Latest Odisha News

BREAKING NEWS

Browsing Category

ଫିଚର

ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣା: ଫସିିଥିବା ୪୦ ଶ୍ରମିକଙ୍କ ଭିତରେ ୫ ଓଡ଼ିଆ,ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ହୋଇଥିବା ସୁଡଙ୍ଗ ଭୁଶୁଡି ପଡିବା ଯୋଗୁ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା ଜଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ।  ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ…

ତେଲେଙ୍ଗାନା ନିର୍ବାଚନ: ୧୧୯ ଆସନ ପାଇଁ ୪,୭୯୮ ପ୍ରାର୍ଥୀପତ୍ର:ଗଜବେଲ ଆସନରୁ ସର୍ବାଧିକ ୧୪୫ ଜଣ ଭରିଲେ ନାମାଙ୍କନ

ନୂଆଦିଲ୍ଲୀ:ତେଲେଙ୍ଗେନାରେ ନଭେମ୍ବୀର ୩୦ ହେବ ବିଧାନସଭା ନିର୍ବାଚନ । ୧୧୯ଟି ଆସନ ପାଇଁ ହେବ ମତଦାନ । ଏଥାପାଇଁ ୪,୭୯୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୦ ନଭେମ୍ବର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ  ।ଶେଷ ତାରିଖରେ ଅଧା ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନଭେମ୍ବର ୩…

ଦୀପାବଳି ଅଘଟଣ:କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଭର୍ତ୍ତି: ସମ୍ବଲପୁରରେ ଜଳିଗଲା ଆପାର୍ଟମେଣ୍ଟ

ଭୁବନେଶ୍ୱର:ସରିଛି ଦୀପାବଳି । ଅନେକ ସତର୍କ ସୂଚନା ସତ୍ତ୍ୱେ ଲୋକେ ଚେତିନାହାନ୍ତି । ଫୁଟାଇଛନ୍ତି ବାଣ । ଖାଲିପରିବେଶ ପ୍ରଦୂଷିତ ହୋଇନି, ବରଂ ସାରା ରାଜ୍ୟରେ ବାଣ ନିଆଁ ପଡି ଶତାଧିକ ଆହତ ହୋଇଥିବା ସୂଚନା ଆସିଛି । କେବଳ ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ବାଣପଡି ୧୦୦ରୁ ଅଧିକ ଭର୍ତ୍ତି…

ଦୀପାବଳି ରାତିରେ ପୁଣି ବିଷାକ୍ତ ହେଲା ଦିଲ୍ଲୀ ବୟୁମଣ୍ଡଳ: ଏକ୍ୟୁଆଇ ସ୍ଥିତି ଗମ୍ଭୀର

ପୁଣି ବିଗିଡିଲା ଦଲ୍ଲୀ ବାୟୁମଣ୍ଡଳ । ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ବିଷାକ୍ତଗ୍ୟାସରେ ଛଟପଟ ହେଲେ ଲୋକେ । ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ହାର ଅର୍ଥାତ ଏକ୍ୟୁଆଇ ଗମ୍ଭୀର ହୋଇପଡିଛି । ବିଶେଷକରି ଜହାଙ୍ଗୀରପୁରୀ, ଆରକେପୁରମ  ଶ୍ରୀନିବାସପୁରୀ, ଆନନ୍ଦବିହାର, ବଜୀରପୁର,…

କଲେଜ ଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଛାତ୍ରୀଙ୍କୁ ମିଳିବ ଋତୁସ୍ରାବ ଛୁଟି, ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ

ଗୌହାଟି: କଲେଜ ଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଛାତ୍ରୀମାନଙ୍କୁ ମିଳିବ ଋତୁସ୍ରାବକାଳୀନ ଛୁଟି। ଆସାମର ଗୌହାଟି ୟୁନିଭର୍ସିଟି ଏବଂ ଏହାର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀମାନଙ୍କୁ ଋତୁସ୍ରାବକାଳୀନ…

ବାଣ ମାର୍କେଟରେ ଅଗ୍ନିକାଣ୍ଡ: ୯ ଗୁରୁତର, ୭ ଦୋକାନ ଜଳିପୋଡି ପାଉଁଶ

ମଥୁରା: ଦୀପାବଳି ଦିନେ ଅଘଟଣ। ବାଣ ମାର୍କେଟରେ ଲାଗିଲା ନିଆଁ। ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଗୋପାଳବାଗ ଅଞ୍ଚଳରେ ଥିବା ଏକ ବାଣ ମାର୍କେଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ଜଣ ଗୁରୁତର ହୋଇଥିବା ବେଳେ ୭ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ବାଣ ବଜାରରେ…

ଅହମଦାବାଦ ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କୁ ଟଙ୍କା ବାଣ୍ଟିଲେ ଆଫଗାନି କ୍ରିକେଟର

ଅହମଦାବାଦ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ତଥାପି ସେମି ରେସରୁ ଆଫଗାନିସ୍ତାନ ବାଦ୍ ପଡିବା ସତ୍ତ୍ୱେ ଟିମ୍ ପ୍ଲେୟରଙ୍କ ପ୍ରଦର୍ଶନକୁ ମିଳିଛି କୋଟି କୋଟି କ୍ରିକେଟ ପ୍ରେମୀଙ୍କ ପ୍ରଶଂସା। ଏହାରି ମଧ୍ୟରେ ସ୍ୱଦେଶ ଫେରିଯିବା ପୂର୍ବରୁ…

ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ନିୟୋଜିତ ମହିଳାଙ୍କ ପାଇଁ ତିଆରି ହେବ ନୂତନ ପୋଷାକ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ନିୟୋଜିତ ମହିଳାଙ୍କ ପାଇଁ ଏକ ନୂଆ ପୋଷାକ ତିଆରି ପାଇଁ ପ୍ରସ୍ତୁତି ଚାଲିଛି। ଏହି ପୋଷାକଗୁଡିକ ଅଧିକ ଆରାମଦାୟକ ହେବ ଏବଂ ମହିଳାମାନଙ୍କର ଶାରୀରିକ ଆବଶ୍ୟକତା ପୂରଣ କରିବ। ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ସେବା କରୁଥିବା…

ସେନା ଜ୍ୟାକେଟରେ ପ୍ରଧାନମନ୍ତ୍ରୀ: ହିମାଚଳ ପ୍ରଦେଶରେ ଯବାନଙ୍କ ସହ ପାଳିଲେ ଦୀପାବଳି

ଶିମଲା: ଆଜି ସାରା ଦେଶ ବର୍ଷ ପାଳୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ୧୫ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ତେବେ ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେକୌଣସି ପରିସ୍ଥିତି ମୁକାବିଲା ନେଇ କରାଯାଇଛି ପ୍ରସ୍ତୁତ। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତ…