Latest Odisha News

BREAKING NEWS

Browsing Category

ଫିଚର

କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ

ନୂଆଦିଲ୍ଲୀ: ସାରା ବିଶ୍ୱର ଲୋକଙ୍କ ପାଇଁ ଆଜି ଏକ ବିଶେଷ ଦିନ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ, ଆଜି ମାର୍ଗଶୀର ପୂର୍ଣ୍ଣିମା ଏବଂ ଅନ୍ନପୂର୍ଣ୍ଣା ଜୟନ୍ତୀ ପାଳନ କରାଯାଉଛି। ଆଉ ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର (କୋଲ୍ଡ ମୁନ୍)। ଏହା ବର୍ଷର ସର୍ବୋଚ୍ଚ…

୧୦୦ ବର୍ଷ ପରେ କିପରି ଦେଖାଯିବ ମଣିଷ? ରିସର୍ଚ୍ଚରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଟିକିଏ ଚିନ୍ତା କରନ୍ତୁ, ଯଦି ଆପଣଙ୍କର ହାଡ଼ ଭାଙ୍ଗିବା ପରିବର୍ତ୍ତେ ରବର ପରି ବଙ୍କା ହେବାକୁ ଲାଗେ ଏବଂ ଆପଣଙ୍କର ଦାନ୍ତ ଥଣ୍ଟରେ ପରିଣତ ହୋଇଯାଏ, ତେବେ କ’ଣ ହେବ? ଏହା କାଳ୍ପନିକ କଥା ପରି ଲାଗୁଥିବ, କିନ୍ତୁ ସାମ୍ପ୍ରତିକ ବୈଜ୍ଞାନିକ ଗବେଷଣା ଅନୁଯାୟୀ ପରବର୍ତ୍ତୀ ଶତାବ୍ଦୀର…

ଚୀନକୁ ପଛରେ ପକାଇଲା ଆନ୍ଧ୍ର: ବିଶାଖାପଟନମରେ ଖୋଲିଲା ସବୁଠାରୁ ଲମ୍ବା ‘ଗ୍ଲାସ୍ ସ୍କାଏୱାକ୍’

ଅମରାବତୀ: ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ସହର ବିଶାଖାପଟନମର ସୁନ୍ଦର ପାହାଡ଼ଗୁଡ଼ିକ ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। କିନ୍ତୁ ଏଥର ଭାଇଜାଗ୍ ସହର ଏପରି କିଛି ରେକର୍ଡ ସୃଷ୍ଟି କରିଛି ଯାହା ଜାତୀୟ ଆଲୋଚନାର କାରଣ ପାଲଟିଛି। କୈଳାଶଗିରି ପାହାଡ଼ ଉପରେ ନିର୍ମିତ ଏହି 'ଗ୍ଲାସ…

ବଦଳିଲା ଭୁବନେଶ୍ବର ଓ ପୁରୀ ରାଜଭବନର ନାଁ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନଗୁଡ଼ିକୁ ସୋମବାର ଦିନ ଆନୁଷ୍ଠାନିକ ଭାବରେ ଲୋକଭବନ ଭାବେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ କରାଯାଇଛି। ଯାହା ଦେଶବ୍ୟାପୀ ରାଜଭବନଗୁଡ଼ିକୁ ଲୋକଭବନ ଏବଂ ରାଜ ନିବାସକୁ ଲୋକ ନିବାସ…

ପୋଲିସ ବାହିନୀରେ ମହିଳାଙ୍କୁ ନିର୍ଯାତନା ଘଟଣା; ୩ ବର୍ଷରେ ୧୮ ମାମଲା 

ଭୁବନେଶ୍ୱର: ୨୦୨୩ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଓଡ଼ିଶାରେ ପୋଲିସ ବାହିନୀରେ କାର୍ଯ୍ୟରତ ମହିଳାଙ୍କ ପ୍ରତି ନିର୍ଯାତନା ଜନିତ ୧୮ଟି ମାମଲା ରୁଜୁ ହୋଇଛି। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଇନ…

୭ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ୭ ଜଣ ଓଏଏସ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ତିନି ଜଣଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ଫେରାଇ ଆଣିଥିବା ନେଇ ମଧ୍ୟ ସୂଚନା…

ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ମହାପ୍ରଭୁଙ୍କୁ ପ୍ରଥମ ଟିକେଟ ଲାଗି

ପୁରୀ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ମ୍ୟାଚ୍ ପାଇଁ ରବିବାର ପ୍ରଥମ ଟିକେଟ ପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପ୍ରଭୁ ଜଗନ୍ନାଥଙ୍କ…

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ; ଶୁଭଙ୍କର ମିଶ୍ରଙ୍କ ବିରୋଧରେ ଏତଲା

ଭୁବନେଶ୍ବର: କୋଟି ଓଡ଼ିଆଙ୍କ ମଉଡ଼ମଣୀ ଓ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଆଉ ସେହି ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ବିବାଦକୁ ଆସିଛନ୍ତି ସାମ୍ବାଦିକରୁ ୟୁଟ୍ୟୁବର ପାଲଟିଥିବା ଶୁଭଙ୍କର ମିଶ୍ର। ସିଂହଦ୍ବାର ଥାନାରେ ଏତାଲା…

ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ନା ଅଛି କୌଣସି ଜେଲ ନା ଅଛନ୍ତି ଅପରାଧୀ

ନୂଆଦିଲ୍ଲୀ: ଟିକିଏ କଳ୍ପନା କରନ୍ତୁ, ଅପଣଙ୍କ ସହରରେ ଯଦି କୌଣସି ଅପରାଧ ନହୁଏ ତେବେ ଆପଣ କେତେ ଆରମରେ ଜୀବନ ବିତାଇପାରିବେ। ହେଲେ ଆମ ଦେଶରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପରାଧ ହେଉଛି ଆଉ ଆମକୁ ବିଭିନ୍ନ ପ୍ରକାରର ଅପରାଧ ସହିବାକୁ ପଡୁଛି। ତଥାପି, ଅପରାଧୀ ପାଇଁ ଆମ ଦେଶରେ ଆଇନ,…

ରାଜ୍ୟ ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ

ଭୁବନେଶ୍ୱର: ଅର୍ଥ ବିଭାଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଦିନ ଓଡ଼ିଶା ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ପାଇଁ ମୁଖ୍ୟ ବଜେଟରେ ୨.୯୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା…