Latest Odisha News

BREAKING NEWS

Browsing Category

ଫିଚର

ଆପଣ ଫାଇଭ୍ ଷ୍ଟାର୍ ଏବଂ ସେଭେନ୍ ଷ୍ଟାର୍ ହୋଟେଲ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି କି? ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ ,…

ନୂଆଦିଲ୍ଲୀ : ଭ୍ରମଣ କରିବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି  । ଭ୍ରମଣ କରିବା ସମୟରେ ଆମେ ହୋଟେଲରେ ରହିଥାଉ  । କେହି କେହି ରହିବାକୁ ୫ ଷ୍ଟାର୍ ହୋଟେଲ ପସନ୍ଦ କରନ୍ତି ତ ଆଉ କେହି କେହି ରହିବା ପାଇଁ ୭ ଷ୍ଟାର୍ ହୋଟେଲକୁ ବାଛିଥାନ୍ତି  । କିନ୍ତୁ କେବେ ଭାବିଛନ୍ତି କି ୫ ଷ୍ଟାର୍ ଏବଂ…

ଡକାୟତି ଉଦ୍ୟମ ପଣ୍ଡ, ପିସ୍ତଲ ସହ ତିନି ଡକାୟତ ଗିରଫ

ବରଗଡ଼: ଟାଉନ ଥାନା ପୋଲିସର ବଡ଼ ସଫଳତା। ସୋମବାର ସନ୍ଧ୍ୟାରେ ବରଗଡ଼ ଜିରା ନଦୀ ପାଖରେ ଏକ ଡକାୟତ ଦଳ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ବରଗଡ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ଡକାୟତ ଦଳକୁ ଧରିବା ପାଇଁ ବରଗଡ଼ ଟାଉନ ଥାନାର ଏକ…

ରାଜଧାନୀରୁ ଧରାପଡିଲେ ଚୋର ଗ୍ୟାଙ୍ଗ୍, ଦିନରେ ଏକାକୀ ଘରର ସ୍ଥାନକୁ କରୁଥିଲେ ଟାର୍ଗେଟ୍

ଭୁବନେଶ୍ୱର: ଦିନ ଦ୍ବିପ୍ରହରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଚୋର ଗ୍ୟାଙ୍ଗ୍। ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲ୍ୟାପଟପ୍, ମୋବାଇଲ୍ ଫୋନ୍, ଟ୍ୟାବ୍ ଏବଂ ସୁନା ଅଳଙ୍କାର ଚୋରି କରିବା ପରେ ଖସିଯାଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭରତପୁର ଥାନା ପୋଲିସ।…

ଶେଷ ହେଲା କୋରାପୁଟ-ଜଗଦଲପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: କୋରାପୁଟ-ଜଗଦଳପୁର ରେଳ ସେକ୍ସନରେ ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ। ମାନବର ଏବଂ ଜରତି ଷ୍ଟେସନ୍ ମଧ୍ୟରେ ମାଟି ଓ ପଥର ଧସିଯିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା। କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୩ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ୍ ତ୍ରୈମାସରେ ଆଶା କରାଯାଉଥିବା ବ୍ୟବହାରଠାରୁ ଅଧିକ ବୋଲି ଦର୍ଶାଇଛି। ଆଇଏମ୍ଏଫ୍…

ଶଙ୍ଖକୁ ବିରୋଧ କରି ଓଡିଆ ସଂସ୍କୃତିକୁ ଅପମାନିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା। ମାତ୍ର ଯୋଜନା ଆରମ୍ଭରୁ ହିଁ ଲୋଗକୁ ନେଇ ଛିଡା ହୋଇଛି ଅନେକ ବିବାଦ। ଏହି ନୂତନ ଯୋଜନାର ଲୋଗ ଭାବେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରାଯାଇଥିବାରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିରୋଧୀ…

ଶ୍ରୀରାମଙ୍କ ଭୂମିକା କରିବା ପାଇଁ ନିଶା, ନନଭେଜ ଛାଡିବେ ରଣବୀର

ମୁମ୍ବାଇ: ରଣବୀର କାପୁର ତାଙ୍କର ଆଗାମୀ ଫିଲ୍ମ ରାମାୟଣ ନେଇ ଏକ ବଡ ଘୋଷଣା କରିଛନ୍ତି । ଶ୍ରୀରାମଙ୍କ ଭୂମିକା କରିବା ପର୍ଯ୍ୟନ୍ତ ସେ ନିଶା କିମ୍ବା ନନଭେଜ ଖାଇବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । କୌଣସି ପ୍ରକାରର ଚାପର ବଶୀଭୂତ କିମ୍ବା ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ଏ ଭଳି ଘୋଷଣା କରି…

ବିଶ୍ୱକପ କ୍ରିକେଟ: ଘରୋଇ ପରିବେଶରେ ଆଫଗାନିସ୍ତାନକୁ ପ୍ରଥମ ଥର ପାଇଁ ଭେଟିବ ଭାରତ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଉଚ୍ଚରେ ରହିଛି । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ…

ଶ୍ରୀମନ୍ଦିରରେ କାଳିଆ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳି ପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ପ୍ରାଣ ହରାଇଲେ। ଉତ୍ତରପ୍ରଦେଶ ଝାନସୀର ୬୫ ବର୍ଷୀୟ ରାୟନ ପ୍ରସାଦ ସେନ୍‌ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର…

ଏମପି ଭଳି ରାଜସ୍ଥାନରେ ବି ଫସିଲା ବିଜେପି, ଟିକେଟ ନ ପାଇ ଅନିତାଙ୍କ ବିଦ୍ରୋହ!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ପୁଣିଥରେ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜସ୍ଥାନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ସବୁଠୁ ବଡ଼ କଥା ହେଲା ସେ ଭିତରେ ଦଳର ସାତ ଜଣ…