Latest Odisha News

BREAKING NEWS

Browsing Category

ଫିଚର

ମାତ୍ର ୯ ମାସରେ ୨୧ ହଜାର କୋଟି ଋଣ କଲେଣି ମୋହନ ସରକାର

ଭୁବନେଶ୍ୱର: ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ବିଜେଡି ବିଧାୟକ ଗୌତମ…

ହ୍ୱାଟସଆପ୍ ତିଆରି କରିବ ନିଜସ୍ୱ ଏଆଇ ଚାଟବଟ୍, ୟୁଜର୍ସ ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ବହୁ ଲୋକପ୍ରିୟା ମେସିଜିଂ ଆପ୍ ହ୍ୱାଟସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଅନେକ ଭଲ ଫିଚର ଆଣିଥାଏ। ଯେଉଁଥିରେ ବ୍ୟବହାରକାରୀଙ୍କ ହ୍ୱାଟସଆପ୍ ବ୍ୟବହାର ଅଭିଜ୍ଞତା ପରିବର୍ତ୍ତନ ହୁଏ। ହ୍ୱାଟସଆପ୍ ଏବେ ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଆପଣ…

ଘର ହେଉ କିମ୍ବା ସରକାର, ଏହି ଦେଶରେ କେବଳ ମହିଳାଙ୍କ ଅଧିକାର

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିରେ ପାଳନ ହେଉଛି। ମହିଳା ଅଧିକାର, ସମାନତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ। ଏହା ମଧ୍ୟ ସୁନିଶ୍ଚିତ କରାଯାଇଛି ଯେ ମହିଳାଙ୍କ ପ୍ରତି କୌଣସି ପ୍ରକାରର ଭେଦଭାବ ନାହିଁ।…

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଅଛନ୍ତି କୋଟିପତି? ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ନୂଆଦିଲ୍ଲୀ: ବିଶ୍ୱର କୋଟିପତିମାନଙ୍କ ବିଷୟରେ ଯଦି ଆଲୋଚନା କରିବା ତେବେ ଭାରତୀୟମାନଙ୍କ ନାଁ ତାଲିକାରେ ନିଶ୍ଚିତ ଆସେ। ପ୍ରକୃତରେ, ସାରା ବିଶ୍ୱରେ କୋଟିପତିଙ୍କ ତାଲିକାରେ ଅନେକ ଭାରତୀୟ ସାମିଲ ଅଛନ୍ତି। କେବଳ ଏତିକି ନୁହେଁ, ଭାରତ ଏହି କ୍ଷେତ୍ରରେ ବଡ଼ ବଡ଼ ଦେଶଗୁଡ଼ିକ ସହିତ ପ୍ରତିଯୋଗିତା…

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ। ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରପକ୍ଷରେ…

ଲିପ୍ ମାସ୍କ ବନାମ ଲିପ୍ ବାମ୍: ଫଟା ଓଠ ସମସ୍ୟାରୁ ତୁରନ୍ତ କିଏ ଦିଏ ମୁକ୍ତି?

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଓଠ ଡ୍ରାଏ ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ ବା କ୍ରିମ ବ୍ୟବହାର କରିଥାନ୍ତି। କିନ୍ତୁ ଫାଟିଲା ଓଠ ପାଇଁ ଲିପ୍ ମାସ୍କ ଭଲ ନା ଲିପ୍ ବାମ୍ ସେନେଇ ବିତର୍କ କେନ୍ଦ୍ରସ୍ଥଳକୁ…

ଆଖି ସଂକ୍ରମଣ କଣ? ଜାଣନ୍ତୁ କାହିଁକି ହୋଇଥାଏ ଏହି ସମସ୍ୟା..

ଆଖି ଧରା ଏବେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ସାଧାରଣତଃ ଆଖି ସଂକ୍ରମଣ ବା 'ଆଇ ଫ୍ଲୁ' ଭାବରେ ଜଣାଶୁଣା କଞ୍ଜକଟିଭିଟିସ୍ ଏକ ସଂକ୍ରାମକ ଏବଂ ଋତୁକାଳୀନ ରୋଗ। ଯେତେବେଳେ ଭାରତରେ ପାଗ ପରିବର୍ତ୍ତନ ହୁଏ, ଆଖି ଧରା ସଂକ୍ରମଣ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରାଯାଏ । କଞ୍ଜକଟିଭିଟିସ୍ ହେଉଛି…

ମହିଳାମାନଙ୍କ ପାଇଁ ମଦ୍ୟପାନ ଅଧିକ କ୍ଷତିକାରକ, ହୋଇପାରେ ମାରାତ୍ମକ ରୋଗ

ଏକ ପୌରାଣିକ କଥା ଅଛି ଯେ, ମହିଳାମାନେ ମଦ୍ୟପାନ କରନ୍ତି ନାହିଁ। ଏହା ମଧ୍ୟ କୁହାଯାଏ ଯେ ମହିଳାମାନେ ମଦ୍ୟପାନ କଲେ ମଧ୍ୟ ସେମାନେ ଏଥିରୁ ବହୁତ କମ୍ ପିଅନ୍ତି। ତଥାପି, ବର୍ତ୍ତମାନ ଏହି ଟ୍ରେଣ୍ଡ ଧୀରେ ଧୀରେ ଭାଙ୍ଗୁଛି। ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କୁ ପ୍ରତିଯୋଗିତା…

ବିଜୁ ଜୟନ୍ତୀ ସମାରୋହରେ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପାଳନର ତାରିଖ ପରିବର୍ତ୍ତନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମାର୍ଚ୍ଚ ୫ରେ ଜୟଦେବ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ପାଳନ…

ସାମସଙ୍ଗ୍‌ର ନୂଆ ଫିଚର: ଶରୀରର ତାପମାତ୍ରା ମାପିବ ‘ଗ୍ୟାଲେକ୍ସି ରିଙ୍ଗ୍’

ଗତ ବର୍ଷ ସାମସଙ୍ଗ ଗାଲାକ୍ସି ରିଙ୍ଗ ଲଞ୍ଚ କରିଥିଲା। ଏହି ଛୋଟ ଡିଭାଇସ୍‌ରେ ସ୍ମାର୍ଟୱାଚ୍‌ର ଅନେକ ବୈଶିଷ୍ଟ୍ୟ ରହିଛି। ଏବେ କମ୍ପାନୀ ଏହାକୁ ଅଧିକ ସହାୟକ କରିବା ପାଇଁ ନୂତନ ବୈଶିଷ୍ଟ୍ୟ ଯୋଡିବାକୁ ଯାଉଛି। ଏକ ପେଟେଣ୍ଟରୁ ଜଣାପଡିଛି ଯେ ଗାଲାକ୍ସି ରିଙ୍ଗର ପରବର୍ତ୍ତୀ ଜେନେରେସନ ମଡେଲରେ…