜ୍ୟ କ୍ୟାବିନେଟ ବୈଠକରେ ୬ ପ୍ରସ୍ତାବକୁ ମଞ୍ଜୁରି 

ଭୁବନେଶ୍ୱର: ଲୋକସଭା ଭବନରେ ବୁଧବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା କ୍ୟାବିନେଟ୍ ୬ଟି ପ୍ରସ୍ତାବ ଉପରେ ମୋହର ମାରିଛି। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଆଜି ହୋଇଥିଲା।ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବ ମଧ୍ୟରୁ…

ଯାଅ ମୋଦିଙ୍କୁ କହିବ; କାଶ୍ମୀରରେ ମୃତକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର ଶିବମୋଗାର ମଞ୍ଜୁନାଥ ରହିଛନ୍ତି। ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ପୁଅ ସହିତ ଜମ୍ମୁ କାଶ୍ମୀରରେ ଛୁଟି…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ; ପର୍ଯ୍ୟଟକଙ୍କ ନାଁ ପଚାରିଲେ, ଗୁଳି ମାରିଦେଲେ..

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ମଙ୍ଗଳବାର ଦିନ ଅପରାହ୍ନରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ଯେଉଁଥିରେ ୨୬ଜଣଙ୍କ ମୃତ୍ୟୁର ଆଶଙ୍କା କରାଯାଉଛି। ଏହା ମଧ୍ୟରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। ସୂଚନା…

କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ; ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜମ୍ମୁ କାଶ୍ମୀରର ପହେଲଗାମ ଠାରେ ଆଜି ଉଗ୍ରପନ୍ଥୀମାନେ ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଧିକ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଓଡ଼ିଆ ପର୍ଯ୍ୟଟକଙ୍କ ଜୀବନ ଗଲା

ଭୁବନେଶ୍ୱର: ଜମ୍ମୁ କାଶ୍ମୀର ପହଲଗାମରେ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଓଡ଼ିଶା ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ସତପଥୀ ବୋଲି ଚିହ୍ନଟ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲାର ରେମୁଣା…

ଜଳୁଛି ପଶ୍ଚିମ ଓଡ଼ିଶା; ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ମଧ୍ୟରେ ମଙ୍ଗଳବାର ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଛି। ସମ୍ବଲପୁର ୪୪.୨° ସେଲସିୟସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ହୀରାକୁଦ (୪୪° ସେଲସିୟସ) ଏବଂ ରାଉରକେଲା (୪୨.୨° ସେଲସିୟସ) ରହିଛି।…

ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ଶକ୍ତି ଦୁବେ

ଭୁବନେଶ୍ୱର: ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା।…

ବନକଲାଗି ନୀତି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ବୈଶାଖ କୃଷ୍ଣ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ…