Latest Odisha News

BREAKING NEWS

Browsing Category

ଫିଚର

ରେକର୍ଡ କଲା ରଣବୀରଙ୍କ ଆନିମଲ

ମୁମ୍ବାଇ: ରିଲିଜ ହେବା ପୂର୍ବରୁ ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମ ରେକର୍ଡ କରିଛି । ଭାରତର ପ୍ରଥମ ଫିଲ୍ମ ଭାବେ ଏହା ଆମେରିକାର ୮୮୮ରୁ ଅଧିକ ସ୍କ୍ରିନରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହା ପୂର୍ବରୁ ଶାହାରୁଖ ଖାଁଙ୍କ ଯବାନ ଫିଲ୍ମ ୮୫୦ ସ୍କ୍ରିନରେ ଓ ରଣବୀରଙ୍କ ବ୍ରହ୍ମାସ୍ତ୍ର ୮୧୦…

ଅଶୋକ ଗେହଲଟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଲଢି ପାରିବେନି କି ନିର୍ବାଚନ ?

ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । କୌଣସି ରାଜନୈତିକ ଦଳ ବିରୋଧୀଙ୍କୁ ଆକ୍ରମଣ କରିବାର ସାମାନ୍ୟ ସୁଯୋଗ ବି ହାତଛଡା କରବାକୁ ଚାହୁଁନାହାନ୍ତି । ଏମିତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଫସିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ଅଷ୍ଟ୍ରେଲିଆକୁ ଏକାକୀ ସେମିଫାଇନାଲରେ ପଂହଚାଇଲେ ମ୍ୟାକ୍ସୱେଲ, ୮ମ ୱିକେଟରେ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଲା

ୱାଙ୍ଖେଡ:ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକର ମୁକାବିଲାରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ସର୍ବଦା ସ୍ମରଣୀୟ ହୋଇ ରହିବ । ୨୯୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୪୬.୫ ଓଭରରେ ହାସଲ କରି ନେଇଥିଲା । ଚେଜରେ…

୨୦୨୪ ବର୍ଷ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା, ମିଳିବ ୩୦ଟି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି କରିଛନ୍ତି। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୩୦ଟି ସରକାରୀ ଛୁଟି ରହିଛି। ଆଜି…

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଦାଦା ଘନିଆ ଗିରଫ

ଭୁବନେଶ୍ୱର: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା। ୨୪ ଘଣ୍ଟା ମଧ୍ୟରେ ଫେରାର ଅଭିଯୁକ୍ତ ଘନିଆ ଦାସକୁ ଧରିବାରେ ସଫଳ ହେଲା ଏୟାରଫିଲ୍ଡ ପୋଲିସ। ଘନିଆକୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଗତକାଲି ଶିଶୁକନ୍ୟାର ତଣ୍ଟିକାଟି ଚମ୍ପଟ ମାରିଥିଲା ଘନିଆ। ସୂଚନାଥାଉକି,…

ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ, ପ୍ରକୃତ ମାଲିକଙ୍କୁ ୧୨୦ଟି ମୋବାଇଲ ପ୍ରଦାନ କଲେ ପୋଲିସ କମିଶନର

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟଠାରେ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟିମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରି/ ଲୁଟ କିମ୍ବା ହଜିଯାଇଥିବା ୧୨୦ଟି ଉଦ୍ଧାର କରାଯାଇଥିଲା। ଏହି ସମସ୍ତ…

ଗାୟକ ହନୀ ସିଂ ଓ ଶାଲିନୀ ଅଲଗା ହେଲେ

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ହରଦେଶ ସିଂ ଓରଫ ହନୀ ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାର ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ମଙ୍ଗଳବାର ତିସ ହଜରୀ ସ୍ଥିତ ପାରିବାରିକ ନ୍ୟାୟଳୟର ମୂଖ୍ୟ ବିଚାରପତି ପରମଜିତ ସିଂ ସେମାନଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହ ଅଢ଼େଇ ବର୍ଷ ତଳେ…

୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୩ ଗିରଫ

ବ୍ରହ୍ମପୁର: ଦୀପାବଳି ପୂର୍ବରୁ ବ୍ରହ୍ମପୁର ସହରରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି। ଏସପି ଶ୍ରବଣ ବିବେକ ଏମଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ। ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ବ୍ରହ୍ମପୁର ବଡ଼…

କର୍ଣ୍ଣାଟକରେ ବଜରଙ୍ଗବାଲି ହରାଇଥିଲେ, ଛତିଶଗଡରେ ମହାଦେବ ଜିତାଇବେ!

ଭୁବନେଶ୍ୱର: ଗୋଟିଏ ପଟେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ଠିକ ଏଭଳି ସମୟରେ ମୋଦିଙ୍କ ଜୋରଦାର ପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ର ସୁରଜପୁର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି କି ଗୋଟିଏ ପଟେ ବିଜେପିର ସଂକଳ୍ପପତ୍ରକୁ…

ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱରରେ ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ,…